ଆସନ୍ତାକାଲି ଓଡ଼ିଶା ଆସିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ...
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି..
ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ପାଇଁ ଆସନ୍ତା କାଲି ଅପରାହ୍ନ ୪ ଟାରୁ ଦର୍ଶନ ବନ୍ଦ ରହିବ...
ଇସ୍ତଫା ଦେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ରାଜ୍ୟ ସରକାରଙ୍କ ବନ ମହୋତ୍ସବ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନଥିବା ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ବିବାଦରେ ପଡିଥିବା ଫିଲ୍ମ ନିର୍ମାତାଙ୍କ ଆଉଏକ ବିବାଦୀୟ ଟ୍ୱିଟ୍...
ଭବିଷ୍ୟତ କାଗଜ ଖଣ୍ଡିଏ ଉପରେ ନିର୍ଭର କରେ ନାହିଁ ବୋଲି କହି ଉଦାହରଣ ସୃଷ୍ଟି କରିଛନ୍ତି IAS...
ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ...
ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତ ସଂଖ୍ୟା...
Making News | Dealing with Alcoholic labourer | Odia Comedy Series OdishaTV is Odisha\'s no 1 News Channel. OTV being the first private satellite TV channel
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
News Fuse | Cuttack MLA Md Moquim steps into drain to protest govt neglect OdishaTV is Odisha\'s no 1 News Channel. OTV being the first private satellite
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।
ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୧୭ ହଜାର ୮୪୭ ପାସ୍ କରିଛନ୍ତି...
ବିଧାନସଭା ଛାଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡିଛନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ଦ୍ରୌପଦୀଙ୍କୁ ଓଡିଶାରୁ ସବୁ ଭୋଟ ଯେମିତି ମିଳିବ ସେଥିପାଇଁ ବିଜେଡିର ପ୍ରୟାସ ଚାଲିଛି ।
ରାଜ୍ୟରେ ମାଡ଼ିଚାଲିଛି ମହାମାରୀ କୋଭିଡ୍ । ସଂକ୍ରମଣରେ ବ୍ରେକ୍ ଲାଗୁନି । ୧୦ ଦିନ ଭିତରେ ପ୍ରାୟ ୬ ଗୁଣା ହେଲାଣି ଦୈନିକ ସଂକ୍ରମଣ । ଜୁନ୍ ୨୭ ତାରିଖରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୬୯ । ଆଉ ଆଜି ୪ ଶହ ପାର୍ କରିଛି ସଂକ୍ରମଣ ।
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ତେବେ କେବଳ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ଶିଖର ଧୱନଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ କରାଯାଇଛି।
ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।