• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 26 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ମେୟର ନିର୍ବାଚନରେ ବିଜେଡିର କ୍ଲିନ୍‌ସ୍ୱିପ୍‌

ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ। More
  • Pramod Behera
  • 2 years ago

ପୌର ଲଢେଇରେ ବାଜି ମାରିନେଲା ବିଜେଡି

ପୌର ଫାଇଟ୍‌ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ। More
  • Chandan Shishu
  • 2 years ago

ଭାରତବର୍ଷର ବୃହତ୍‌ ଡାକ୍ତରଖାନା ଏଇଠି ହେବ: ସୁବାସ ସିଂ

ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି। More
  • Chandan Shishu
  • 2 years ago

ପୁଷ୍ପା ନଇଁଲାନି, ପୌର ନିର୍ବାଚନରେ ମାରିନେଲା ବାଜି

ଏହା ଆମର ବିଜୟ ନୁହେଁ, ଲୋକଙ୍କ ବିଜୟ। More
  • Pramod Behera
  • 2 years ago

ନୂଆପଡାରେ ମାଟି କାମୁଡିଲା ବିଜେଡି; ହୋମ୍ ଟାଉନରେ ହାରିଲେ ସାଂସଦ-ବିଧାୟକ

ନୂଆପଡା ଜିଲ୍ଲାର ୩ଟି ଏନ୍‌ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍‌ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ। More
  • Otv Khabar Bureau
  • 2 years ago

ବିଜୟ ହେଉ ହେଉ ଗୁଳି ଫୁଟାଇ ସେଲିବ୍ରେସନ୍‌ କଲେ ବିଜେଡି କର୍ପୋରେଟର୍‌

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । More
  • Satyendu Shekher Mishra
  • 2 years ago

ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା । More
  • Otv Khabar Bureau
  • 2 years ago

ଓଡ଼ିଶାରୁ ମିଳିଛି ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସ !

ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । More
  • Satyendu Shekher Mishra
  • 2 years ago

ଢ଼େଙ୍କାନାଳ-ନବରଙ୍ଗପୁର-ଜୁନାଗଡ଼-ଧର୍ମଗଡ଼ରେ ବିଜେପିର ବାଜିମାତ୍‌

ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୧୪୫ ଭୋଟ୍‌ରେ ପରାଜିତ କରିଛନ୍ତି । More
  • Otv Khabar Bureau
  • 2 years ago

କାହିଁକି ବିଳମ୍ବରେ ଆରମ୍ଭ ହେଲା ଭୁବନେଶ୍ୱରରେ ଭୋଟ୍‌ ଗଣତି ?

ସକାଳ ୮ଟାରେ ସାରା ରାଜ୍ୟରେ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ବିଜେବି କଲେଜରେ ୧୦ଟାରେ ଆରମ୍ଭ ହୋଇଛି ଗଣତି । More
  • Satyendu Shekher Mishra
  • 2 years ago

କିଏ ଓ କାହିଁକି ପଶିଥିଲେ ଷ୍ଟ୍ରଙ୍ଗରୁମ୍‌ରେ ? କ’ଣ ଥିଲା ଉଦେଶ୍ୟ ? BJB କଲେଜରେ ଥମିନି ଉତ୍ତେଜନା

ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ ସୋସିଆଲ ମିଡିଆ ୟୁଜର କଡ଼ା ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ ଫଳଫଳ ବଦଳିବା ଆଶଙ୍କା କରିଛି । More
  • Satyendu Shekher Mishra
  • 2 years ago

ଖାତା ଖୋଲିଲା ବିଜେପି; ଧର୍ମଗଡ଼ରେ ବିଜେପିର ବାଜିମାତ୍

ସାରା ରାଜ୍ୟରେ ସକାଳ ୧୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି । More
  • Otv Khabar Bureau
  • 2 years ago

୫୦ ରୁ ଅଧିକ ମହିଳା କର୍ମଚାରୀ ଥିଲେ ସରକାରୀ ସଂସ୍ଥାରେ କ୍ରେଚ୍‌ ବ୍ୟବସ୍ଥା

ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । More
  • Satyendu Shekher Mishra
  • 2 years ago

କୋଣାର୍କ ହେବ ଦେଶର ଅନ୍ୟତମ ଆଇକନିକ୍‌ ଡେଷ୍ଟିନେସନ୍‌ !

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ଜି. କିଶନ ରେଡ୍ଡୀ କହିଛନ୍ତି, ପାଇକ ବିଦ୍ରୋହକୁ ରେକର୍ଡରୁ ବାହାର କରି ପାଇକ ସ୍ୱତନ୍ତ୍ର ସେନାନୀ ବୋଲି କହିବାର ଆବଶ୍ୟକତା ରହିଛି । More
  • Otv Khabar Bureau
  • 2 years ago

ଆଜି ବାର ଆସୋସିଏସନ୍‌ ନିର୍ବାଚନରେ ମତଦାନ କରିବେ ୩୩ ହଜାର ଆଇନଜୀବୀ

ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ୱାନ ବାର୍ ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନ ରେ ଭୋଟ ଗ୍ରହଣ କରାଯିବ । More
  • Satyendu Shekher Mishra
  • 2 years ago

ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ! ଗୁମର ଖୋଲିଲେ ସହଯୋଗୀ କ୍ୟାମେରାମ୍ୟାନ୍

ମାନସ କହିଛନ୍ତି, ଗତ ଜାନୁୟାରୀ ୨୯ ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା । ଯେଉଁଥିରେ ୨ ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ । More
  • Rajalaxmi Sahoo
  • 2 years ago

ଆଜି ଆସିବ ପୌର ନିର୍ବାଚନର ଫଳାଫଳ, କାହା ମୁଣ୍ଡରେ ସୁନା କଳସ ?

ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। More
  • Satyendu Shekher Mishra
  • 2 years ago

କିଏ କେଉଁଠି ଗଢ଼ିବ ସହର ସରକାର ? କେଉଁ ମହାନଗରର କିଏ ହେବେ ମେୟର ?

ଭୋଟ୍‌ରେ ଜନତାଙ୍କ ଫୈସଲା ପରେ କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ । ତା ପୂର୍ବରୁ ଗଲା ରାତିଠୁ ସବୁ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା । More
  • Satyendu Shekher Mishra
  • 2 years ago

ମୃତ୍ୟୁ ପୂର୍ବରୁ ହତ୍ୟାର ଆଭାସ ପାଇଥିଲେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ! କ’ଣ ନେଇଥିଲେ ପଦକ୍ଷେପ ?

ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା । More
  • Satyendu Shekher Mishra
  • 2 years ago

ୟୁନିଫର୍ମ ନୁହେଁ ସାଧା ପୋଷାକରେ ଥିଲେ IIC, ତେବେ ବନ୍ଧୁକ ଆସିଲା କେଉଁଠୁ ? କେମିତି ଫୁଟିଲା ଗୁଳି ?

ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ । More
  • Otv Khabar Bureau
  • 2 years ago

ମତଦାନ ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁ ନାହାନ୍ତି ଶିକ୍ଷିତ ଭୋଟର?

ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ । More
  • Satyendu Shekher Mishra
  • 2 years ago

ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ୍‌ରୁମ୍‌ ସାମ୍ନାରେ ଲାଠି ଚାର୍ଜ

ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି । More