ଆଇପିଏଲ୍ ୨୦୨୨ ର ୫୧ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
News Fuse 06 May 2022| MLAଙ୍କ ପାହାର... ବଳଦ ଛୁ.... OdishaTV is Odisha\'s no 1 News Channel. OTV being the first private satellite
ବେଆଇନ ଲୋନ ଆପକୁ ସାବଧାନ । ନା ଆରବିଆଇ, ନା ଏନବିଏଫସି ପଞ୍ଜିକୃତ, ହେଲେ ବେଆଇନ ଲୋନ ଆପ୍ ନାଁରେ ଲୋନ୍ କାରାବର ହେଉଛି । ପ୍ରଥମେ ଲୋନ୍ ଥୋପ ଦେବେ, ଆଉ ତାପରେ ଗ୍ରାହକଙ୍କୁ ଚଢା ସୁଧ ଦେବା ନାଁରେ ହଇରାଣ ହରକତ କରିବେ ।
କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି ।
ଚର୍ଚ୍ଚାରେ ଗାଏବ୍ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ପ୍ରଭା। ୧୦ ବର୍ଷ ତଳୁ ପ୍ରଭା ଚୋରି ଏବେ ଜଣା ପଡୁଛି। ପ୍ରଭା ସୁନା ନା ପିତ୍ତଳ, କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ।
୨୪ରେ ପାରାଦୀପରୁ କିଏ ହେବ ବିଧାୟକ ପ୍ରାର୍ଥୀ? ଦେବାଶିଷ-ସମ୍ବିତ ତୁତୁ ମେଁମେଁ I ସପ୍ନ ଦେଖିବାକୁ ମନା ନାହିଁ, ଦିବା ସ୍ବପ୍ନ ଭୟଙ୍କର: ସମ୍ବିତ I ବିଜେଡିକୁ ଅଡୁଆ ହେବେ ଏକାଧିକ ଆଶାୟୀ: ରାଜନୈତିକ ସମୀକ୍ଷକ
ଆଣ୍ଡାମାନ ସାଗରରେ ୮ରେ ସୃଷ୍ଟି ହେବ , ୧୦ରେ ଉପକୂଳ ନିକଟତର ହେବ ବାତ୍ୟା: IMD। ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କେଉଁଠି କରିବ ଲ୍ୟାଣ୍ଡଫଲ୍ ଏବେ ବି ଅସ୍ପଷ୍ଟ।
ବେଆଇନ ଲୋନ୍ ଆପ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଉତ୍ତରପ୍ରଦେଶର ଗାଜିଆବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ I ଗିରଫ ଅଭିଯୁକ୍ତ IWT ଇଣ୍ଡିଆ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ। କୋର୍ଟରେ ହାଜର ପରେ ଟ୍ରାନ୍ଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡରେ ଆଣି ଗୁମର ଖୋଲିବ କ୍ରାଇମବ୍ରାଞ୍ଚ...
ଚିଲିକାରେ ବୋଟ୍ ବୁଡ଼ି ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି I ବିନା ଲାଇଫ୍ ଜ୍ୟାକେଟରେ ଜୀବନକୁ ବାଜି ଲଗାଇ ଯାଆସ। ନାଭାଲ ସେଣ୍ଟର ନିକଟରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
ଭଉଣୀ ମୁଣ୍ତରୁ ସିନ୍ଦୂର ପୋଛିଦେଲା ଭାଇ । ଘର ବିରୁଦ୍ଧରେ ବାହା ହେବାରୁ ପରିବାର ଲୋକେ ଭିଆଇଲେ ଏଭଳି ବିଭତ୍ସ କାଣ୍ତ ।
ଚଳିତ ଆଇପିଏଲର ୫୧ତମ ମ୍ୟାଚ୍ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।
ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି।
୧୯୯୬ ବ୍ୟାଚ୍ର ଆଇପିଏସ ଅରୁଣ ବୋଥ୍ରା କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା ।
ପାରାଦୀପ ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରି ପରୋକ୍ଷରେ ସୂଚନା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଦେବାଶିଷଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିଧାୟକ ସମ୍ବିତ୍ ରାଉରତାୟ ।
Apana Eka Nuhanti- Deogarh’s minor girl with burn injuries cries for assistance OdishaTV is Odisha\'s no 1 News Channel. OTV being the first private
Making News-Special episode on son-in-law’s extended stay at in-laws house OdishaTV is Odisha\'s no 1 News Channel. OTV being the first private satellite
News Fuse-Watch students dance in smart class OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries