ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ..ଶୋକାକୂଳ ପରିବେଶରେ ପୂରା ପରିବାର।
ରେଲୱେରେ ଚାକିରି ପାଇଲେ କି ଭୁବନ ବାଦ୍ୟକାର? କଚା ବାଦାମର ଗାୟକଙ୍କୁ ନେଇ ଏବେ ସବୁଆଡ଼େ ବଢିଛି ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ।
ମାଲକାନଗିରି କାଲିମେଳା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଗୁରୁତର ।
ଅସହ୍ୟ ଖରାରେ ଛଟପଟ ଜୀବ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରି ଚର୍ଚ୍ଚାରେ ନୟାଗଡ଼ର ଚର୍ଚ୍ଚିତ ଯୁବ ଗୋଷ୍ଠୀ 'ଅନନ୍ୟା ଫାଉଣ୍ଡେସନ' l ଯୁବ ଗୋଷ୍ଠୀଙ୍କ ଏହି ନିଆରା ପ୍ରୟାସ ପାଇଁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ l
The Great Odisha Political Circus | Freebies In Odisha Alone Gulp Down 23% Of State\'s Tax Revenues OdishaTV is Odisha\'s no 1 News Channel. OTV being
The Great Odisha Political Circus- Special Episode On Son As Legal Heirs. OdishaTV is Odisha\'s no 1 News Channel. OTV being the first private satellite
Making News | Watch Special Episode On Man & Mother-In-Law Fight OdishaTV is Odisha\'s no 1 News Channel. OTV being the first private satellite TV channel
Odisha Congress MLA Sura Routray Rings Up Minister In Style But... #Watch OdishaTV is Odisha\'s no 1 News Channel. OTV being the first private satellite
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ...
ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।
ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ଡିଜିଟାଲ୍ ମୁଦ୍ରା । ଡିଜିଟାଲ ମୁଦ୍ରା ଆରମ୍ଭ କରିବା ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୦୨୩ ସୁଦ୍ଧା ଡିଜିଟାଲ ମୁଦ୍ରା ପ୍ରଚଳନ କରିବାକୁ ଭାରତ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ମହାମାରୀ କରୋନାର ଦାଉ କମିବା ପରେ ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାଚ୍ରଛାତ୍ରୀ । ପ୍ରଥମ ବୋର୍ଡ ଏଗଜାମ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି ।
ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେଜ୍ରିୱାଲ୍ ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ସମୀକ୍ଷା ବୈଠକରେ ମୋଦିଙ୍କ ବାର୍ତ୍ତାକୁ ଅଣଦେଖା କରିଥିବାର ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।
ନିର୍ବାଚନ ଲଢ଼ିଥିଲେ, ଜିତିଲେ...ଏବେ ସମୟ କେବଳ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାର...
ମହାମାରୀର ଚତୁର୍ଥ ଲହରକୁ ସାମ୍ନା କରିବାକୁ ରାଜ୍ୟର ମେଡିକାଲ ଏବଂ ପାରା ମେଡିକାଲ କର୍ମଚାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପଞ୍ଜାବମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।
ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦେଶରେ ୪୬ ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି ।