ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?
ବାବୁ ସୁନା ଗୀତ ଗାଇ ଏବେ ଚର୍ଚ୍ଚାରେ ଲିପ୍ସା ମହାପାତ୍ରା। ଲକିର ଲକଡାଉନ୍ରେ ବି ବୋବାଲିଆ ଗୀତ ଗାଇଥିଲେ ଲିପ୍ସା...
ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।
ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା। ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ....ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ....ଯିଏ ଦେଖୁଛି ସିଏ କହୁଛି....
ଏଣିକି ରାସ୍ତାରେ ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍ ପୋଲିସ କାଟିବ ଆପଣଙ୍କ ଫାଇନ୍। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ...
ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର, ତିଥି – ୧୩ଶୀ ପ୍ରାତଃ ୦୭/୪୬ ଗତେ ୧୪ଶୀ (କ୍ଷୟ) ରାତ୍ରି ୦୪/୦୧ ପୂର୍ଣ୍ଣିମା,ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର, ଘାତ ବାର – ମକର...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Doctor Doctor 10 July 2022 | Thyroid Problem OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
Jibana Do Chhakire Ashara Alok Ep 323 09 JULY 2022| ଏତେ ଭଲପାଏ ତତେ OdishaTV is Odisha\'s no 1 News Channel. OTV being the first
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ନିଆରା ଷ୍ଟଲ୍ ଖୋଲି ଲୋକଙ୍କୁ ବାଣ୍ଟୁଛନ୍ତି ଆହାର...
ଦିଲ୍ଲୀର ନୂତନ ସଂସଦ ଭବନ ଉପରେ ୬.୫ ମିଟର ଲମ୍ବର ଅଶୋକ ସ୍ତମ୍ଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।
୨୦୧୭ର ଏକ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶ । ପଳାତକ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ ।