• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Cuttack Farmers In Distress After Standing Crop In Over Hectares Of Land Damaged By Pests
ରୋଗ ପୋକ ଯୋଗୁଁ ଫସଲ ନଷ୍ଟ; ଏବେ ଋଣ କିପରି ଶୁଝିବ ଚଷା ପୁଅ ?

ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

1 killed, over 10 injured after a 'DJ vehicle' turns turtle on Dharamgarh-Junagarh road
ବସ୍‌-ଟ୍ରକ୍ ଧକ୍କା; ଜଣେ ମୃତ, ୪ ଆହତ

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି ।

loot
ଯୁବକଙ୍କୁ ପ୍ରତାରଣା; ନିମନ୍ତ୍ରଣ କାର୍ଡ ଛପିବା ପରେ ସୁନା ଅଳଙ୍କାର, ଟଙ୍କା ଧରି ଯୁବତୀ ଛୁ

ବିବାହ କରିବାକୁ କହି ଯୁବକଙ୍କୁ ପ୍ରତାରଣା । ଅଜଣା ସମ୍ପର୍କରୁ ପ୍ରେମ ତାପରେ ବିବାହ ପ୍ରସ୍ତାବ ନିମନ୍ତ୍ରଣ କାର୍ଡ ଛପାଇ ବିବାହ ଠିକ୍ ବି ହୋଇଗଲା ଆଉ ତା ପରେ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ଛୁ ।

Patients suffer after power cut at Anandapur Medical
ମେଡ଼ିକାଲରେ ପାୱାର କଟ୍; ବିଜୁଳି ଅଭାବରୁ ରୋଗୀ ଓ ସଂପର୍କୀୟଙ୍କ ଅବସ୍ଥା ସାଂଘାତିକ

ମେଡିକାଲ୍‌ରେ ୪ ଘଣ୍ଟା ଧରି ବିଦ୍ୟୁତ୍‌ କଟ୍‌ । ବାହାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇଥିବା ବେଳେ ମେଡ଼ିକାଲ୍ ଭିତରେ ପାୱାର କଟ୍ । ଫଳରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

Daily Horoscope 30 April 2022
Daily Horoscope 30 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୩୦ ତାରିଖ, ଶନିବାର, ମେଷ ୧୭ ଦିନ, ବୈଶାଖ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଅଶ୍ୱିନୀ ନକ୍ଷତ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...

PM Modi
୬ ବର୍ଷ ପରେ ବସୁଛି ମିଳିତ ସମ୍ମିଳନୀ; ଇ-କୋର୍ଟ, କୋର୍ଟ ଭିତ୍ତିଭୂମି ବିକାଶ ଉପରେ ହେବ ଆଲୋଚନା

ଆଜି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।

Weather Alert
କାଲିଠୁ କମିବ ତାତି, ୫ରେ ଆସୁଛି ଆଉ ଏକ ଲଘୁଚାପ

ତାତିରୁ ମିଳିବ ଆଶ୍ୱସ୍ତି । ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ମେ’ ପହିଲାରୁ ପ୍ରଚଣ୍ଡ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 30 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Firing
ଫୁଟିଲା ଗୁଳି, ଗଡିଲା ମୁଣ୍ତ

ପୂର୍ବ ଶତ୍ରୁତାକୁ ନେଇ ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି ।

News Fuse 29th April 2022
News Fuse 29th April 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Special Story
ଜିଅନ୍ତା ବିଷାକ୍ତ ନାଗ ସାପ ସହ ନାଗୀନ ଡାନ୍ସ

ବିଷଧର ସାପ ସହ ଖେଳ । ସମସ୍ତଙ୍କ ସାମ୍ନାରେ ଭିଡ଼ ଭିତରେ ସାପକୁ ଧରି ଖୁଲମଖୁଲ୍ଲା ନୃତ୍ୟ ପରିବେଷଣ । ମୟୂରଭଂଜ ଜିଲ୍ଲା କରଂଜିଆରେ ବରଯାତ୍ରୀ ପ୍ରୋସେସନରେ ସତସତିକା ନାଗ ସହ ନାଗିନ ଡାନ୍ସ । ସେପଟେ ଗଂଜାମ ଜିଲ୍ଲା ଆସିକାରେ ପୌରାଣିକ ନାଟକ ଭକ୍ତ ପ୍ରହ୍ଲାଦରେ ଅହିରାଜ...

Coal Rakes
ସାରା ଦେଶରେ ବିଜୁଳିର ଉତ୍କଟ ସଂକଟ

କୋଇଲା ସଙ୍କଟର ପ୍ରଭାବ ପଡ଼ିଛି ରେଳ ଚଳାଚଳ ଉପରେ । ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ମେ ମାସ ସୁଦ୍ଧା ୬୭୦ଟି ପାସେଞ୍ଜର ଟ୍ରେନ୍ ଟ୍ରିପ୍ ବାତିଲ କରିବ । ଏହା ବଦଳରେ ଅଧିକ ସଂଖ୍ୟକ କୋଇଲା ରେକ୍‌ ପରିବହନ କରୁଥିବା ମାଲଗାଡ଼ି ପଟରିରେ ଗଡ଼ିବ ।

Special Story
କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତା

କଟକରେ କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତାର ଅନ୍ତ ନାହିଁ । ରହିବା ପାଇଁ ଆଶ୍ରା ଟିକେ ନପାଇ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ ।

Temperature
ତାତି ବଢାଉଛି ମାତ୍ରାଧିକ ଏସି ଓ କଂକ୍ରିଟ ଜଙ୍ଗଲ

୫ରୁ ଅସହ୍ୟ ତାତିରୁ ମିଳିପାରେ ଆଶ୍ୱସ୍ତିି । ମେ ୧ରୁ ହିଟେଓ୍ବଭ ସ୍ଥିତିରେ ପରିବର୍ତ୍ତନ ହୋଇପାରେ । ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଲାଗିପାରେ ବ୍ରେକ୍ ।

Lovers Cheat
ପ୍ରେମିକ ୯୭ ଲକ୍ଷର ବଡ ନାମଟେ ଦେଲା

ରାଜଧାନୀରେ ବୟଫ୍ରେଣ୍ଡଙ୍କ ଧୋକାବାଜି I ଇଂଜିନିୟରିଂ କଲେଜର ଲେଡ଼ି ଆକାଉଣ୍ଟାଣ୍ଟଙ୍କୁ ଚୁନା I ୯୭ ଲକ୍ଷର ଚୁନା ଲଗାଇଲା ଝାଡ଼ଖଣ୍ଡର ଯୁବକ

Coal Rakes
ଧାରାକୁ ଫେରିଲା ମାଟ୍ରିକ୍ ପରୀକ୍ଷା

ଦୁଇ ବର୍ଷ ପରେ ପାରମ୍ପରିକ ଭାବେ ହଲରେ ବସି ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ପ୍ରଥମ ଦିନ ଇଂଲିସ ଥିବା ବେଳେ ଶାନ୍ତିଶୃଙ୍ଖଳାରେ ସରିଛି । ପରୀକ୍ଷା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମ୍ମେଟିଭ୍-ଟୁରେ ୮୦ମାର୍କର ପରୀକ୍ଷା ହୋଇଛି ।

Coal Rakes
ସାରା ଦେଶରେ ବିଜୁଳି ଉତ୍କଟ ସମସ୍ୟା; ପ୍ୟାସେଞ୍ଜର୍‌ ଟ୍ରେନ୍‌ ବଦଳରେ ଗଢ଼ିବ ମାଲଗାଡ଼ି

ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ କୋଇଲା ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ ।

Lovers Cheat
ରାଜଧାନୀରେ ଦଗାଦିଆ ପ୍ରେମିକ; ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ରାଜଧାନୀରେ ନିବିଡ଼ ସମ୍ପର୍କ ନାଁରେ ଦୁଇ ଦୁଇ ଜଣ ଯୁବକଙ୍କ ଧୋକାବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାମ ଦେଲା ନିବିଡ଼ ସମ୍ପର୍କ । ଜଣଙ୍କୁ ୯୭ ଲକ୍ଷର ଚୂନା ଲଗାଇ ଚାଲିଗଲା ଦଗାଦିଆ ବୟଫ୍ରେଣ୍ଡ । ଆଉ ଜଣେ ବ୍ଲାକମେଲିଂ କରି ଯୁବତୀ ଠାରୁ ହାତେଇ ନେଇଛନ୍ତି...

scb medical
SCB ଓପିଡି ପାଇଁ ଅନଲାଇନ୍‌ ବୁକିଂ

ଏଣିକି SCB ଓପିଡିରେ ଲାଗୁ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା । ଆସନ୍ତା ୯ ତାରିଖରୁ ଏହି ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ ।

Temperature
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା; ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ

ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।