ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍ ମାର୍...
ମଦ ପିଇ ଘରକୁ ଫେରୁଛନ୍ତି ସ୍ୱାମୀ। ସ୍ତ୍ରୀକୁ ପ୍ରବଳ ମାଡ ହେଉଥିବା ଅଭିଯୋଗ। ଖାଲି ଏତିକି ନୁହେଁ ସ୍ତ୍ରୀ କୁଆଡେ ରୋଷେଇ କରୁନାହାନ୍ତି କି ଆମିଷ କରୁନଥିବା ନେଇ ସ୍ୱାମୀଙ୍କ ଅଭିଯୋଗ। କିନ୍ତୁ ସ୍ତ୍ରୀଙ୍କ କହିବା କଥା ସବୁବେଳେ ମଦ ପିଇ ଆଇଁଷ ମାଗିବେ, ହେଲେ ମୁଁ ଆଣିବି...
ଡିଜିଟାଲ ଯୁଗରେ ଅନଲାଇନ ଟ୍ରେଣ୍ଡିଂରେ ଛେଳି ଆଉ କୁକୁଡ଼ା....ଗୋଟିଏ ଜାଗାରେ ରହି ପୂରା ଦେଶରେ କରୁଛନ୍ତି ବେପାର। ଚାଷ ପାଇଁ ବିଦେଶରୁ ଚାକିରି ବି ଛାଡ଼ି ଦେଲେ, ଏବେ ଅନଲାଇନ୍ରେ ଚାଷ ଉପରେ ବି ଦେଉଛନ୍ତି ମାଗଣା ଟ୍ରେନିଂ
ହୃଦୟସ୍ପର୍ଶୀ ଦୃଶ୍ୟ। ରେଲୱେ ଷ୍ଟେସନରେ ଯବାନଙ୍କ ପାଦ ଛୁଇଁଲା କୁନି ଝିଅ। ଭାବବିହ୍ୱଳ ହୋଇ ଏମିତି ଆଶୀର୍ବାଦ ଦେଲେ ଯବାନ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ...
ସେ ଟିକେ କୁଲ୍, ଆଉ ଟିକେ ହଟ୍। ସିନ୍ ନାହିଁ କିନ୍ତୁ ମନସୁନ୍ର ଏଇ ରୋମାଣ୍ଟିକ ବର୍ଷାରେ ଭିଜିବାକୁ ତାଙ୍କର ବହୁତ ଇଚ୍ଛା। ସିନ୍ଦୂରର ଅଧିକାରର ନାୟକ ଆରବଙ୍କର ଦେଖନ୍ତୁ ଏଇ ମଜାଦାର ଭିଡ଼ିଓ
୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା...
ସିଜୁଆନି ମଶରୁମ୍। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ...
ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍ କରିନାହାନ୍ତି ମାଟ୍ରିକ୍। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍ କଲେ ସନ୍ଦୀପ...
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ...ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା। ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ। ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର। ଦେଖନ୍ତୁ ଏଇ ଭିଡ଼ିଓ...
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି ତେବେ...ଜାଣନ୍ତୁ କଣ ରହିଛି ନୂଆ ନିୟମ
ଆଲୋ ଆଲୋ ଇଏ କଣ? ଦେଖୁନୁରେ ନାରଣ, ମତେ କାଇଁ ପଚାରୁଛୁ? ଦେଶ ଛାଡ଼ି ରାଷ୍ଟ୍ରପତି ଯିବା ପରେ କେମିତି ତାଙ୍କ ଘରେ ପଶି ଏମିତି ଅବସ୍ଥା କରୁଛନ୍ତି ଲୋକେ। କିଏ ତାଙ୍କ ବେଡ୍ରେ ଶୋଇ ସେଲଫି ନେଲାଣି ତ ଆଉ କିଏ ସୁଇମିଂଫୁଲ୍ରେ ଗାଧୋଇଲାଣି। ବାଃ ବାଃରେ...
ଗଜ ଉଦ୍ଧାରଣର ନିଆରା ଦୃଶ୍ୟ...ଦେଖନ୍ତୁ ଭିଡ଼ିଓ...
କେନ୍ଦ୍ରାପଡା ମାଗୁରଗଣ୍ଡା ପାଟଣା ମୁଣ୍ଡାସାହିରେ ଅଭାବନୀୟ ଘଟଣା... ଚର୍ମ ରୋଗ ପାଇଁ ୬୦ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ...
ଡ଼ିଶାରୁ ଭୋଟ ଦେଲେନି ପ୍ରଶାନ୍ତ ଜଗଦ୍ଦେବ...
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ,ତିଥି – ୬ ଷ୍ଠୀ ପ୍ରାତଃ ୦୭/୫୦ ଗତେ ୭ମୀ,ଚନ୍ଦ୍ର – ମୀନ ଅହୋରାତ୍ର, ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Doctor Doctor 17 July 2022 | Ankylosing Spondylitis - Symptoms and causes | Laparoscopic Surgery | OdishaTV is Odisha\'s no 1 News Channel. OTV being
Jibana Do Chhakire Ashara Alok Ep 324 16 JULY 2022| ମୁଁ ଯଦି ବାହାରେ ଖାଇବି ଘରେ ସ୍ତ୍ରୀ ରଖି କିସ
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves