• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

The Kochi Water Metro
ଯାତାୟତକୁ ସରଳ କରିବାକୁ ବ୍ୟବସ୍ଥା, କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ

କେରଳର କୋଚି ସହରରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ। ଆସନ୍ତା ୨୫ ତାରିଖରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ଜାମ୍ମୁ, ଶ୍ରୀନଗର ଓ ଗୋରଖପୁରରେ ବି ଚାଲିବ ୱାଟର ମେଟ୍ରୋ ...

Make 'chena jhili' at home
ଅକ୍ଷୟ ତୃତୀୟରେ ଘରେ ବନାନ୍ତୁ ସୁଆଦିଆ ମିଠା 'ଛେନା ଝିଲି'

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ ।

Add these drinks
ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଡ୍ରିଙ୍କସ୍, କମ୍ କରିବ କୋଲେଷ୍ଟ୍ରଲ୍

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ...

Gold Price Today
Gold Price Today 23th April 2023: ଅକ୍ଷୟ ତୃତୀୟାରେ କିଣନ୍ତୁ ସୁନା, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।

odisha king palace
ଚାଲିଛି ବୁଢୀ ଠାକୁରାଣୀ ଯାତ୍ରା, ମନେ ପଡୁଛି ମହୁରୀଗଡ଼ର କଥା

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । କାହିଁ କେତେ ବର୍ଷରୁ ଏହି ଯାତ୍ରା ଚାଲି ଆସୁଛି । ହେଲେ ଏହାର ଉପତ୍ତି ସ୍ଥଳ ଏବେ ଅଣଦେଖା । ମହୁରୀ ରାଜାଙ୍କ ଗଡ଼, ଯେଉଁଠି ଇଂରେଜଙ୍କ ବିରୋଧରେ ଯୁଦ୍ଧମ୍ ଦେହି ଡାକରା ଦିଆଯାଇଥିଲା ତାହା ଏବେ ଅବହେଳିତ…

Today Panchang
Today Panchang 23th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଅକ୍ଷୟ ତୃତୀୟାରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Internet service normal
ଇଣ୍ଟରନେଟ ସେବା ସ୍ୱାଭାବିକ, କର୍ଫ୍ୟୁ କୋହଳ ଅବଧି ଆଉ ୧ ଘଣ୍ଟା ବଢ଼ିଲା

ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ସ୍ୱାଭାବିକ । ଆଜି ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନର ସୂଚନା ।

News Fuse
କ୍ଲାସ୍‌ ଟିଚର ହେଲେ ଅପରାଜିତା...ଟପିକ୍‌ କ’ଣ?

ମାଡାମ୍‌ଙ୍କ ପାଠ ବୁଝିବାକୁ ଆମର କ୍ୱାଲିଫିକେସନ୍‌ କାହିଁ? କଳାପଟାରେ ଇଏ କଣ ଲେଖୁଛନ୍ତି କିରେ ନାରଣ?

Gold Price Today
Gold Price Today 22nd April 2023: ଅକ୍ଷୟ ତୃତୀୟା ପୂର୍ବରୁ ଜାଣନ୍ତୁ ଆଜି କେତେ ଅଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।

Today Panchang
Today Panchang 22nd April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତରେ କ୍ରୟ କରନ୍ତୁ ନୂତନ ଦ୍ରବ୍ୟ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Meet Bhanjanagar’s Mitanjali
ଟେଲରିଂରୁ ସଫଳ ବ୍ୟବସାୟ

ସଂଘର୍ଷମୟ ଜୀବନରୁ ସଫଳତାର ସ୍ୱାଦ ଚାଖିଥିବା ମଣିଷଟେ ହେଉଛନ୍ତି ମିତାଞ୍ଜଳି ବିଷୋୟୀ.. ଆସନ୍ତୁ ଜାଣିବା ତାଙ୍କ କାହାଣୀ..

Minor girl
ହୃଦୟ ଜିତୁଛି, କୁନିଝିଅ ଜୟନ୍ତୀ

ପଙ୍କରୁ ପଦ୍ମ ଫୁଟିଲା ଭଳି ଜୟନ୍ତୀର ଜୀବନ.. ସବୁ କଷ୍ଟ ଦୁଃଖ ଭିତରେ ସେ ସୁନ୍ଦର କଣ୍ଠଟିଏ ପାଇଛି, ଅସହାୟତା ଭିତରେ ବି ସ୍ୱପ୍ନ ଦେଖୁଛି, ମାଆର ସ୍ନେହ ଖୋଜୁଥିବା ଏଇ କୁନି ଝିଅଟି ତା ଭାଇମାନଙ୍କ ପାଇଁ ଅଜାଣତରେ ମାଆ ସାଜିଯାଇଛି..

Gold Price Today
Gold Price Today 19th April 2023: ନଜର ପକାନ୍ତୁ ଆଜି କେତେ ଅଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୧୫୦ ଟଙ୍କା ହୋଇଛି।

Awas yojana
ଶୌଚାଳୟରେ ମେଲିଛି ପଦ୍ମା ମାଉସୀର ସଂସାର

ଟୟଲେଟରେ ରହୁଛନ୍ତି ପଦ୍ମା ମାଉସୀ: ଅସହାୟ ପଦ୍ମା ମାଉସୀଙ୍କ ଏଭଳି ଅବସ୍ଥା ଦେଖିଲେ, ଗରିବ କଲ୍ୟାଣ ଯୋଜନା କାହାପାଇଁ ବୋଲି ମନରେ ପ୍ରଶ୍ନ ଉଙ୍କିମାରୁଛି.. ଆଉ ବ୍ୟବସ୍ଥାକୁ ଗାଳି ଦେବାକୁ ଇଚ୍ଛା ହେଉଛି.. ଆଜି ଯାଏ ପଦ୍ମା ନାଏକଙ୍କ ଉପରେ ପଞ୍ଚାୟତ ଏବଂ ବ୍ଲକ୍ କତୃପକ୍ଷଙ୍କ ନଜର କେମିତି...

News Fuse
ଓଡ଼ିଶା ପଣାର ସ୍ୱାଦ ଅଲଗା

ଓଡ଼ିଶା ପଣାର ସ୍ୱାଦ ଅଲଗା..ପଣା ପିଇକି ପେଟ ଥଣ୍ଡା କଲେଣି ନେତା ଆଗକୁ ନିର୍ବାଚନ

Today Panchang
Today Panchang 19th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତରେ ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Devotees walk on fire
ବିଶ୍ୱାସର ଯାତ୍ରା ନିଆଁ ପାଟଯାତ୍ରା, ମାନସିକ ପୂରଣ ପାଇଁ ନିଆଁରେ ଚାଲନ୍ତି ଶ୍ରଦ୍ଧାଳୁ

ବିଶ୍ୱାସର ଯାତ୍ରା ନିଆଁ ପାଟଯାତ୍ରା, ମାନସିକ ପୂରଣ ପାଇଁ ନିଆଁରେ ଚାଲନ୍ତି ଶ୍ରଦ୍ଧାଳୁ..

kundu fruit
କେବେ ଖାଇଛନ୍ତି କାଂଜିପାଣି ଘାଟିର କେନ୍ଦୁ

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଜଙ୍ଗଲୀ କେନ୍ଦୁ । କାଂଜାଘାଟି ଘାଟିର କେନ୍ଦୁ ଯିଏ ଖାଇଛି ଭୁଲିପାରିନି..

Stale food sold at roadside
ରାସ୍ତାକଡ଼ରେ ବାସିଖାଦ୍ୟର ପସରା ଧରିବାକୁ କେହିନାହିଁ

ରାସ୍ତାକଡ଼ରେ ବାସିଖାଦ୍ୟର ପସରା ଧରିବାକୁ କେହିନାହିଁ..ଜିଲ୍ଲାରେ ନାହାନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ।

Gold Price Today
Gold Price Today 18th April 2023: ନଜର ପକାନ୍ତୁ ଆଜି କେତେ ଅଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୨୦ ଟଙ୍କା ହୋଇଛି।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।