• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

CSK vs RCB
ଆଇପିଏଲ୍ ଟକ୍କର: ବାଙ୍ଗାଲୋରର ଷଷ୍ଠ ବିଜୟ

ଆଇପିଏଲ୍‌ ୨୦୨୨ ର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 05 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Jibana Do Chhakire Ashara Alok Ep 314   30 APRIL 2022| ଫୋଟୋ ଭାଙ୍ଗିଦେଲା ସୁନାସଂସାର
Jibana Do Chhakire Ashara Alok Ep 314 30 APRIL 2022| ଫୋଟୋ ଭାଙ୍ଗିଦେଲା ସୁନାସଂସାର

Jibana Do Chhakire Ashara Alok Ep 314 30 APRIL 2022| ଫୋଟୋ ଭାଙ୍ଗିଦେଲା ସୁନାସଂସାର OdishaTV is Odisha\'s no

Wriddhiman Saha
ରିଦ୍ଧିମାନ ସାହାଙ୍କୁ ଧମକ ଘଟଣା ବୋରିଆ ମଜୁମଦାରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କଲା ବିସିସିଆଇ

ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି।

Prakash Majhi
ପ୍ରକାଶଙ୍କୁ ଗିରଫ୍ କର ନଚେତ୍ ପରିଣତି ଭୟଙ୍କର ହେବ

ଶାସକ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଭଳି ସାଙ୍ଘାତିକ ଅଭିଯୋଗ । ପୀଡ଼ିତା ଅଭିଯୋଗ କରିବା ବି ଦୁଇଦିନ ବିତିଲାଣି । ହେଲେ ପୋଲିସ୍ କିନ୍ତୁ ତଦନ୍ତ ନେଇ ମୁହଁ ଖୋଲୁନି ।

LIC
ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଖୋଲୁ ଖୋଲୁ ଅଧା ଶେଷ

ଭାରତୀୟ ସେୟାର ମାର୍କେଟକୁ ଆସିଲା ବହୁ ପ୍ରତିକ୍ଷିତ ଏଲ୍ଆଇସି ଆଇପିଓ । ୯ ଯାଏଁ ଖୋଲା ଥିବା ଏହି ଆଇପିଓର ୫୦ ପ୍ରତିଶତ ପ୍ରଥମ ଦିନରେ ହିଁ ବିକ୍ରି ହୋଇସାରିଛି । ଆଇପିଓ ଆସିବା ପରେ ନିବେଶକ ତ ଖୁସି, ହେଲେ କର୍ମଚାରୀ ଓ ବୀମାଧାରୀ ଚିନ୍ତାରେ ରହିଲେଣି...

LED Light
ଷ୍ଟ୍ରିଟ୍ ଲାଇଟ୍ ପଡିବା ଯୋଗୁଁ ଧାନ ଫସଲ ସବୁ ନଷ୍ଟ ହେଉଛି

ଧାନ କିଆରୀ ପାଇଁ କାଳ ସାଜିଛି ଷ୍ଟ୍ରିଟ୍ ଲାଇଟ୍ । ରାତି ତମାମ ଅନବରତ ଆଲୁଅ ଯୋଗାଉଥିବା ଏଲ୍ଇଡି ଲାଇଟ୍ ଉଜାଡ଼ି ଦେଉଛି ଚାଷୀଙ୍କ ଦାନାପାଣି । ଆଲୋକର ପ୍ରଭାବରେ କେଉଁଠି ଗର୍ଭଧାରଣ କ୍ଷମତା ହରାଉଛି ଧାନ ଗଛ ତ ଆଉ କେଉଁଠି ହୃଷ୍ଟପୁଷ୍ଟ ହୋଇପାରୁନି ଧାନକେଣ୍ଡା ।...

Gangua River
ଗଙ୍ଗୁଆ ନାଳ ଆଜି କାନ୍ଦୁଛି

ଯେଉଁ ଗଙ୍ଗୁଆ ନଦୀ ଦିନେ ଗଙ୍ଗା ପରି ଏକ ସ୍ୱଚ୍ଛ ନଦୀ ଥିଲା । ରାଜଧାନୀ ଭୁବନେଶ୍ୱର ପାଇଁ ଜୀବନ୍ତ ଐତିହ୍ୟ ଥିଲା । ହେଲେ ଏବେ ସେ ଗଙ୍ଗୁଆର ଅବସ୍ଥା ଯାହା, ସେଥିରେ ଜଳ ନୁହେଁ ପ୍ରବାହିତ ହେଉଛି ଜହର ।

