କାଳକ୍ରମେ ପରିସ୍ଥିତିର ପରିବର୍ତ୍ତନକୁ ନେଇ ଏବେ ଶୌଚାଳୟ ଗୃହ ମଧ୍ୟରେ ନିର୍ମାଣ କରାଯାଉଛି । ଏହି ଶୌଚାଳୟ ପାଇଁ ଯେଉଁ ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କରାଯାଉଛି, ସେହି ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣର ବାସ୍ତୁ ନିୟମ ବିଷୟରେ ଜାଣିବା । ଯେଉଁ ନିୟମକୁ ଅବମାନନା କରି ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କଲେ ଗୃହକୁ ମହାବିପଦ ଆସିଥାଏ ।