ଆଉ ମାତ୍ର ୨ଦିନର ଅପେକ୍ଷା। ଖୋଲିବ ସ୍କୁଲ୍, ବାଜିବ ବେଲ୍। ସାଙ୍ଗ ସାଥୀଙ୍କ ସହ ବି ଦେଖାହେବ। ରାଜ୍ୟରେ ସୋମବାରଠାରୁ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଏବେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ।
ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି...
ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି ।
ଖାଲି କ୍ରିକେଟ୍ର ଗ୍ରୀନ୍ ରୁମ୍ ନୁହେଁ, ଗ୍ରେ ଫିଲ୍ଡରେ ବି ପୁଷ୍ପାର ଜବରଦସ୍ତ ଝଲକ ଇଣ୍ଡିଆରୁ ୱେଷ୍ଟଇଣ୍ଡିଜରୁ, ଅଷ୍ଟ୍ରେଲିଆରୁ ବାଂଲାଦେଶ, ସବୁଠି ଦେଖିବାକୁ ମିଳୁଛି । ପୁଷ୍ପାର ଅନୋଖା ଷ୍ଟାଇଲ ମନୋରଞ୍ଜନ ଦୁନିଆକୁ ବି ଲାଗିଛି ପୁଷ୍ପା ସିରିୟସ୍ ଫିଭର । ଏମିତିକି ପୁଷ୍ପା କ୍ରେଜରୁ ବାଦ୍ ପଡ଼ିନି...
ଖାଲି କ୍ରିକେଟ୍ର ଗ୍ରୀନ୍ ରୁମ୍ ନୁହେଁ, ଗ୍ରେ ଫିଲ୍ଡରେ ବି ପୁଷ୍ପାର ଜବରଦସ୍ତ ଝଲକ ଇଣ୍ଡିଆରୁ ୱେଷ୍ଟଇଣ୍ଡିଜରୁ, ଅଷ୍ଟ୍ରେଲିଆରୁ ବାଂଲାଦେଶ, ସବୁଠି ଦେଖିବାକୁ ମିଳୁଛି । ପୁଷ୍ପାର ଅନୋଖା ଷ୍ଟାଇଲ ମନୋରଞ୍ଜନ ଦୁନିଆକୁ ବି ଲାଗିଛି ପୁଷ୍ପା ସିରିୟସ୍ ଫିଭର । ଏମିତିକି ପୁଷ୍ପା କ୍ରେଜରୁ ବାଦ୍ ପଡ଼ିନି...
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି।
ଗତ ୧୧ ତାରିଖରେ ବାରିପଦାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଆଜି ୧୬୪ ଅନୁସାରେ ବାରିପଦା ଜେଏମ୍ଏଫ୍ସି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କୁ ନେଇ ପୋଲିସ...
ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ଦିଲ୍ଲୀ ବିଜେପି ଦଳ ।
ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ନିର୍ବାଚନ ପାଖେଇ ଆସୁଥିବା ବେଳେ କୋଭିଡ୍ କଟକଣା ମାନି ପ୍ରାର୍ଥୀମାନେ ପ୍ରଚାର ଚଳାଇଛନ୍ତି । ବିଟେକ୍ ପଢ଼ୁଆଠୁ ଆରମ୍ଭ କରି ଡାକ୍ତର, ସ୍ପୋଟର୍ସ ମ୍ୟାନ୍ ଏବଂ ପୂଜକ ସଭିଁଏ ଏବେ ନୀର୍ବାଚନୀ ରଣାଙ୍ଗନରେ ଦୁଆର ଦୁଆର ବୁଲି ଭୋଟ୍...
ୱିଣ୍ଟର ଅଲିମ୍ପିକ ଉଦଘାଟନୀକୁ ଯିବନି ଭାରତ । ଚୀନରେ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକ ଉଦଘାଟନୀକୁ ବର୍ଜନ କରିଛି ଭାରତ । ଭାରତ ଉଭୟ ଉଦଘାଟନୀ ଓ ଉଦଯାପନୀ ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ।
ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପି ସଚେତନତା, ନିରାକରଣ ଏସାଙ୍ଗକୁ କ୍ୟାନସର ରୋଗୀ ସଂଖ୍ୟା ହ୍ରାସ ପାଇଁ ଉଦ୍ୟମ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ ।
ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ଆଜି ପଜିଟିଭ ସଂଖ୍ୟା ପ୍ରାୟ ଏକ ହଜାର କମ୍ ରହିଛି । ଗତକାଲି ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଜି ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ରାଜ୍ୟର ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି...
ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି
ନେତା, ମନ୍ତ୍ରୀ, ସରକାରୀ ବାବୁ ସମସ୍ତଙ୍କୁ କହି କହି ଥକିଗଲେ। କେହି ଟିକେ ଶୁଣିଲେନି। ଲୋକେ ନିଜ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ପାଇଲେନି। ଶେଷରେ ୨୨ ବର୍ଷର ଏ ସ୍ଥିର ସରକାର ଉପରୁ ଆଶା ବିଶ୍ୱାସ ତୁଟାଇ ନିଜେ ବାନ୍ଧିଲେ ବାଉଁଶ ପୋଲ। କଦଳୀ ଗଛ...
ଚାହିଁଲେ ଆଖି ପାଇବନି। ତିଆରି କରିବାକୁ ଲାଗିଥିଲା ବର୍ଷ ବର୍ଷ। ହେଲେ ଟାଓ୍ୱାରକୁ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। କାରଣ ଏତେ ବଡ଼ ଟାଓ୍ୱାରଟି ଗୋଟିଏ ପଟକୁ ଢଳି କରି ରହିଛି। କାରଣ ଖୋଜିବାକୁ ଅନେକ ଚାହୁଁଥିଲେ ବି କେହି କାରଣ ଖେଜି ପାଉ ନାହାଁନ୍ତି।
ରାଜନୀତିରେ ଭିନ୍ନ ଘଟଣା । ସରପଞ୍ଚ ଭାବେ ଛିଡା ହୋଇଥିବା ପାଠପଢୁଆ ଭାଣିଜୀକୁ ହରାଇବାକୁ ଲାଗିପଡିଛନ୍ତି ମାମୁମାନେ । ହରାଇବାକୁ କରିଛନ୍ତି ଯୋଜନା । ଭାଣିଜୀ କହୁଛନ୍ତି, ତାଙ୍କ ପୋଷ୍ଟର ବି ଫାଡି ଦେଉଛନ୍ତି ।
ନା...ଅରୁଣ ବାବୁ ଗାଡ଼ିଟାକୁ ଭଲରେ ଚଲାଇପାରୁନାହାନ୍ତି....କ୍ଲଜ୍ ଛାଡ଼ୁ ଛାଡ଼ୁ ଷ୍ଟାର୍ଟ ବନ୍ଦ, କଷ୍ଟେ ମଷ୍ଟେ ସିନା ଆଗକୁ ଗଡ଼ିଲା, ହେଲେ ଅରୁଣ ବାବୁଙ୍କ...