/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710557273.jpg)
Panchang Today
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୦୪.୨୧ ଗତେ ମିଥୁନ,ତିôଥ- ୭ମୀ ରାତ୍ରି ୦୯.୩୮ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୪.୨୧ ଗତେ କନ୍ୟା ରାଶିର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୩୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ:
ଦିବା-୧୦.୨୫ ରୁ ୦୧.୦୬
ରାତ୍ରି- ୦୮.୧୭ ରୁ ୧୦.୪୨
ରାତ୍ରି-୧୨.୧୯ ରୁ ୦୧.୫୫
ରାତ୍ରି-୦୨.୪୩ ରୁ ୦୪.୨୦
ଅଶୁଭ ସମୟ:
ରାହୁକାଳ - ଦିବା ୦୮.୫୬ ରୁ ୧୦.୨୫
କାଳବେଳା-ପ୍ରାତଃ ୦୫.୫୭ ରୁ ୦୭.୨୭ ଓ ଦିବା ୦୪.୨୩ ରୁ ୦୫.୫୩
ବାରବେଳା- ଦିବା ୦୧.୨୪ ରୁ ୦୨.୫୪
କାଳରାତ୍ରି-ସନ୍ଧ୍ୟା ୦୫.୫୩ ରୁ ୦୭.୨୩ ଓ ରାତ୍ରି ୦୨.୪୩ ରୁ ୦୪.୨୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)