Cyclone
ଘୁର୍ଣ୍ଣିଝଡରେ ଥଣ୍ଡା ପଡିଗଲା ଅଧା ଓଡିଶା, ଏବେ ଆଶାର ଆଶଙ୍କାରେ ବାତ୍ୟା

ଆସିବ ନା ନାହିଁ, ଯଦି ଆସିବ କେବେ ଆସିବ, ଆସିଲେ କୁଆଡ଼େ ଯିବ, କେଉଁଠି ମାଡ଼ ହେବ, କେତେ ଜୋରରେ ମାଡ଼ ହେବ ? ସମ୍ଭାବ୍ୟ ବାତ୍ୟାକୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ ।

Ukraine Russia War
ରୁଷୀୟ ସେନା ଉପରେ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ୟୁକ୍ରେନ୍

ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍‌ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।

Amravati MP Navneet Rana, her MLA husband
ବେଲ୍‌ ସତ୍ତ୍ୱେ ଜେଲ୍‌ରେ ରାତି କଟାଇବେ ରାଣା ଦମ୍ପତ୍ତି

ହନୁମାନ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍‌ରେ କାଟିବାକୁ ପଡ଼ିବ।

Gangua River
ଗଙ୍ଗୁଆର ଏଭଳି ଦୁଃସ୍ଥିତି ପାଇଁ ଦାୟୀ କିଏ ?

ଗଙ୍ଗବତୀରୁ ଗଙ୍ଗୁଆ । ଚିରସ୍ରୋତା ନଦୀରୁ ପାଲଟିଗଲା ନର୍ଦ୍ଦମା । ଓଟିଭି କ୍ୟାମେରା ଫ୍ରେମ୍‌ରେ ବନ୍ଧା ଏକାମ୍ର କ୍ଷେତ୍ରର ଏକ ବିରାଟ ପ୍ରାକୃତିକ ଜଳସ୍ରୋତ ଗଙ୍ଗୁଆର ବିକଳ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ ରହିଛି ।

LIC
ଏଲ୍ଆଇସିରୁ କାହିଁକି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ନେଲେ ସରକାର ?

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ କୋଲିଛି । ଭାରତୀୟ ଜୀବନ ବୀମା ନିଗମ- ଏଲ୍ଆଇସି ପକ୍ଷରୁ ଏହି ଆଇପିଓ ଆଜିଠାରୁ ମେ ୯ ତାରିଖ ଯାଏଁ ଖୋଲା ରହିବ ।

CSK vs RCB
IPL 2022: ଟସ୍‌ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

Prateek Singh
'କଟକରେ କାମ କରିବାର ଅନୁଭୂତି ଭୁବନେଶ୍ୱରରେ କାମ ଦେବ'

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ପ୍ରତୀକ ସିଂହ । କଟକରେ କାମ କରିବାର ଅନୁଭୂତିକୁ ପାଥେୟ କରି ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଜାଡିବେ ବୋଲି କହିଛନ୍ତି ପ୍ରତୀକ ସିଂହ ।

Odisha’s Pattachitra
ଡେନମାର୍କରେ ଓଡ଼ିଶା ପଟ୍ଟଚିତ୍ରକୁ ନେଇ ଚର୍ଚ୍ଚାରେ ପୁରୀ ରଘୁରାଜପୁରର ଭାସ୍କର ମହାପାତ୍ର

ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ୍‌ଙ୍କ ବାସଭବନର ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

The Great Odisha Political Circus | Beautification On The Cost Of Demolition
The Great Odisha Political Circus | Beautification On The Cost Of Demolition

The Great Odisha Political Circus | Beautification On The Cost Of Demolition OdishaTV is Odisha\'s no 1 News Channel. OTV being the first private satellite

The Great Odisha Political Circus- Special Episode On Odisha Driver Association Protest Rally
The Great Odisha Political Circus- Special Episode On Odisha Driver Association Protest Rally

The Great Odisha Political Circus- Special Episode On Odisha Driver Association Protest Rally OdishaTV is Odisha\'s no 1 News Channel. OTV being the first

LIC IPO opens for retail investors today: All you need to know
ଆଜିଠୁ ବିକ୍ରି ହେବ ମେଗା IPO

ଦେଶର ବୃହତ୍ତମ ବୀମା କମ୍ପାନୀ ଏଲ୍ଆଇସିର ବହୁ ପ୍ରତୀକ୍ଷିତ ମେଗା ଆଇପିଓ ବା ପ୍ରାରମ୍ଭିକ ପବ୍ଲିକ ଅଫରିଂ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Tomato Price Hike
ଗ୍ରାହକଙ୍କ ମୁଣ୍ଡରେ ଚଡ଼କ; ହଠାତ ଆକାଶ ଛୁଆଁ ହେଲା ଟମାଟୋ ଦର

ଲେମ୍ୱୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ ଦର । ଜାଣନ୍ତୁ ବର୍ଦ୍ଧିତ ଦର...