ପାଇଖାନା ନାରେ ବଡ଼ଧରଣର ହେରଫେର। ୧୬ ପାଇଖାନା କାମ ପାଇଁ ବିଲ ଆସିଛି କିନ୍ତୁ ବାସ୍ତବରେ କିଛି ହୋଇନି। ସ୍ମାର୍ଟ ପଂଚାୟତରେ ସ୍ମାର୍ଟ ଦୁର୍ନୀତିର ଖୋଲୁଛି ଗୁମର...ଦେଖନ୍ତୁ କେମିତି ହୋଇଛି ଦୁର୍ନୀତି
ସେଦିନି ପ୍ରେମମିଟ୍ରେ କାନ୍ଦିଥିଲେ, ଆଜି ହଟସିଟ୍ ବସି ସବୁ ଗୁମର ଖୋଲିଲେ। ବ୍ଲକ୍ଠୁ ଜିଲ୍ଲା ସଭାପତି କାହିଁକି ନାହାନ୍ତି? ସିଧାସିଧା ଉତ୍ତର ରଖିଲେ ପ୍ରସାଦ। କହିଲେ, ୩୩ ବର୍ଷ ହେଲା ରାଜନୀତିରେ ଅଛି, ଆଗକୁ ବି ରହିବି...
ପ୍ରତି ଫିଲ୍ମରେ କିଛି ନୂଆ ଥାଏ...ପ୍ରଥମେ ନର୍ଭସ୍ ଥିଲି କିନ୍ତୁ ଏବେ ନୁହେଁ, ଶୁଣନ୍ତୁ ନୂଆ ଫିଲ୍ମକୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ଜାଗୃତି
ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ତୁମେ ଜମାରୁ ୫ ବର୍ଷ ହେବ ଏ ଲାଇନ୍କୁ ଆସିଛ। କେମିତି ଟଙ୍କା ଆକାଉଂଟ୍ରୁ ଚୋରି କରିବ ଏବେ କେମିତି ଶିଖେଇବି ଯେ? ପାଂଚ ବର୍ଷ ଯାଉ ଶିଖିବ....ସେପଟେ ବ୍ୟବସାୟୀଙ୍କ ଆକାଉଂଟରୁ କଟୁଥିଲା ଟଙ୍କା
ସାଙ୍ଗ ହୋଇ ସ୍କୁଲ ଯାଉଥିଲେ, କବାଡ଼ି ଖେଳୁଥିଲେ। କିନ୍ତୁ ଘାଇଲା କରିଦେଲା ଅଜଣା ରୋଗ। ଏବେ ବିଛଣାରେ ପଡ଼ିରହିଛନ୍ତି ଦୁଇ ଭାଇ....ଚାଲିପାରୁନାହାନ୍ତି କି କିଛି କରିପାରୁନାହାନ୍ତି
ଆଜିର ଦୁନିଆରେ ମଣିଷ ପାଇଁ ମଧ୍ୟ ତା ନିଜ ଲୋକ କାନ୍ଦୁ ନାହାଁନ୍ତି। କିନ୍ତୁ ଏ ଭିଡିଓ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଇଲେକ୍ଟ୍ରି ସକ୍ ଖାଇ ମୃତ୍ୟୁବରଣ କରିଥିବା ମାଙ୍କଡ଼ଟିଏର ଶବକୁ ସତ୍କାର ପାଇଁ ଛାଡ଼ିଲେନି ତା ସାଥୀ ମାଙ୍କଡ଼ମାନେ। ସ୍ଥିତି ଏମିତି ହେଲା ଯେ,...
ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା...
ଆଜି ୨୦୨୨ ମସିହା, ଫେବୃଆରୀ ୪ ତାରିଖ, ଶୁକ୍ରବାର, ମକର, ୨୨ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ପୂର୍ବ ଭାଦ୍ର, ନକ୍ଷତ୍ର କୁମ୍ଭ, ଜାଣନ୍ତୁ ଆଜିର ରାଶିଫଳ....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି
ରେଲୱେ କ୍ଷେତ୍ରରେ ରାଜ୍ୟକୁ ରେକର୍ଡ ଅନୁଦାନ ଏଥର ମିଳିଛି। ଯେତିକି ଅନୁଦାନ ମାଗିଥିଲେ, ମିଳିଛି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା
ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା ।
କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼...
ଆଉ ଇଲ୍ରେିକ୍ ଯାନ ଚାର୍ଜିଂ ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । ବ୍ୟାଟେରୀ ସରିବା କ୍ଷଣି ତା ବଦଳରେ ଆପଣଙ୍କୁ ମିଳିଯିବ ଆଉ ଏକ ଫୁଲ୍ ଚାର୍ଜ ଥିବା ବ୍ୟାଟେରୀ । ଇଲ୍ରେିକ୍ ଯାନ ଚାହିଦା ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି...
‘ଗାଈ ମୋ ଜୀବନ, ଗାଈ ନମିଳିଲେ ଜୀବନ ହାରିଦେବି’ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋହ ସମ୍ଭାଳି ନପାରି କଇଁ କଇଁ କାନ୍ଦି ଉଠୁଥିବା ଜଣେ ବୃଦ୍ଧା ନିଜର ଅଭାବ କି ଅସୁବିଧା ପାଇଁ ଗୁହାରି କରୁନାହାନ୍ତି, ବରଂ ଏକ ବୁଲା ଗାଈ ପାଇଁ ତାଙ୍କର ଏ ଦରଦ...
ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା ।
ଆଉ ଇଲ୍ରେିକ୍ ଯାନ ଚାର୍ଜିଂ ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । ବ୍ୟାଟେରୀ ସରିବା କ୍ଷଣି ତା ବଦଳରେ ଆପଣଙ୍କୁ ମିଳିଯିବ ଆଉ ଏକ ଫୁଲ୍ ଚାର୍ଜ ଥିବା ବ୍ୟାଟେରୀ । ଇଲ୍ରେିକ୍ ଯାନ ଚାହିଦା ବଢାଇବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି...
କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼...
ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । କେଉଁଠି ଜୀଅନ୍ତା ମାଛ ଧରି ତ କେଉଁଠି ଲଣ୍ଠନ ଧରି ଓହ୍ଲାଇ ପଡିଛନ୍ତି ନିର୍ବାଚନ ପ୍ରଚାରକୁ। ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି...