ଅସୁସ୍ଥ ବାପାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିବାବେଳେ ପୁଅର ହୋଇଗଲା ମୃତ୍ୟୁ । ପୁଅର ମୃତ୍ୟୁ କଥା ଶୁଣି ଆଖି ବୁଝିଦେଲେ ବାପା ।
୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି...
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ସୂତାକଳ ବନ୍ଦ ହୋଇଯାଇଛି ବକେୟା କିନ୍ତୁ ମିଳିନି। ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବର୍ଷ ବର୍ଷ ଧରି କାମ କରି ପରିବାର ଚଳାଉଥିବା ଶ୍ରମିକ ।
ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘର୍ଷ...
ଲାଗୁଛି ଭିତରେ ବୋଧେ କିଛି ଆକ୍ସନ ମୁଭି ଚାଲିଥିଲା, ଯାହାକୁ ଦେଖି ବାହାରେ ଏପରି ଚୁଟି ଝିଙ୍କାଝିଙ୍କି...
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।
ନାହିଁ ନାହିଁରେ ଚାଲୁଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ବେଡ୍ ବଦଳରେ ବେଡସିଟ୍ରେ ଶୋଉଛନ୍ତି ରୋଗୀ
ବ୍ରିଜ୍ ନୁହେଁ ତ ଯମଦ୍ୱାରକୁ ରାସ୍ତା । ଢଳେଇ ଫାଟି ଆଁ କଲାଣି, ରଡ୍ ଦେଖାଗଲାଣି । ୨୦୨୪ରେ କାମ ସରିବାର କଥା...ହେଲେ ଆଜିଯାଏଁ ଆରମ୍ଭ ହୋଇନି କାମ
୨୫ ବର୍ଷ ହେଲା ମାଆ ଫେରିଲାନି । ପୁଅକୁ ସ୍ୱପ୍ନ ଆସିଲା ମାଆ ଆଉ ନାହିଁ...ବାସ୍ ଏହାପରେ ଆରମ୍ଭ ହୋଇଗଲା ପିତୁଳାର ଶବଶୋଭାଯାତ୍ରା
ସାବଧାନ ! ଏଣିକି ବସ୍ରେ ଗଲାବେଳେ ବିନା ହେଡ୍ଫୋନ୍ରେ କଥାହେଲେ ଗଣିବେ ୫ ହଜାର ଫାଇନ୍ । ଖାଲି ଫାଇନ୍ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍
ଆମେ ୯ ଅଛୁ, ୯୦ ହେବୁ । କଂଗ୍ରେସ ଏଥର ସରକାର ନିଶ୍ଚିତ କରିବ...ହେଲେ ମୁଖ୍ୟମନ୍ତ୍ରୀ କିଏ କିରେ?
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଢେଙ୍କାନାଳ ଡିଏମଏଫ୍ ମିଟିଂରେ ମୁହାଁମୁହିଁ ଜିଲ୍ଲାପାଳ ଓ ସାଂସଦ । ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ ।
ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ଓ ଜେଇ । କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେପଟେ ଲାଞ୍ଚ ନେଇ ଧରାପଡିଛନ୍ତି ପଟ୍ଟାମୁଣ୍ଡାଇ ବିଇଓ ଅଫିସର କନିଷ୍ଠ କିରାଣି ମାନସ ଧଳ।
ଖରାବେଳେ ଖାଦ୍ୟରେ କଣ ଖାଦ୍ୟ ପ୍ରସ୍ତୁତ କରିବେ ସେଥିପାଇଁ ଚିନ୍ତିତ କି ? ବିଲ୍କୁଲ୍ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବନେଇବୁ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଲାଇ ମଟର ମସ୍ରୁମ୍’
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୦୪୦ ଟଙ୍କା ହୋଇଛି।
ଥାଇରଏଡ୍ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । କିନ୍ତୁ ଆପଣ ଜାଣନ୍ତି କି ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍।ତେବେ ଚାଲନ୍ତୁ ଜାଣିବା ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍...
ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।