• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

China China Deployed 50 Thousand Soldiers On Ladakh Lac Using Drones In Disputed Areas
ଭାରତ ଉପରେ ନଜର ରଖିବା ପାଇଁ ୫୦ ହଜାର ସେନା ମୁତୟନ ସହ ଡ୍ରୋନ୍‌ ଉଡ଼ାଉଛି ଡ୍ରାଗନ

ଭାରତ-ଚୀନ୍‌ ସୀମାରେ ଚୀନ୍‌ ତାର କାର୍ଯ୍ୟକଳାପକୁ ବଢାଇବାରେ ଲାଗିଛି । ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ୍ ପ୍ରାୟ ୫୦ ହଜାରରୁ ଅଧିକ ସେନାଙ୍କୁ ନିୟୋଜିତ କରିଛି । ଏହାସହ ଭାରତୀୟ ସୀମା ନିକଟରେ ଡ୍ରୋନ୍ ଉଡୁଥିବାର ମଧ୍ୟ ଦେଖିବାକୁ ମିଳିଛି ।...

Daily Horoscope
Daily Horoscope, 27 Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୭ ତାରିଖ, ସୋମବାର, କନ୍ୟା ୧୧ ଦିନ, ଆଶ୍ୱିନମାସ,, କୃଷ୍ଣପକ୍ଷ, ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର। ବୃଷ ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର । ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 27 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

ipl 2021
କୋଲକାତା ନାଇଟ୍ ରାଇଡର୍ସର ବିଜୟ ଅଭିଯାନକୁ ରୋକିଲା ଚେନ୍ନାଇ ସୁପର୍ କିଙ୍ଗ୍ସ

ଆଜି ଆଇପିଏଲ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ଉଇକେଟରେ ହରାଇଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଚେନ୍ନାଇ...

Angela merkel
ଅବସର ନେଲେ ଜର୍ମାନ ଚାନ୍‌ସେଲର୍ ଆଞ୍ଜେଲା ମର୍କେଲ

ଅବସର ନେଲେ ଜର୍ମାନର କୁଳାଧିପତି ଆଞ୍ଜେଲା ମର୍କେଲ। ୧୬ ବର୍ଷ ଧରି ଜର୍ମାନୀର ଶାସନ କରିବା ପରେ କୁଳାଧିପତି ଆଞ୍ଜେଲା ମର୍କେଲ ବର୍ତ୍ତମାନ ଅବସର ନେବାକୁ ପ୍ରସ୍ତୁତ ହୋଇଛନ୍ତି। ୨୬ ସେପ୍ଟେମ୍ବରରେ ଜର୍ମାନୀରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଭୋଟରଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଠିଛି ଯେ ୟୁରୋପର...

PM Modi
ମନ୍ କି ବାତରେ ଓଡିଶାର ପଟ୍ଟାୟତ ସାହୁଙ୍କ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୮୧ ତମ ସଂସ୍କରଣ ଆକାଶବାଣୀରେ ପ୍ରକାଶିତ ହୋଇଛି। କାର୍ଯ୍ୟକ୍ରମରେ ମୋଦୀ କରୋନା ମୁକାବିଲା,ନଦୀ ସଂଯୋଗୀକରଣ ଓ ଡିଜିଟାଲ୍ ପେମେଣ୍ଟ ଆଦି ବିଷୟ ଉପରେ ଚର୍ଚ୍ଚା କରିଛନ୍ତି। ଏନେଇ ଓଡିଶାର ପଟ୍ଟାୟତ ସାହୁ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

lab assistant
ମହାନଦୀ ବ୍ରିଜରୁ ଡେଇଁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ନିଖୋଜ

ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି ।

Cyclone gulab
ସଂଧ୍ୟା ୬ ଟା ରେ ଲ୍ୟାଣ୍ତଫଲ୍ କରିବ "ଗୁଲାବ୍"

ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।

arindam das
ଅରିନ୍ଦମଙ୍କ ପତ୍ନୀଙ୍କୁ ସହାୟତା ରାଶି ହସ୍ତାନ୍ତର

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା...

