ବିଶ୍ୱରେ ଟଳିନି ଓମିକ୍ରନ ବିପଦ । ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ । ଗତ କିଛିଦିନ ହେଲା ବିଶ୍ୱର ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ୍ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି ଘଟଣା ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ୍ ଅଭିଯୋଗ ହୋଇଛି । ଡେଙ୍କାନାଳ ନବପଳ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ...
ଯନ୍ତାରେ ପଡିଲେ ୨ ଭାଲୁ ଛୁଆ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରାସ୍ତାର ଏକ କଲଭର୍ଟ ତଳେ ପକାଯାଇଥିବା ଯନ୍ତାରେ ଫସିଲା ଆଉ ଗୋଟିଏ ଭାଲୁ ଛୁଆ । ମାଆ ଭାଲୁକୁ ଧରିବା ଲାଗି ବନ ବିଭାଗ ଦ୍ୱାରା ଏହି ଯନ୍ତ୍ରା ପକାଯାଇଥିଲା ।
ସହରରେ ହାତୀ ଆତଙ୍କ । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତି ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ। ତେଣୁ...
ମୁଁ ଚୁନି, ମୋ ସାଙ୍ଗରେ ଜମା ଅଭଦ୍ରାମୀ କରନି....ସେପଟେ ଡେଲିଭଲି ବଏ କହିଲେ ମ୍ୟାଡମ ଚୁନି କିଛି ଦେଖନ୍ତିନି...ଜିନିଷ ପହଂଚିବା ପରେ ବହେ ଗାଳିଦିଅନ୍ତି, ମୁହଁ ଉପରକୁ ଜିନିଷ ଫୋପାଡନ୍ତି
ସଂସଦରେ ଆସିଲା ବଜେଟ୍: ତେବେ ଚୁଟକିରେ ଜାଣିନିଅନ୍ତୁ ଚଳିତ ବଜେଟ୍ରେ କେଉଁ ୧୦ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର
କକା ତୁମେ ସରପଂଚ...ଲାଭ ତୁମର ଯେତିକି ଆଉ ଖୁଡ଼ିର ବି ସେତିକି....ହେଲେ ଲାଭଟା ହେବ କେମିତି?
ବାମ୍ଫ ଛୁଙ୍କ ଚିଙ୍ଗୁଡ଼ି, କଂସାଏ ପଖାଳ ସାଙ୍ଗକୁ ରସୁଣ ଓ ଲଙ୍କା ଦେଇ ଖାଆନ୍ତୁ ହାମ୍ପୁଡ଼ି ହାମ୍ପୁଡ଼ି... ତେବେ ଜମା ବି ଡେରି କରନ୍ତୁ ନାହିଁ, ଏବେ ହିଁ ବନାନ୍ତୁ ଏହି ଆଇଟମ୍
ଭାଇଲୋ....ତୁ କାହିଁକି ଏମିତି ହେଉଛୁ? ଏକା ବେଳେ ଏତେ ହେଲମେଟ୍ କୁ ମାସ୍କ କାହିଁକି ପିନ୍ଧିଛୁ? କରୋନା ସାଙ୍ଗକୁ ଯଦି ଦୁର୍ଘଟଣା ହେଲା? ଏଇ ପାଖରେ ବୋଧହୁଏ ବସିଛି ଚିତ୍ରଗୁପ୍ତ
ଆଜି ୨୦୨୨ ମସିହା, ଫେବୃଆରୀ ୨ ତାରିଖ, ବୁଧବାର, ମକର, ୨୦ ଦିନ, ମାଘମାସ, ଶୁକ୍ଳପକ୍ଷ,ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।
ଏ ବଜେଟ୍ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।
ଯୁବ ମଡେଲ୍ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ନୂଆ କ୍ଲ୍ୟୁ I ସୁଇସାଇଡ୍ ନୋଟର ଗୁମର ଖୋଲିଲେ ପୂର୍ବତନ ପ୍ରେମିକ I କହିଲେ ମୋ ଏକ୍ସଙ୍କ ସହ ସୌମ୍ୟଙ୍କର ଥିଲା ସମ୍ପର୍କ
କେନ୍ଦ୍ରୀୟ ବଜେଟ୍ ୨୦୨୨-୨୩ରେ ସବୁକ୍ଷେତ୍ରକୁ ଅର୍ଥନୈତିକ ବିକାଶର ଧାରା । ଶିଳ୍ପ ଓ ଭିତ୍ତିଭୂମି ବିକାଶ ସହ କୃଷି ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏ ବଜେଟ୍ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।
ପରିଶ୍ରମ ଓ ଆତ୍ମବିସ୍ୱାସ ଆଗରେ କଠିନ ପରିସ୍ଥିତି ହାର ମାନିଥାଏ। ଏହା ଆମେ କହୁନାହୁଁ, ବରଂ ବିହାର ପାଟଣାର ୧୯ ବର୍ଷୀୟ ଝିଅଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ଜାଣି ପାରିବେ। ଭିକ ମାଗିବା ଠାରୁ କ୍ୟାଫେଟେରିଆ ଚଳାଇବା ପର୍ଯ୍ୟନ୍ତ କିପରି ରହିଥିଲା ସଂଘର୍ଷ, ଜାଣନ୍ତୁ