ଆଜିଠୁ ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ...ଗୃହରେ ପହଞ୍ଚିଲେ ବିଦ୍ରୋହୀ ଶିବସେନା ବିଧାୟକ...
ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ...ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା...
ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...
ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ତିନି ଠାକୁର...ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Khola Katha EP 759 june 30 2022| exclusive interview with Bishnu charan sethi OdishaTV is Odisha\'s no 1 News Channel. OTV being the first private satellite
ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ ପରେ ଦିନ ବିତୁଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ବଢ଼ୁଛି, ପଥର ଓ ମାଟି କାଦୁଅ ଭିତରୁ ମିଳୁଛି ଗୋଟିକ ପରେ ଗୋଟିଏ ଶରୀର ।
ସୁନାପ୍ରେମୀଙ୍କୁ ଝଟକା । ମହଙ୍ଗା ହେଲା ସୁନା । କେନ୍ଦ୍ର ସରକାର ସୁନା ଉପରେ ଆମଦାନି ଶୁଳ୍କ ଓ କୃଷି ସେସ୍ ଲାଗୁ କରିବା ପରେ ହଠାତ୍ ଉପରମୁହାଁ ହୋଇଛି ଦର ।
ନିଜର ଜନହିତକାରୀ କାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସୋନୁ ସୁଦ୍ ।
ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍ରୁ ଆଜି ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି...
ବର୍ମିଂହାମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜାଡେଜାଙ୍କ ଜବରଦସ୍ତ ଶତକ ।
ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରଥଯାତ୍ରା ଯୋଗୁଁ କୋଭିଡ ବଢିଛି କି ନାହିଁ ୧୦/୧୫ ଦିନରେ ଜଣାପଡ଼ିବ ।
ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ...
ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଜେପି ଓ କଂଗ୍ରେସ ମୁହାଁମୁହିଁ...
ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ ।
ଯାଜପୁର ରସୁଲପୁର ଖରସ୍ରୋତା ନଦୀରେ ଧୀବରଙ୍କ ଜାଲରେ ପଡ଼ିଲା ୬ଟି ବଡ଼ ମାଛ । ମାଛ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି...
ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଶ୍ନକାଳରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ଆଲୋଚନା ସରଗରମ ହୋଇଛି ।