• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 30 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

'ଶ୍ରାଦ୍ଧ ଦେବାକୁ ଆସିଲେ, ତଣ୍ଟିଆ ଖାଇ ଗଲେ'

ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ? More
  • Otv Khabar Bureau
  • 2 years ago

ଭାଉଜ ସାଜିଲା ବୈରୀ ! ସଂସାର ଗଢ଼ିବା ପୂର୍ବରୁ ବିଷ ପିଇ ଜୀବନ ହାରିଲା ଦିଅର

କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ। More
  • Satyendu Shekher Mishra
  • 2 years ago

ଝାରସୁଗୁଡା ରାଜନୀତି: ଏଥର କିଶୋର-ନବ ଫାଇଟ୍ ନୁହେଁ ! ଅଳକା-ଦୀପାଳି ଲଢ଼େଇ

କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ । More
  • Satyendu Shekher Mishra
  • 2 years ago

କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିଧାନସଭାରେ ପୁଣି ଝଡ଼, ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ? More
  • Satyendu Shekher Mishra
  • 2 years ago

ଖୋଲୁଛି ଗୁମର ! କଲିକତାରେ ଲୁଚିଥିଲା ଶର୍ମିଷ୍ଠା, ଟଙ୍କା ସରିବା ପରେ ଫେରିଲା.. ପୋଲିସ ଧରିଲା

ମାନସଙ୍କ ନାଁରେ ଅଭିଯୁକ୍ତମାନେ ଏକ ମିଛ ଅଣ୍ଡରଟେକିଂ ଲେଖିଥିବା ମଧ୍ୟ ଜଣାପଡ଼ିଛି । ଯେଉଁଥିରେ ସେମାନେ ମେମୋରି ଚିପ୍ ପାଇସାରିଥିବା ଓ ମାନସଙ୍କୁ ଛାଡ଼ି ଦେଇଥିବା ଲେଖା ଅଛି । ଉକ୍ତ ଅଣ୍ଡରଟେକିଂରେ ମୃତ ମାନସଙ୍କ ଦସ୍ତଖତ ବି ରହିଛି । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିରରେ ରହିଛି ୪୨ ଲକ୍ଷରୁ ଅଧିକ ଟଙ୍କାର ଅଚଳ ନୋଟ

ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି । More
  • Satyendu Shekher Mishra
  • 2 years ago

ଏଣିକି SBIରେ ଜମା ରହିବ ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡ

ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍‌ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । More
  • Otv Khabar Bureau
  • 2 years ago

ଏପ୍ରିଲ ୫ରେ ଧାମନଗରର ୬ଟି ବୁଥ୍‌ରେ ରି-ପୋଲ୍

ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। More
  • Satyendu Shekher Mishra
  • 2 years ago

ଉତ୍ତର ରଖିଲେ ସାଂସଦ ଅପରାଜିତା ? ନବୀନଙ୍କୁ ଭେଟିଥିଲେ କାହିଁକି ?

ନବୀନ ଦିଲ୍ଲୀ ଯାଇ ପର୍ଲାମେଣ୍ଟରେ ପହଞ୍ଚିଥିବା ବେଳେ ମୋଦି କିମ୍ବା ଅମିତ ଶାହଙ୍କୁ ଭେଟି ନାହାନ୍ତି । ହେଲେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତାଙ୍କ ସହ ତାଙ୍କର ଭେଟଘାଟ ହୋଇଛି । More
  • Otv Khabar Bureau
  • 2 years ago

ପଲିଗ୍ରାଫ୍ ଟେଷ୍ଟ; ମିଛ ଧରା ପରୀକ୍ଷାରେ ମିଛ କହିଛନ୍ତି ଠକ ଡାକ୍ତର

ମିଛ କହୁଥିଲା ରସିକିଆ ଡାକ୍ତର । ଠକ ଡାକ୍ତର ରମେଶ ସ୍ୱାଇଁ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ମିଛ କହିଥିବା ଜଣାପଡ଼ିଛି । ପଲିଗ୍ରାଫ୍ ଟେଷ୍ଟ ବେଳେ, ପଚରା ଯାଇଥିବା ୭୦ ପ୍ରଶ୍ନରୁ ୫୦ଟିର ଉତ୍ତର ମିଛ କହିଥିଲା ରମେଶ ସ୍ୱାଇଁ । More
  • Satyendu Shekher Mishra
  • 2 years ago

ଏଥର କାମଚଳା ବଜେଟରେ, କାଳିଆ ଯୋଜନା ପାଇଁ ୧୮୭୪ ଓ ମିନଶକ୍ତି ପାଇଁ ୨୦୦୦ କୋଟି

ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ  ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବ ବୋଲି ମଧ୍ୟ ଆକଳନ କରାଯାଇଛି । More
  • Satyendu Shekher Mishra
  • 2 years ago

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । More
  • Rajalaxmi Sahoo
  • 2 years ago

ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରକୁ ବିରୋଧ, ଧାରଣା ଦେଲେ କଂଗ୍ରେସ ବିଧାୟକ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି। More
  • Rajalaxmi Sahoo
  • 2 years ago

ରୁମ୍‌ ଭିତରେ ବନ୍ଦ କରି ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ ! 

ସ୍ତ୍ରୀକୁ ପୋଡ଼ି ମାରିଦେଲା ସ୍ୱାମୀ ! ସ୍ତ୍ରୀକୁ କିରୋସିନି ଢାଳି ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। More
  • Rajalaxmi Sahoo
  • 2 years ago

ସାମ୍ନାକୁ ଆସିଲା ନିରଞ୍ଜନଙ୍କ ଭାଇରାଲ୍‌ ଭିଡିଓ, ପୁରୀ ସମୁଦ୍ରକୂଳରେ ହୋଇଥିଲା ଶୁଟିଂ

ଖୋଲିବ କି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ? ମାମଲାରେ ଆଜି ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍‌ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି। More
  • Otv Khabar Bureau
  • 2 years ago

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ; ୬ ଟି ସ୍ଥାନରେ ଏକକାଳୀନ ରେଡ୍‌

ଭିଜିଲାନ୍ସ ଜାଲରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଦ୍ୱାରା ରେଡ୍ କରାଯାଉଛି । More
  • Rajalaxmi Sahoo
  • 2 years ago

ଛାତି ଥରାଉଛି କଙ୍ଗାରୁ କୋର୍ଟ: ପ୍ରକୃତ ଦୋଷୀ ଜଣାପଡ଼ିନି, ହେଲେ ବୟସ୍କ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ ଜରିମାନା

ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି। More
  • Otv Khabar Bureau
  • 2 years ago

ସାମାନ୍ୟ ବଚସାରୁ ଶାବଳରେ ପିଟିପିଟି ହତ୍ୟା

ଯୁବକଙ୍କୁ ବୀଭତ୍ସ ହତ୍ୟା । ବାଲେଶ୍ୱର ଟାଉନ୍ ଥାନା ନିକଟରେ ଯୁବକଙ୍କୁ ବୀଭତ୍ସ ହତ୍ୟା ହୋଇଥିବା ସୂଚନା । ସାମାନ୍ୟ ବଚସାକୁ ନେଇ ମୁଣ୍ଡକୁ ଶାବଳରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । More
  • Otv Khabar Bureau
  • 2 years ago

ବୋଲେରୋ ବାଇକ୍ ମୁହାଁମୁହିଁ ଧକ୍କା; ୮ ଛାତ୍ରୀ ଗୁରୁତର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି । More
  • Rajalaxmi Sahoo
  • 2 years ago

୨୦୨୧-୨୨ ବର୍ଷ ପାଇଁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଅଭିବୃଦ୍ଧି ହାର ୧୦.୧% ଆକଳନ

ଆଜି ଆସିବ କାମ ଚଳା ବଜେଟ୍। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି। More
  • Otv Khabar Bureau
  • 2 years ago

୪ ଦିନ ମୁଣ୍ଡଫଟା ଖରା ! ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More
  • Satyendu Shekher Mishra
  • 2 years ago

ଭାଇରାଲ ହେଲା ଶର୍ମିଷ୍ଠାଙ୍କ ଫେରାର ପୂର୍ବର ଭିଡିଓ ! ରେକର୍ଡ କରିଥିଲେ ମାନସଙ୍କ ସହଯୋଗୀ

୨ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି । More
  • Satyendu Shekher Mishra
  • 2 years ago

ଜଳୁଛି ଜଙ୍ଗଲ ! କିଏ ଲଗାଉଛି ନିଆଁ ? ପୋଡ଼ି ଯାଉଛନ୍ତି କିଟ ପତଙ୍ଗ-ପଶୁ ପକ୍ଷୀ-ଔଷଧୀୟ ଗଛ

ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା । More
  • Satyendu Shekher Mishra
  • 2 years ago

ସାରା ରାଜ୍ୟରେ ଜିତୁଛି ବିଜେଡି, ହେଲେ ଦୋହଲିଲାଣି ନବୀନଙ୍କ ଗଡ଼

ଗଞ୍ଜାମ ଏନ୍ଏସିରେ ୧୨ଟି ୱାର୍ଡରୁ ୧୦ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଏନ୍ଏସି ଚେୟାରମ୍ୟାନ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ । More
  • Satyendu Shekher Mishra
  • 2 years ago

ମାନସ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିବ ତ ମେମୋରି ଚିପ୍‌ ? ଅଭିଯୁକ୍ତଙ୍କୁ ଘନ ଘନ ଜେରା

୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍‌ ପୋର୍ଟାଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକ ଓରଫ୍ ରାଜ୍‌କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ ।  More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିରରେ ଚାରିପଟେ ଚାଲିଛି ବେଆଇନ୍‌ ଖନନ, କେହି ଦେଇ ନାହାନ୍ତି ଅନୁମତି !

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ । More