• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Ind vs WI ODI
ଐତିହାସିକ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ: ସିରିଜ୍‌ରେ ୧-୦ ରେ ଆଗୁଆ

ହଜାରେ ତମ ଦିନିକିଆରେ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ବିଜୟୀ ହେବା ସହ ଦିନିକିଆ ଇତିହାସରେ ରେକର୍ଡ କରିଛି । ମ୍ୟାଚ୍ ଜିତିବା ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି ।

Cremation
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ଲତାଙ୍କ ଶେଷକୃତ୍ୟ: ତିନି ସେନାଙ୍କ ପକ୍ଷରୁ ମିଳିଲା ଗାର୍ଡ ଅଫ୍ ଅନର୍

ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ...

Ind- WI ODI
ODI ଇତିହାସରେ ଭାରତର ଏକ ହଜାରତମ ମ୍ୟାଚ: ଭାରତ ପାଇଁ ୧୭୭ ରନ୍‌ର ଲକ୍ଷ୍ୟ

ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିବା କ୍ୟାପ୍‌ଟେନ୍ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି । ତେବେ ଆଜି ମ୍ୟାଚ୍‌ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ...

Lata Mangeskar Love for Cricket
କ୍ରିକେଟ୍ ପାଇଁ ଲତାଙ୍କ ଅହେତୁକ ଦୁର୍ବଳତା: ବିସିସିଆଇର ସମ୍ମାନ ବଞ୍ଚାଇଥିଲେ ସୁର ସମ୍ରାଜ୍ଞୀ

କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।

Lata Mangeskar
ଲତାଙ୍କୁ ଝୁରୁଛି ସାରା ଦେଶ, ଦେଖନ୍ତୁ ଲତାଙ୍କର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଫଟୋ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

Apana Eka Nuhanti | Dhenkanal Man Seeks Financial Help For Divyang Son’s Education
Apana Eka Nuhanti | Dhenkanal Man Seeks Financial Help For Divyang Son’s Education

Apana Eka Nuhanti | Dhenkanal Man Seeks Financial Help For Divyang Son’s Education OdishaTV is Odisha\'s no 1 News Channel. OTV being the first private

News Fuse | Odisha To Witness Lots Of Sample Pieces In Pamchayat Polls
News Fuse | Odisha To Witness Lots Of Sample Pieces In Pamchayat Polls

News Fuse | Odisha To Witness Lots Of Sample Pieces In Pamchayat Polls OdishaTV is Odisha\'s no 1 News Channel. OTV being the first private satellite

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 06 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Abu Bakar
୨୯ ବର୍ଷ ପରେ ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ୍

ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା

JSW  Project
ତୃତୀୟ ଥର ପାଇଁ JSW ପ୍ରକଳ୍ପକୁ ଝଟକା

ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ...

BJD Accused BJP
ନିର୍ବାଚନ ଆସିଲେ ନବୀନଙ୍କୁ ମନେ ପଡେ ଆବାସ ଯୋଜନା ଓ ଉଷୁନା ଚାଉଳ ପ୍ରସଙ୍ଗ !

ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ତାଜା କରିଛି ବିଜେଡି । ପଂଚାୟତ ପ୍ରଚାର ଚାଲିଥିବା ବେଳେ ପାର୍ଲାମେଣ୍ଟରେ ଗାଁ ଲୋକଙ୍କୁ ଛୁଉଁଥିବା ପ୍ରସଙ୍ଗ ଉଠାଉଛି ବିଜେଡି ।

BJD Accused BJP
ବିଜେଡିର ଏବେ ମନେ ପଡୁଛି ଗାଁ ଦୁଃଖୀଙ୍କ କଥା !

ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ତାଜା କରିଛି ବିଜେଡି । ପଂଚାୟତ ପ୍ରଚାର ଚାଲିଥିବା ବେଳେ ପାର୍ଲାମେଣ୍ଟରେ ଗାଁ ଲୋକଙ୍କୁ ଛୁଉଁଥିବା ପ୍ରସଙ୍ଗ ଉଠାଉଛି ବିଜେଡି ।

Journalist Death
ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଗଲେ ସାମ୍ବାଦିକ

ଖବର ସଂଗ୍ରହ ପାଇଁ ଯାଇ ଖବର ପାଲଟିଗଲେ ସାମ୍ବାଦିକ। ଲାଲବାହିନୀର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଆଖି ବୁଜିଲେ ଖବରଦାତା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ ।

Journalist Death
ମାଓ ଜାଲରେ ପଡି ସାମ୍ବାଦିକଙ୍କ ମୃତ୍ୟୁ

ଖବର ସଂଗ୍ରହ ପାଇଁ ଯାଇ ଖବର ପାଲଟିଗଲେ ସାମ୍ବାଦିକ। ଲାଲବାହିନୀର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଆଖି ବୁଜିଲେ ଖବରଦାତା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ ।

Offline Exams
ଘୋଷଣା ହୋଇନି ତାରିଖ, ବଢୁଛି ପିଲାଙ୍କ ଟେନ୍‌ସନ୍

କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ...

Exam Tension
ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ଗଣଶିକ୍ଷା ମନ୍ତ୍ରୀ ?

କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ...

Uniform Code
ଡ୍ରେସ୍ କୋଡ୍‌କୁ ନେଇ କର୍ଣ୍ଣାଟକରେ ରାଜନୀତି

ଶ୍ରେଣୀଗୃହରେ ସ୍କାର୍ଫ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି । କିଛିଦିନ ହେଲା ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି ।

Terrorist Killed, Jammu Kashmir
ଲସ୍କର ସ୍ଲିପର ସେଲ୍ ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ।

Corporator Husband Arrest
୮୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗରେ କର୍ପୋରେଟରଙ୍କ ସ୍ୱାମୀ ଗିରଫ

କଟକ ଅନ୍ଦରପୁରରେ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି । ୮୦ରୁ ଅଧିକ ଲୋକଙ୍କଠାରୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି ।

News Fuse- Special Episode On Odisha Panchayat Polls & Candidate\'s Campaigning Approach
News Fuse- Special Episode On Odisha Panchayat Polls & Candidate\'s Campaigning Approach

News Fuse- Special Episode On Odisha Panchayat Polls & Candidate\'s Campaigning Approach OdishaTV is Odisha\'s no 1 News Channel. OTV being the first