""
ବିବିଧ Videos ନିଆରା ବାହାଘର, ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ବର-କନ୍ୟା ନିଆରା ବାହାଘର । ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର । ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ.. Pallipuspa Samal 18 Mar 2024 09:08 IST blood donation camp at wedding Bhadrak MarriageAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