• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 06 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 2 years ago

"ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିଲେ କେନ୍ଦ୍ରରୁ ଆସିବ ଅଧିକ ଅନୁଦାନ"

ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଟଙ୍କାର ସଠିକ୍ ଭାବେ ବିନିଯୋଗ ହୋଇପାରିଲେ ଅଧିକ ଅନୁଦାନ ଆସିବ ଏବଂ ଅର୍ଥର ଅଭାବ ଆସିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ More
  • Sarbeswar
  • 2 years ago

କାଲିଠୁ ଖୋଲିବ ସ୍କୁଲ

ମାସେ ପରେ ପୁଣି ସ୍କୁଲରେ ବାଜିବ ଘଣ୍ଟି। କ୍ୟାମ୍ପସ ହେବ ଚଳଚଞ୍ଚଳ। କାରଣ ଆସନ୍ତାକାଲିଠୁ ଅଷ୍ଟମରୁ ଦ୍ୱାଦଶ ପିଲା ଯିବେ ସ୍କୁଲ। କ୍ଲାସରୁମରେ ହେବ ପାଠପଢ଼ା। ଏଥିପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଛି ପ୍ରସ୍ତୁତି, କ୍ୟାମ୍ପସକୁ କରାଯାଉଛି ବିଶୋଧନ More
  • Pallipuspa Samal
  • 2 years ago

'ଥରେ ତାଙ୍କ ପାଦ ଧୋଇଥିଲି ମୋ ଆଖି ଲୁହରେ'

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି । More
  • Pallipuspa Samal
  • 2 years ago

ଲତାଜୀଙ୍କ ମୁହଁ ସାକ୍ଷାତ ଦେବୀଙ୍କ ଭଳି: ପ୍ରେମାନନ୍ଦ

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ । More
  • Rajalaxmi Sahoo
  • 2 years ago

‘ଓଡ଼ିଶାରେ ୬ ହଜାର ଗାଁରେ ହେବ ମୋବାଇଲ୍‌ ଟାୱାର’

ମୋବାଇଲ୍‌ ଟାୱାର ପାଇଁ ୩୯୩୩ ସାଇଟ୍‌ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍‌କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍‌ ଟାୱାର ହେବ।ପ୍ରେସ୍‌ମିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।  More
  • Rajalaxmi Sahoo
  • 2 years ago

ମଝି ଚିଲିକାରେ ଅଟକିଲା ଭସାପୋଲ

ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ।  ଭସାପୋଲରେ ୨ଟି ବସ୍‌, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍‌ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।  More
  • Rajalaxmi Sahoo
  • 2 years ago

Daily Horoscope 6 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୬ ତାରିଖ, ରବିବାର, ମକର ୨୪ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Rajalaxmi Sahoo
  • 2 years ago

ବନ୍ଧା ହେଲେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ, ଘରୁ ମିଳିଲା ୧୫ ଲକ୍ଷ ଟଙ୍କା

ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କ ଘରେ ରେଡ୍‌ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। More
  • Prangyan Parimita
  • 2 years ago

କୃଷି ଓ କୃଷକର ଜିଲ୍ଲା ସୁବର୍ଣ୍ଣପୁରରେ କିଏ ମାରିବ ବାଜି ?

ସୁବର୍ଣ୍ଣପୁରରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାକାର ରାଜନୀତି ଟିକିଏ ଅଲଗା । କାରଣ ଏଠି ପଂଚାୟତରେ ଲୋକେ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲା ବେଳେ ସାଧାରଣ ନିର୍ବାଚନରେ ଜନମତ ଯାଇଛି ବିଜେଡି ସପକ୍ଷରେ । ତେଣୁ ଚଳିତ ପଂଚାୟତ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । More
  • Otv Khabar Bureau
  • 2 years ago

ନିର୍ବାଚନ ଆସିଲେ ନବୀନଙ୍କୁ ମନେ ପଡେ ଆବାସ ଯୋଜନା ଓ ଉଷୁନା ଚାଉଳ ପ୍ରସଙ୍ଗ !

ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ତାଜା କରିଛି ବିଜେଡି । ପଂଚାୟତ ପ୍ରଚାର ଚାଲିଥିବା ବେଳେ ପାର୍ଲାମେଣ୍ଟରେ ଗାଁ ଲୋକଙ୍କୁ ଛୁଉଁଥିବା ପ୍ରସଙ୍ଗ ଉଠାଉଛି ବିଜେଡି । More
  • Otv Khabar Bureau
  • 2 years ago

ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଗଲେ ସାମ୍ବାଦିକ

ଖବର ସଂଗ୍ରହ ପାଇଁ ଯାଇ ଖବର ପାଲଟିଗଲେ ସାମ୍ବାଦିକ। ଲାଲବାହିନୀର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଆଖି ବୁଜିଲେ ଖବରଦାତା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ । More
  • Otv Khabar Bureau
  • 2 years ago

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ଗଣଶିକ୍ଷା ମନ୍ତ୍ରୀ ?

କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର । More
  • Prangyan Parimita
  • 2 years ago

ଅଟୋରେ ଆସିଲେ, ବୁଲେଟ୍ ନେଇଗଲେ

ଅଟୋରେ ଆସି ଘରେ ପଶି ଚତୁରତା ସହକାରେ ବୁଲେଟ୍ ନେଇ ପଳାଇଲେ ଲୁଟେରା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। More
  • Pramod Behera
  • 2 years ago

ସରକାରୀ ଘର ବିକ୍ରିରେ ହେରଫେର୍; ବନ୍ଧା ହେଲେ ବିଜେଡି ନେତା

ସରକାରୀ ଘର ଯୋଗାଇ ଦେବା କହି ଲୁଟୁଥିଲେ ଟଙ୍କା। କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର, ଆଉ କିଏ ପୁଣି ଦେଇଛି ଲକ୍ଷ ଲକ୍ଷ ଟଙ୍କା। ଅଭିଯୋଗ ପରେ ଗିରଫ ହୋଇଛନ୍ତି କଟକର ବିଜେଡି ନେତା ରାଜା କରଣ। More