ପୁଣି ବସ୍ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।
ନାଗ ସହ ନାଗିନ୍ ଡ୍ୟାନ୍ସ...କେବେ ଦେଖିଛନ୍ତି କି ? ଭିଡିଓରେ ଦେଖନ୍ତୁ ଏହି ଅବିଶ୍ୱାସନୀୟ ଦୃଶ୍ୟ...
ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୨୮ ତାରିଖ, ଗୁରୁବାର, ମେଷ ୧୫ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ,ତ୍ରୟୋଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍ସ୍ପିକର ହଟାଯାଇଛି ।
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି । ବହୁ ଘାତ ପ୍ରତିଘାତ, ଅବରୋଧ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛୁ ବୋଲି ସେ କହିଛନ୍ତି ।
ସ୍କୁଲରେ ଥିବା ପିଲାମାନେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ନିଜର ପାଠ ପଢିବାର ନିଶା ଆଉ ତାଙ୍କ ସ୍କୁଲର ଅସୁବିଧା ସରକାରଙ୍କ ସାମ୍ନାରେ ବେଶ୍ ଶାଣିତ ଢଙ୍ଗରେ ରଖିଛନ୍ତି ସ୍କୁଲ ପିଲା। କେବଳ ଦାବି କରିନାହାନ୍ତି ବରଂ କହିଛନ୍ତି ଅସୁବିଧାର ସମାଧାନ କର, ସ୍କୁଲରେ ଶିକ୍ଷକ...
ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି ।
ରିୟାନ ପରାଗଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଅଶ୍ୱୀନ ଓ କୁଲଦୀପ ସେନଙ୍କ ବୋଲିଂରେ ଧରାଶାୟୀ ହେଲା ଆରସିବି । ଲୋ ସ୍କୋରିଂ ମ୍ୟାଚ ସତ୍ତ୍ୱେ ରାଜସ୍ଥାନ ଟିମ୍ ୨୯ ରନ୍ରେ ବାଙ୍ଗାଲୋରକୁ ପରାସ୍ତ କରିଛି ।
News Fuse- Mortgage Mobile To Get Stretcher At Odisha Hospital OdishaTV is Odisha\'s no 1 News Channel. OTV being the first private satellite TV channel
ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ । ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି କହିଲେ ଅପରାଜିତା । ମୁଁ ଏକଲା ଚାଲିକି ଯାଇ ଦର୍ଶନ କରିବି ବୋଲି କହୁଛନ୍ତି ଅପରାଜିତା ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍କୁଲରେ ଅଛନ୍ତି ୭୦ ପିଲା ହେଲେ ଶିକ୍ଷକ ମାତ୍ର ଜଣେ..ଏଇଠି ପିଲା ପଢିବେ କେମିତି? କଲେକ୍ଟର କହୁଛନ୍ତି ଆଡମିଶନ୍ ଚାଲିଛି ଖୁବଶୀଘ୍ର ଶିକ୍ଷକ ଆସିବେ ହେଲେ ଅଭିଭାବକ କହୁଛନ୍ତି ଏ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ କଣ ମୁର୍ଖ ହେବା ପାଇଁ
ଏ ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ...
ଦୁଇ ମାଆଙ୍କ ଭିତରେ ଲଢେଇ, ଦୁଇ ପରିବାର ମଧ୍ୟରେ ଅଶାନ୍ତି। ସତ ଚେଷ୍ଟା ପରେ ବି ମାଆଙ୍କ ପାଇଁ ମିଶିପାରୁନାହାନ୍ତି ନାୟକ-ନାୟିକା। ବାପା ଯେତେ ଚେଷ୍ଟା କଲେ ବି ରୋକି ପାରୁନାହାନ୍ତି ପ୍ରେମର ଶୀତଳ ଯୁଦ୍ଧ..
ଛାତ ଫାଟି ଆଁ କରି ରହିଛି । କାନ୍ଥ ଭାଙ୍ଗି ଯାଇଛି, ଅଳିଆରେ ପୋତି ହୋଇଯାଇଛି ଶୌଚାଳୟ, ଚାରିଆଡ଼େ ଅସ୍ୱାସ୍ଥ୍ୟକର ପରିବେଶ । ଏଭଳି ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି ଆମ ଆଗାମୀ ଭବିଷ୍ୟତ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି ।
ଇଏ କାଳେ ଆମ ସ୍ୱାସ୍ଥ୍ୟ ସେବା !! ରୋଗୀ ପଛେ ଯନ୍ତ୍ରଣାରେ ଛଟପଟ ହେଉଥାଉ, ହେଲେ ଏମାନେ ଆଗେ ମୋବାଇଲ ବନ୍ଧକ ନରଖିଲେ ମିଳିବନି ଷ୍ଟ୍ରେଚର? ଏଇଟା ମେଡ଼ିକାଲ ନା ମୋବାଇଲ ବନ୍ଧକ ବ୍ୟାଙ୍କ?