• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Watch special episode of News Fuse
Watch special episode of News Fuse

Watch special episode of News Fuse OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus

GST on Mudhi
ମୁଢିରେ ଲାଗିଲ GST .ମୁଢି ବେପାରୀଙ୍କୁ ଭେଟିଲା ଓଟିଭି...

ମୁଢି ଉପରେ ଲାଗିଲା ଜିଏସ୍‌ଟି। ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା...ଚିନ୍ତାରେ ମୁଢି ବ୍ୟବସାୟୀ। ଲୋକେ କହୁଛନ୍ତି....ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ?...

News Fuse
ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ, ପୋଲିସଠୁ ତଣ୍ଟିଆ ଖାଇଲେ...

ମୋ ବୋଉଲୋ...ଇଏ ତଣ୍ଟିଆ ଯିଏ ଖାଇବ ତା’ ଷଣ୍ଢା ଥିବ ତ ଆଉ? ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ହେଲେ ଇଏ ଯୋଉ ତଣ୍ଟିଆ ଖାଇଲେ ସେଥିରେ ବେକ ରହିବ ତ?

Naveen Patnaik
ପୁଣି ଚର୍ଚ୍ଚାରେ ନବୀନ...ଆଉ ତାଙ୍କ ଦୁଇ ଭଉଣୀ...

ନବୀନଙ୍କ ଦୁଇ ଭଉଣୀ, କହ କାହାଣୀ। ଜଣଙ୍କ ପ୍ରତି ଅନାବିଳ ଭଲପାଇବା ଆଉ ଜଣଙ୍କୁ କରୁଛନ୍ତି କି ହତାଦର? ଦେଖନ୍ତୁ ଏଇ ରିପୋର୍ଟ...

Headmaster embezzles Rs 4 lakh
ପିଲାଙ୍କ ପାଇଁ ଆସିଥିଲା ମଧ୍ୟାହ୍ନ ଭୋଜନ, ୪ ଲକ୍ଷ ଟଙ୍କା ଖାଇଦେଲେ ପ୍ରଧାନଶିକ୍ଷକ

ଏ କେମିତିକା ଶିକ୍ଷକ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ...ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ନିଜେ ଖାଇଦେଲେ। ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ। ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ। ରାସ୍ତା...

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Rupees vs Dollar
ଡଲାର୍‌ ତୁଳନାରେ କାହିଁକି ଦୁର୍ବଳ ହେଉଛି ଟଙ୍କା ?

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି ।

Maharashtra Political Crisis
ଉଦ୍ଧବଙ୍କୁ ପୁଣି ଝଟକା; ସିନ୍ଦେ କ୍ୟାମ୍ପରେ ଯୋଗ ଦେବେ ୧୨ ସାଂସଦ !

ଶିବସେନାର ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା । ପୁଣି ଲାଗିପାରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି।

Special story
ବିଧାୟକଙ୍କ ପରେ ଶିବସେନାର ୧୨ ସାଂସଦଙ୍କୁ Y+ ସୁରକ୍ଷା

ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।

Justice for Ruchika: NYCS observes Odisha Bandh today! urges people to extend support
ରୁଚିକାଙ୍କୁ ନ୍ୟାୟ ଦାବି: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବନ୍ଦ ଡାକରା

ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଉଛି । ଦେଖନ୍ତୁ ବନ୍ଦ ପାଳନ ସମୟର କିଛି...

Traffic Violation
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..

Love birds
ଲଭ୍‌ବାର୍ଡଙ୍କ ମଧ୍ୟରେ ଝଗଡ଼ା, ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ

ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା । ବାସ୍‌...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ । ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର।

Gold, silver rates fall: Check prices of precious metals in Cuttack, Bhubaneswar
କମିଲା ସୁନା ଦର, ଜାଣନ୍ତୁ କେତେ...

ଶସ୍ତା ହେଲା ସୁନ-ରୂପା ଦର..

Matriculation Pass
୧୦୦ ବର୍ଷ ପରେ ଗାଁର ପ୍ରଥମ ମାଟ୍ରିକୁଲେଟ୍‌; ଇଞ୍ଜିନିୟର୍ ହେବାକୁ ଇଚ୍ଛା, ହେଲେ..

ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍‌ କରିନାହାନ୍ତି ମାଟ୍ରିକ୍‌। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍‌ କଲେ ସନ୍ଦୀପ...

Taste of Odisha - Know the recipe of Schezwan Mushroom
Taste of Odisha - Know the recipe of Schezwan Mushroom

Taste of Odisha - Know the recipe of Schezwan Mushroom OdishaTV is Odisha\'s no 1 News Channel. OTV being the first private satellite TV channel in Odisha

Ashara Aloka | Watch how alcohol ruins relationship, marriage
Ashara Aloka | Watch how alcohol ruins relationship, marriage

Ashara Aloka | Watch how alcohol ruins relationship, marriage OdishaTV is Odisha\'s no 1 News Channel. OTV being the first private satellite TV channel

Sri Lanka President\'s home turns public place - OTV News Fuse
Sri Lanka President\'s home turns public place - OTV News Fuse

Sri Lanka President\'s home turns public place - OTV News Fuse OdishaTV is Odisha\'s no 1 News Channel. OTV being the first private satellite TV channel

BMC makes face masks mandatory in Berhampur  as COVID-19 cases rise
ଏଣିକି ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ...ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

Odisha reports 945 new COVID19 infections in last 24 hours taking total active cases to 6316
ରାଜ୍ୟରେ ପୁଣି ହଜାରେ ମୁହାଁ କରୋନା ସଂକ୍ରମଣ

ଆଜି ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...