ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନାମଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିଶାତ୍ ।
କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।
ଟ୍ୟୁସନ କରି ପାଠ ପଢିଲେ କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଜଳେଶ୍ୱର ନିକଟ ରାଇବଣିଆ ଗଡ଼ ଦୁର୍ଗ । ଏହି ଦୁର୍ଗ ଦିନେ ବାହ୍ୟ ଶତ୍ରୁ କବଳରୁ ରକ୍ଷା ଦେଉଥିଲା । ଏବେ କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟି ଗଲାଣି....
ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସୁନାର ସଂସାରରେ କିନ୍ତୁ ଦଇବ ଦାଉ ସାଥିଲା । ଅକର୍ମା ହୋଇଗଲା ରୋଜଗାରିଆ ପୁଅ । ଏବେ ବିଛଣାରେ ପଡ଼ି ପଡ଼ି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମଙ୍ଗୁଳି ଓ ତାଙ୍କ ପରିବାର ଲୋକ । ସୁନ୍ଦରଗଡ଼...
ଆଉ କେତେ ବିଫଳତାର ଉଦାହରଣ ଦେଖିଲେ ଚେତିବେ ସରକାର? ଲୋକଙ୍କୁ ‘ବସୁଧା’ ଯୋଜନାରେ ପାଣେ ଟୋପେ ତ ମିଳୁନି, ଏଠି କେବଳ ଲୋକେ ଯାହା ହନ୍ତସନ୍ତ ହେବା କଥା । ଆଜି ବି ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି ତେଲକୋଇ ତାଳପଦା ଗାଁର ଲୋକେ
ରାଉରକେଲାରେ ଧିମା ଗତିରେ ଚାଲିଛି ନବୀନ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବେ ତାର କଣ୍ଟ ତ ପୁରିଲାଣି ତଥାପି ବ୍ରିଜ୍ କାମ ସରୁନି । କେବେ ସରିବ ତାହା ବି ଅଧିକାରୀଙ୍କୁ ଜଣାନାହିଁ । ସେପଟେ କୋଏଲ ବ୍ରିଜ୍ କୁ ନେଇ...
ହଇରେ ନାରଣ ! ଇଏ ସବୁ କଣ ଦେଖିବାକୁ ମିଳୁଛିରେ? ଅଙ୍ଗନବାଡ଼ି ଜରିଆରେ ସରକାର ଯୋଗାଇ ଦେଉଥିବା ଛତୁଆ,ସୁଜିରୁ ବାହାରୁଛି ପ୍ରବଳ ପୋକ ଆଉ ଜୋକ...
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା
ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍ ପୂରା କାର୍ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍
ଇଏ ବି ଜଣେ ମାଆ । ପୁଅକୁ ପାଠ ପଢାଇବାକୁ ବିକ୍ରି କରୁଛି ହାଣ୍ଡିଆ ...ସେପଟେ ମାଆର କଷ୍ଟକୁ ଦେଖିନପାରି କଲେଜରୁ ଆସି ପର ଦୁଆରେ ମୂଲ ଲାଗୁଛି ପୁଅ । ଏବେ କଳାରେ ରଖିଲେ ୬୯ ପ୍ରତିଶତ ନମ୍ବର
ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ
କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ
ଆଜବେଷ୍ଟସ୍ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ?
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ
ଏବେ ସବୁଠି ଆମ୍ବ ପ୍ରବଳ । ରାଜ୍ୟର ସୁଆଦିଆ ସୁଆଦିଆ ଆମ୍ବକୁ ମୋଦିଙ୍କ ପାଖକୁ ପଠାଇଲେ ଦିଦି...ପୂର୍ବରୁ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ପଠାନ୍ତି କୁର୍ତ୍ତା ଓ ମିଠା...