• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ୟୁଜର୍ସଙ୍କୁ ବଡ଼ ଝଟ୍‌କା; ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡ଼ିବ ଦେୟ !

ଟ୍ୱିଟର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଦେୟ ଦେବାକୁ ପଡିପାରେ ବୋଲି ଏଲନ୍ ମସ୍କ ଟ୍ୱିଟ୍‌ କରି ଜଣାଇଛନ୍ତି ।

Puri News
ରଥଖଳାରେ ଚାଲିଛି ରଥ ନିର୍ମାଣ

ରଥ ନିର୍ମାଣ ପାଇଁ ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି ।

Brajrajnagar byelection
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଶାସନର କସରତ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

Daily Horoscope 4 May 2022
Daily Horoscope 4 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୪ ତାରିଖ, ବୁଧବାର, ମେଷ, ୨୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Odisha Weather update
ମାଡି ଆସୁଛି ଘୂର୍ଣ୍ଣିବଳୟ; ରୁହନ୍ତୁ ସତର୍କ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Modi in Europe day 2 Highlights: 'Inspire non-Indian friends to visit India', says PM in Denmark
ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ୱରେ ଭାରତୀୟଙ୍କ ପ୍ରଶଂସା ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

rahul gandhi
ଚିନ୍ ରାଷ୍ଟ୍ର ଦୂତଙ୍କ ସହ ନେପାଳରେ ରାହୁଲଙ୍କ ମଉଜ

ନେପାଳ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ରାହୁଲ ଗାନ୍ଧିଙ୍କ ପାର୍ଟି ଭିଡିଓ ଭାଇରାଲ୍ ହେବା ପରେ, ପୁଣି ବିବାଦରେ କଂଗ୍ରେସର ଯୁବରାଜ । କଂଗ୍ରେସ ଡଙ୍ଗା ଉବୁଟୁବୁ ହେଉଥିବା ବେଳେ ରାହୁଲଙ୍କ ଏଭଳି ବିଦେଶୀ ମଉଜକୁ ନେଇ ଶାଣିତ ଭାଷାରେ କଟାକ୍ଷ କରିଛି ବିଜେପି ।

Prakash Majhi
ବିବାଦରେ ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀ

ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ନବରଙ୍ଗପୁର ରାଜନୀତିରେ ହଟଚମଟ, ରାଜ୍ୟ ରାଜଧାନୀରେ ହଇଚଇ । ପ୍ରକାଶ ମାଝୀ ଯୌନ ନିର୍ଯାତନା ସହ ଭୃଣହତ୍ୟା ଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ଦର୍ଶାଇ ଗର୍ଜିଛନ୍ତି ବିରୋଧୀ ।

Farmer
ଚଷାଙ୍କୁ କାଳିଆ ଥୋପ

ବର୍ଷକୁ ୫ ଏକର ଜମିରେ ଚାଷ କରୁଥିବା ବରଗଡ଼ ବୁଦେଇପାଲି ଗାଁର ଚାଷୀଙ୍କ ବେଦନା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିବ । ତାଙ୍କ ବାସ ଆଉ ବେଶକୁ ଦେଖିଲେ ଆପଣଙ୍କ ହୃଦୟ ତରଳି ଯିବ ।

Weather Update
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି

କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଛି । ଆଜି ସଂଧ୍ୟାରୁ ପ୍ରାୟ ୩-୪ ଘଣ୍ଟା ହେଲାଣି କାଳବୈଶାଖୀ ବର୍ଷା ଲାଗିରହିଛି । ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି

Gold Ornaments
ସୁନା ଗହଣାରେ ଠକାମୀକୁ ରୋକିବା ପାଇଁ ସାରା ଦେଶରେ ହଲ୍‌ମାର୍କ ବାଧ୍ୟତାମୂଳକ

ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍‌ମାର୍କିଂ ସୁନା ବିକିବାକୁ ବାଧ୍ୟହେବେ ଗହଣା ବ୍ୟବସାୟୀ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ଏହି...

Gold Ornaments
ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଭିଡ I ଜୁନ୍ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ I ପୁରୀ ସମେତ ଦେଶର ୩୨ ଜିଲ୍ଲାରେ ଲାଗୁ ହେବ ବ୍ୟବସ୍ଥା I ଗ୍ରାହକଙ୍କୁ ଠକାମୀରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ

BJD
ବ୍ରଜରାଜନଗର ରାଜନୈତିକ ପାଣିପାଗ ଉଷ୍ମ

ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଚୟନ କସରତ । କେଉଁ ଦଳରୁ କିଏ ପ୍ରାର୍ଥି ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଲ୍ପନା । ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ ।

Qasim Chacha
ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା; ମାଗଣା ଖାଦ୍ୟ ସହ ବାଣ୍ଟୁଛନ୍ତି ଶାଢ଼ୀ, ଲୁଙ୍ଗି ଓ ଧୋତି

କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍‌ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ..

Ice Blocks
ରାସ୍ତାକଡ଼ରେ ବିକ୍ରି ହେଉଥିବା ଥଣ୍ତା ମୃଦୁପାନୀୟରେ ବରଫ ନାଁରେ ଦିଆଯାଉଛି କି ବିଷ ?

ସାବଧାନ ! ଆପଣ ଖାଉଛନ୍ତି କି ଚୁସକି ? ମାର୍କେଟରେ ମିଳୁଥିବା ସାଧା ବରଫ ମିଶା ଥଣ୍ଡା ପାଣି, ଲେମ୍ୱୁ ପାଣି, ଲସି ଭଳି ଆରାମଦାୟକ ମୃଦୁପାନୀୟର ବ୍ୟବାହର ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । କେମିତି ତିଆରି ହେଉଛି ଏହି ବରଫ ଏବଂ କିପରି ଅବସ୍ଥାରେ ଏହା...

GT vs PBKS
ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ଜୋର୍‌ ଲଗାଇବ ପଞ୍ଜାବ କିଙ୍ଗ୍ସ; ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ

ଚଳିତ ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ । ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ପଞ୍ଜାବ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ।

Water Problem
କାମରେ ଲାଗୁନି ସରକାରୀ ଜଳପ୍ରକଳ୍ପ; ପାଣି ବୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ବଡ ବଡ ଯୋଜନା ରହିଛି । କିନ୍ତୁ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି କେଉଁଠି ଟାଙ୍କି ବସିଥିଲେ ବି ପାଣିର ସୁବିଧା ନାହିଁ ।

Ratha Katha Anukula
ଆଜି ମହାପ୍ରଭୁଙ୍କ ରଥକାଠ ଅନୁକୁଳ

ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ସକାଳଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ।

Akshaya Tritiya
ଅକ୍ଷୟ ତୃତୀୟା ଉପଲକ୍ଷେ ଚାଲିଛି ଅଖିମୁଠି ଅନୁକୁଳ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିବ୍ୟ ମୁହୁର୍ତ୍ତରେ ଯେକୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି...