2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…
ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୫୫୦ ଟଙ୍କା ହୋଇଛି।
ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..
ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ । ତେବେ ଆଜି ଆମେ ଜାଣିବା ମେଷ ରାଶି ବିଷୟରେ...
ଘର ଚଟିଆ ଲାଗି ଗାଁଠୁ ସହର ବୁଲିବୁଲି ଘର କଲେ। ଧୀରେ ଧୀରେ କୁନି ଚଢେଇଙ୍କ ବଂଶ ବୃଦ୍ଧି ହେଲା...ସଫଳ ହେବା ପରେ ଏବେ ଆମେରିକାରୁ ଆସିଲା ଡକରା
ନା ବାବା ନା...ସଂଧ୍ୟା ହେଲେ ପଟିଆକୁ ଜୁହାର । ଜୟଦେବବିହାର-ନନ୍ଦନକାନନ...ଏ ରାସ୍ତାରେ ଯିବାକୁ ଚାହୁଁନାହାନ୍ତି ରାଜଧାନୀବାସୀ । ଜାମ୍ ପାଇଁ ଲାଗୁଛି ଛାନିଆଁ
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ହୋଇଛି।
ପଇଲେଲୋ ପଇଲେଲୋ...କହୁ କହୁ ଦୁଲଦାଲ ଗଳିପଡିଲେ । ଏମାନେ କାଳେ କର୍ପୋରେଟର...ଧନ୍ୟ ଧନ୍ୟ
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ହଳଦୀ ସରିଥିଲା, ମେହେନ୍ଦୀ ଲାଗିଥିଲା। ବେଦି ଓ ବର ସମସ୍ତେ ରେଡି ଥିଲେ...ବାସ୍ ଏତିକି ବେଳେ ପ୍ରେମିକ ସହ ଫେରାର ହୋଇଗଲେ କନିଆଁ । ସବୁ ସତ ଜାଣିବା ପରେ ବର....
ସ୍ୱାମୀ କି ଶାଶୂ ଘରେ କେହି ନଥିଲେ। ଏକୁଟିଆ ସୁଯୋଗ ନେଇ ବୋହୂର ଶୋଇବା ଘରେ ପଶିଗଲା ଶ୍ୱଶୁର । ଅଳ୍ପକେ ଦୁଷ୍କର୍ମ ହେବାରୁ ବଞ୍ଚିଗଲେ ବୋହୂ । ଏବେ ବାପଘର ଲୋକ ଶ୍ୱଶୁରଙ୍କୁ ବହେ ଛେଚିଲେ, ଜୋତାମାଳ ପିନ୍ଧାଇଲେ
ବାହା ହେବା ପୁରୁଷ ଅଧିକ ଦିନ ବଞ୍ଚୁଛନ୍ତି । ରକ୍ତଚାପ, ହାର୍ଟଆଟାକ୍ ପରି ରୋଗ ବି କମ୍ ହେଉଛି। ଜାଣନ୍ତୁ ଏମିତି କେମିତି ହେଉଛି ସମ୍ଭବ ?
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୨୯୦ ଟଙ୍କା ହୋଇଛି।
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ହଜିଯାଇଥିଲେ.. ବହୁତ ଖୋଜା ଖୋଜି ପରେ ବି ପତ୍ତା ମିଳୁ ନଥିଲା.. କେତେ ଆଉ ଅପେକ୍ଷା କରିଥାନ୍ତେ.. ଶୁଦ୍ଧିକ୍ରିୟା କରିବାକୁ ନିଷ୍ପତ୍ତି ନେଲେ..ହେଲେ ସ୍ୱପ୍ନ ଦେଖି ଘରକୁ ଫେରିଆସିଲେ ସ୍ୱାମୀ.. ସବୁ ଆଶ୍ଚର୍ଯ୍ୟ
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୨୦ ଟଙ୍କା ହୋଇଛି।