ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୃର୍ଥ ଦିନ । ତିନି ଦିନର ତଦନ୍ତ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ କାହିଁକି ହେଲା ସେ ସମ୍ପର୍କରେ ଜାଣିପାରିନି । ତେଣୁ ଏସମ୍ପର୍କରେ ଅଧିକ ପ୍ରମାଣ ପାଇଁ ଆଜି ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ୍ ସିନ୍...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OTV Making News - Poor Jamai Raja OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus
Making News 29 march 2022| ନାଳୁଆ ମୋ ଝିଅକୁ ଉଠେଇନେଲା OdishaTV is Odisha\'s no 1 News Channel. OTV being the first
ଛୋଟ ଛୋଟ ଦେଶକୁ ଆର୍ଥିକ ସହାୟତା ଦେବା ଆଳରେ ସେ ସବୁ ଦେଶରେ ନିଜର ପ୍ରଭାବ ବିସ୍ତାର କରୁଛି, ନିଜର ଉତ୍ପାଦିତ ଦ୍ରବ୍ୟକୁ ଜୋର ଜବରଦସ୍ତ ସେଠି ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ବଢ଼ାଉଛି। ଆଉ ଏମିତି କାରସାଦି କରୁଛି ଯେମିତି ସେ ବିଚରା ଛୋଟିଆ ଦେଶର...
ଚେନ୍ନାଇ ଭଳି ଲକ୍ଷ୍ନୌ ମଧ୍ୟ ତା’ର ପ୍ରଥମ ମ୍ୟାଚ୍ ହାରିଥିଲା। ତେଣୁ ଆଜି ଦଳ ୨୧୧ ରନର ଟାର୍ଗେଟକୁ କେମିତି ପିଛା କରୁଛି, ତା’ ଉପରେ ସମସ୍ତଙ୍କ ନଜର। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ରବିନ ଉଥାପ୍ପା ବିସ୍ଫୋରକ ଆରମ୍ଭ କରିଥିଲେ।
ଭୋଟ୍ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ ।
ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି ।...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗଠନ ହୋଇଛି ଗୃହ କମିଟି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି ।
ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍ ହେଉଛି କହିଲେ ଅତ୍ୟୁକ୍ତି ହେବନି।
ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜାମିନ ଖାରଜ ହୋଇଛି ।
ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି । ବଲାଙ୍ଗିର ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ଉଭୟ ଶାଶୁ ଓ ବୋହୂଙ୍କ ମୃତଦେହ ଠାବ ହୋଇଛି ।
The Great Odisha Political Circus – Odisha BJP Leaders Mentoring In Other States & Winning OdishaTV is Odisha\'s no 1 News Channel. OTV being the
Crime Branch Continues Grilling Of Accused In Manas Murder Case OdishaTV is Odisha\'s no 1 News Channel. OTV being the first private satellite TV channel
Bhalu Bhaina Dozing Off In Assembly - OTV News Fuse OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍ରେ ହମଲା କରିଛି ।
ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ବାପାର ସାହାରା ପାଲିଟିଛନ୍ତି ଛୋଟ ପୁଅ-ଝିଅ। ଦିନରାତି ବାପାଙ୍କ ସେବାରେ ବ୍ୟସ୍ତ ପୁଅ...ସେପଟେ ବାପା-ମାଆ-ଭାଇଙ୍କ ପାଇଁ ରୋଷେଇ କରୁଛି ଏଇ କୁନି ଝିଅ। କ୍ୟାନସର ପୀଡ଼ିତ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି
ଇ-ଭେହିକିଲ୍ କରିବାର ଦେଖୁଥିଲେ ସ୍ୱପ୍ନ। ସାଇବର ଲୁଟେରାଙ୍କ ଚାଲ୍ର ଶିକାର ହେବା ପରେ ଆକାଉଣ୍ଟ ହୋଇଗଲା ଖାଲି। ଡିଲରସିପ୍ର ଆଶା ବି ମଉଳି ଗଲା....ଦେଖନ୍ତୁ କେମିତି ଲୁଟ୍ର ହେଲେ ଶିକାର
ମୁଁ କ’ଣ ଖୋଲିକି କହିବି? ପାଖରେ ଅଖା ନାହିଁ କି ବିରି ନାହିଁ ଖାଲି ଷ୍ଟାଇଲ୍ ମାରୁଛି ସାଇଁ ସାଇଁ...ଅନ୍ଧାରିଆ ଦେଖିକି ଖାଲି ଝୁଣ୍ଟେଇ ହେଉଛି...ଇଏ କାଳେ ମୋର ଜ୍ୱାଇଁ?