• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 05 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ମ୍ୟାଟ୍ରିକ୍‌ ଫର୍ମ ଫିଲପ୍‌ରେ ହେଉଛି କି ଗଡ଼ବଡ଼ !

ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା? ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି । More
  • Otv Khabar Bureau
  • 2 years ago

ସରକାରୀ ବାବୁଙ୍କ ଦରମା କେତେ ଯେ ରଖିଛନ୍ତି ଏତେ ସମ୍ପତ୍ତି ! ୯୦ ପ୍ଲଟ୍- ୪ ବିଲ୍ଡିଂ- ୩ ଫ୍ଲାଟ୍ ..

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । More
  • Satyendu Shekher Mishra
  • 2 years ago

କାଳବୈଶାଖୀର ତାଣ୍ଡବ ! ଖୁଣ୍ଟି ଉପୁଡ଼ିଲା - ଛପର ଉଡ଼ିଲା - ଗଛ ଭାଙ୍ଗିଲା - ଟାୱାର ଭାଙ୍ଗିଲା

ସନ୍ଧ୍ୟା ହେଉ ହେଉ, ୩ଟି ବ୍ଲକରେ ସ୍ଥିତି ଅଣାୟତ୍ତ କଲା ପବନ । ନୟାଗଡ, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଲା । More
  • Otv Khabar Bureau
  • 2 years ago

ସେଲ୍ଫ ଫାଇନାନସିଂ କୋର୍ସ ବିବାଦ: ବିଶ୍ୱବିଦ୍ୟାଳୟରେ ଉପରେ କଟକଣା

କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। More
  • Satyendu Shekher Mishra
  • 2 years ago

ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି, ପ୍ରଶାସନ କରିଛି ଡବଲ ପ୍ଲାନ୍‌

ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ? More
  • Satyendu Shekher Mishra
  • 2 years ago

ସମ୍ଭାବ୍ୟ ବାତ୍ୟା ମୁକାବିଲା ସରକାର ପ୍ରସ୍ତୁତ, ହେଲେ ଏଯାଏଁ ଆସିନି ସ୍ପଷ୍ଟ ସୂଚନା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍‌ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି । More
  • Satyendu Shekher Mishra
  • 2 years ago

ନକଲି ମଦ କାରଖାନା ଉପରେ ଚଢ଼ାଉ, ନାମି-ଦାମୀ କମ୍ପାନୀର ଲେବଲ ଜବତ

କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି । More
  • Otv Khabar Bureau
  • 2 years ago

ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି। More
  • Satyendu Shekher Mishra
  • 2 years ago

ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ୍ ଛାତ ଭାଙ୍ଗି ସିଲିଂ ଖସିଲା, ମହିଳା ଅଧିକାରୀ ଗୁରୂତର

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି । More
  • Satyendu Shekher Mishra
  • 2 years ago

ଚିଲିକାରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ, ୧୦ ଉଦ୍ଧାର

ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ, ଜଣେ ନିଖୋଜ More
  • Satyendu Shekher Mishra
  • 2 years ago

ଅଧା ରାଜ୍ୟର ବିଜୁଳି-ଘଡ଼ଘଡ଼ି-ବର୍ଷା ! ତଥାପି ବାତ୍ୟା ନେଇ ନାହିଁ ସ୍ପଷ୍ଟ ସୂଚନା କହିଲେ SRC

୧୭ NDRF, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି । More
  • Satyendu Shekher Mishra
  • 2 years ago

ତାରା-ବିଡିଓ ମୁହାଁମୁହିଁ, ଦୁର୍ନୀତିଗ୍ରସ୍ତ କହି ଝାଡ଼ି ପକାଇଲେ ବିଧାୟକ

ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । More
  • Satyendu Shekher Mishra
  • 2 years ago

ସୁବାସଙ୍କ ଗିରଫଦାରୀକୁ ନେଇ ଆଗ୍ରେସିଭ୍‌ ହେଉଛି BJP, ରାଜ୍ୟପ୍ୟାପି କରିବ ଆନ୍ଦୋଳନ

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ । More
  • Otv Khabar Bureau
  • 2 years ago

ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଠକେଇ ଉଦ୍ୟମ; ୩ ଅଭିଯୁକ୍ତ ଗିରଫ

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ । More
  • Satyendu Shekher Mishra
  • 2 years ago

ଏଥର ଘୋଷଯାତ୍ରାକୁ ସମସ୍ତଙ୍କୁ ଅନୁମତି, ଦୁଇ ଗୁଣା ଅଧିକ ଭକ୍ତଙ୍କର ସମାଗମ ସମ୍ଭାବନା !

କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା । More
  • Prangyan Parimita
  • 2 years ago

ପ୍ରାଣୀଧନ ନିରୀକ୍ଷକଙ୍କ ଅମାପ ସମ୍ପତ୍ତି : ଜଗନ୍ନାଥ ରାଉତଙ୍କର ଅଛି ୯୦ ପ୍ଲଟ୍

ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ୫୦ ଲକ୍ଷର ଏକ ଫ୍ଲାଟ୍ More
  • Prangyan Parimita
  • 2 years ago

ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ମହିଳାଙ୍କ ଥାନାରେ ଏତଲା ସତ୍ତ୍ୱେ କାହିଁକି ଗ୍ରହଣ କରାଯାଇନି । ନିରପେକ୍ଷ ତଦନ୍ତ ହେଉ, ମହିଳାଙ୍କୁ ସାମ୍ନାକୁ ଅଣାଯାଉ ବୋଲି ଦାବି କରାଯାଉଛି । More
  • Prangyan Parimita
  • 2 years ago

ଉଦ୍‌ଘାଟନର ୧୦ ବର୍ଷ ପରେବି ବସ୍‌ଷ୍ଟାଣ୍ଡକୁ ଯାଉନି ବସ୍, ଏବେ ପଡ଼ିଛି ପରିତ୍ୟକ୍ତ ଅବସ୍ଥାରେ

୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍‌ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର... More
  • Prangyan Parimita
  • 2 years ago

ପ୍ରବଳ ନିଦାଘରେ ପଶୁପକ୍ଷୀଙ୍କ ପାଇଁ ଦେବଦୂତ : ଜଙ୍ଗଲରେ ବୁଲି ବୁଲି ପାଣି ପିଆଉଛନ୍ତି ସୁଶ୍ରୀ, ସୌମ୍ୟା,ଅନନ୍ୟା

ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି। More
  • Prangyan Parimita
  • 2 years ago

‘ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଲୋକେ ଭୟଭୀତ ହୁଅନ୍ତୁନି’

ବାତ୍ୟା ସ୍ପଷ୍ଟ ହୋଇନି, ତଥାପି ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି More
  • Prangyan Parimita
  • 2 years ago

ବାତ୍ୟା କଥା କହିନୁ, ଲୋକେ ବିଭ୍ରାନ୍ତ ହେବା ଉଚିତ ନୁହେଁ- IMD DG

ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଜି ସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ । ତେଣୁ ଭୟରେ ବିଭ୍ରାନ୍ତ ହେବା ଉଚିତ୍‌ ନୁହେଁ । More
  • Prangyan Parimita
  • 2 years ago

ଯୋଡା ଥାନାରେ ଛତିଶଗଡ ପୋଲିସ ହଟହଟା

କିଏ ପ୍ରେମ କଲା, ଆଉ କିଏ ହଟହଟା ହେଲା ? More
  • Pallipuspa Samal
  • 2 years ago

ପିତ୍ତଳ ଜିନିଷର ଚାହିଦା କମୁଥିବାରୁ ଚିନ୍ତାରେ ପିତ୍ତଳ କାରିଗର

କଳା ସଂସ୍କୃତିର ଜିଲ୍ଲା ମୟୂରଭଂଜ । କିନ୍ତୁ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏଠି ମଉଳିବାରେ ଲାଗିଲାଣି କଳା । ବାରିପଦା କପ୍ତିପଦା ଉପଖଣ୍ଡ କୁଡିଆଖୁଣ୍ଟା ଗାଁର କୌଳିକ ବୃତ୍ତିଠୁ ଦୂରେଇଲେଣି ପିତ୍ତଳ କାରିଗର । More
  • Prangyan Parimita
  • 2 years ago

ମାଛଧରା ବିବାଦରୁ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ : ପିଟି ପିଟି ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ

ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ More
  • Prangyan Parimita
  • 2 years ago

କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି : ଜଣେ ଆହତ

ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି । More
  • Prangyan Parimita
  • 2 years ago

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ୧୮ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ More
  • Prangyan Parimita
  • 2 years ago

ଭିଜିଲାନ୍ସ ଜାଲରେ ଏଲ୍ଆଇ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । More
  • Prangyan Parimita
  • 2 years ago

ଓଡ଼ିଶାରୁ ଗୋଚାଲାଣରେ ପୋଲିସ କର୍ମଚାରୀଙ୍କ ଲିଙ୍କ୍ : ଦଲାଲଙ୍କ ସହ ଡିଲ୍ କରୁଛନ୍ତି, ମୋଟା ଅଙ୍କର ଟଙ୍କା ନେଉଛନ୍ତି !

ଗୋରୁ ଚାଲାଣରେ ପୋଲିସ୍‌ର ବି ହାତ ? ମୋଟା ଅଙ୍କର ଟଙ୍କା ନେଇ ଦଲାଲକୁ ସହଯୋଗ କରୁଛନ୍ତି ପୋଲିସ୍‌ ଅଧିକାରୀ । More
  • Pallipuspa Samal
  • 2 years ago

ଘୋଷଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି, ଆଜି ଦିନ ୧୧ଟାରେ ବସିବ ପ୍ରଥମ ସମନ୍ୱୟ ବୈଠକ

ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଦିନ ୧୧ଟାରେ ବସିବ ପ୍ରଥମ ସମନ୍ୱୟ ବୈଠକ । ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ ଉପରେ ହେବ ଆଲୋଚନା । More
  • Prangyan Parimita
  • 2 years ago

କାଲି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି ! ଓଡ଼ିଶା ମୁହାଁ ହେବ କି ନା ଏବେ ବି ଅସ୍ପଷ୍ଟ . .

୬ ତାରିଖରେ ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ । More
  • Pallipuspa Samal
  • 2 years ago

ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସର ଛାନଭିନ୍ ଜାରି ରହିଛି । More
  • Satyendu Shekher Mishra
  • 2 years ago

ବାତ୍ୟା ହେବ କି ନାହିଁ ? ଯଦି ହେବ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଓଟିଭିକୁ IMD ଡିଜି ଦେଇଥିବା ସୂଚନା ଅନୁସାରେ, ଆକଳନ ମୁତାବକ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । More
  • Otv Khabar Bureau
  • 2 years ago

ଗଙ୍ଗୁଆର ଏଭଳି ଦୁଃସ୍ଥିତି ପାଇଁ ଦାୟୀ କିଏ ?

ଗଙ୍ଗବତୀରୁ ଗଙ୍ଗୁଆ । ଚିରସ୍ରୋତା ନଦୀରୁ ପାଲଟିଗଲା ନର୍ଦ୍ଦମା । ଓଟିଭି କ୍ୟାମେରା ଫ୍ରେମ୍‌ରେ ବନ୍ଧା ଏକାମ୍ର କ୍ଷେତ୍ରର ଏକ ବିରାଟ ପ୍ରାକୃତିକ ଜଳସ୍ରୋତ ଗଙ୍ଗୁଆର ବିକଳ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ ରହିଛି । More
  • Otv Khabar Bureau
  • 2 years ago

ଏଲ୍ଆଇସିରୁ କାହିଁକି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ନେଲେ ସରକାର ?

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ କୋଲିଛି । ଭାରତୀୟ ଜୀବନ ବୀମା ନିଗମ- ଏଲ୍ଆଇସି ପକ୍ଷରୁ ଏହି ଆଇପିଓ ଆଜିଠାରୁ ମେ ୯ ତାରିଖ ଯାଏଁ ଖୋଲା ରହିବ । More
  • Satyendu Shekher Mishra
  • 2 years ago

ରାସ୍ତାକଡ଼ LED ଲାଇଟ୍‌ ଉଜାଡ଼ି ଦେଉଛି ଫସଲ ! ଚିନ୍ତାରେ ଚାଷୀ, କ’ଣ ଏହାର ବିକଳ୍ପ ?

ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି । More
  • Satyendu Shekher Mishra
  • 2 years ago

ସରକାରଙ୍କ ଦୋମୁହାଁ ନୀତି ! ବିଜେଡି ବିଧାୟକଙ୍କ ବିରୋଧରେ ପୋଲିସ ରଖୁନି ଏତଲା

ବିଜେଡି ପ୍ରକାଶଙ୍କ ସପକ୍ଷରେ ବାହରିଛି । ତେଣୁ ୨ଟି ଦଳର ବିଧାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ କାହିଁକି ବୋଲି ଉଠିଛି ପ୍ରଶ୍ନ । More