Taliban Hang 4 Bodies From Cranes In Herat Says Its Lesson For Kidnapper
୪ ଜଣଙ୍କୁ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ୍‌; କହିଲା ଅପହରଣକାରୀଙ୍କୁ ଏମିତି ମିଳିବ ଦଣ୍ତ

ତାଲିବାନ୍‌ର ବର୍ବରତା ହିଂସା କାଣ୍ଡ । ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ । କିଡ୍‌ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକରେ ଖୁଣ୍ଟିରେ ୪ ଜଣଙ୍କୁ ହତ୍ୟାକରି ତାଙ୍କ ମୃତ ଦେହ ଟାଙ୍ଗିଦେଇଛି ତାଲିବାନ୍‌। ଏଭଳି ଦଣ୍ତାଦେଶ ଦ୍ୱାରା ଅହରଣକାରୀଙ୍କୁ ଉଚିତ୍ ଶିକ୍ଷା...

blind dog
ଅନ୍ଧ ହୋଇ ମଧ୍ୟ ଦେଖି ପାରୁଛି କୁକୁର! ଡାକ୍ତର କହିଲେ “ମେଡିକାଲ୍ ମିଷ୍ଟ୍ରି”

ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି କୁକୁର। ସାଧାରଣ କୁକୁର ଭଳି କାମ ମଧ୍ୟ କରୁଛି ଡେଭ୍। ଜନ୍ମରୁ ଅନ୍ଧ ବୋଲି ଜାଣିନଥିଲେ ମହିଳା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ମେଡିକାଲ୍ ମିଷ୍ଟ୍ରି କହିଛନ୍ତି ପଶୁ ବିଶେଷଞ୍ଜ ଡେଭିଡ୍ ୱିଲିୟମ୍ସ୍। ତେବେ ଏହି ଘଟଣା ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ...

America 157 Artefacts Antiquities Were Handed Over By Us During Pm Narendra Modi
ଆମେରିକାରୁ ମୋଦି ଆଣିଲେ ୧୫୭ଟି ପ୍ରାଚୀନ କଳାକୃତି

ଆମେରିକାରୁ ନିଜ ମାଟିର ଐତିହାସିକ ମୂର୍ତ୍ତିକୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଗସ୍ତ ସାରି ଭାରତ ଫେରିବା ବେଳେ ମୋଦି ୧୫୭ଟି ପୁରାତନ ଓ ଐତିହାସିକ ଉପହାର ନେଇ ଆସିଛନ୍ତି । ଯାହା ବହୁ ବର୍ଷ ଧରି ଭିନ୍ନ ଭିନ୍ନ ଉପାୟରେ ଭାରତଠାରୁ ଛଡାଇ ନିଆଯାଇଥିଲା

Special Story | UIDAI Brings New Rules For Baal Aadhaar Card
ଆଧାର କାର୍ଡ ପ୍ରସ୍ତୁତି ନିୟମ ବଦଳିଲା, ସମସ୍ତେ ହେବେ ପ୍ରଭାବିତ !

ସବୁଠି ସବୁ ସମୟରେ ଦରକାର ଆଧାର କାର୍ଡ। ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ଶବ ସତ୍କାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ଦରକାର ହୋଇଥାଏ। ଯଦି ଆପଣଙ୍କ ଆଧାର କାର୍ଡ ଭୁଲ୍ ଥାଏ ତେବେ ଆପଣ ଅସୁବିଧାରେ ପଡିଥାନ୍ତି। ଏସବୁ ଅସୁବିଧାକୁ ଏଡାଇବା ପାଇଁ ଆସିଛି ଆଧାର...

Special Story | Deserves Salute !! Girl Gives New Life To Father
ଏମିତି ଝିଅକୁ ଶହେ ସଲାମ, ନିଜ ଜନ୍ମଦାତାଙ୍କୁ ଦେଲେ ନୂଆ ଜୀବନ

ଆମ ପରିବାର ଗୁଡ଼ିକରେ ଝିଅଙ୍କ ଗୁରୁତ୍ୱ କମ୍। କିନ୍ତୁ ଉଚିତ୍ ସମୟରେ ଝିଅମାନେ ହିଁ ବାପା ମାଆଙ୍କର ଯତ୍ନ ନେଇଥାନ୍ତି। ସେମିତି ଜଣେ ଝିଅ ହେଲେ ୨୨ ବର୍ଷୀୟା ସଲୋନୀ।

Father Died Due To Covid, Son Makes Silicon Statue In His Memory
କରୋନା ନେଲା ଜୀବନ, ବାପାଙ୍କ ଜୀବନ୍ତ ଷ୍ଟାଚ୍ୟୁ ତିଆରି କଲା ପୁଅ...

ପୁଅ ସବୁବେଳେ ଚାହେଁ ବାପା ସବୁ ବେଳେ ଥାଆନ୍ତୁ। ଦୁଃଖ ସୁଖଠାରୁ ଆରମ୍ଭ କରି ଭଲମନ୍ଦରେ ସାଥ୍ ଦିଅନ୍ତୁ। ହେଲେ ମହାରାଷ୍ଟ୍ରର ଜଣେ ଯୁବକ ପରଲୋକ ପରେ ନିଜ ବାପାଙ୍କୁ ଏମିତି ରଖିଛନ୍ତି

Why Odisha Is Turning Into Cyclone-Prone State, OTV Report
କାହିଁକି ବାରମ୍ବାର ଓଡ଼ିଶା ଆଡ଼କୁ ମୁହାଁଉଛି ବାତ୍ୟା? କଣ ରହିଛି କାରଣ?

ବାରମ୍ବାର ଓଡ଼ିଶାକୁ କାହିଁକି ମାଡ଼ି ଆସୁଛି ବାତ୍ୟା? କ’ଣ ରହିଛି ଏହା ପଛରେ କାରଣ ? ଦେଖନ୍ତୁ ଏହି ଭିଡ଼ିଓ...

Cyclone Gulab Lays Centred About 310 KM Of Odisha’s Gopalpur, Rainfall Alert In 7 Districts
ଉପକୂଳ ମୁହାଁ ବାତ୍ୟା ଗୁଲାବ

ବାତ୍ୟା ଏବେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ। ଗୋପାଳପୁରରୁ ୩୧୦ କିମି, କଳିଙ୍ଗପଟ୍ଟନମରୁ ୩୮୦ କିମି ଦୂରରେ। ଗତ ୬ ଘଣ୍ଟା ହେଲା ଏହାର ବେଗ ରହିଛି ଘଣ୍ଟା ପ୍ରତି ୭ କିମି।

Rajgangpur Man Pays Tribute To Arindam Das Through Sand Animation
ସ୍ୟାଣ୍ଡ ଆନିମେଶନରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ୟାଣ୍ଡ ଆନିମେଶରେ ଅରିନ୍ଦମଙ୍କ କଳାକୃତି କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁନ୍ଦରଗଡ଼ର ବାଲୁକାଶିଳ୍ପୀ ରାଜୁ ସାହୁ

Coronavirus Dangerous R 1 Variant Of Corona Found In America
ଆମେରିକାରେ ଚିହ୍ନଟ ହେଲା କରୋନାର ସବୁଠାରୁ ଭୟାନକ ଭାରିଏଣ୍ଟ୍‌, ସତର୍କ ରହବିକୁ ପରାମର୍ଶ

ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍‌ । ଆମେରିକାରେ କରୋନାର ସବୁଠୁ ଭୟାନକ କରୋନା ଆର୍‌ ୱାନ୍‌ ଭାରିଏଣ୍ଟ୍‌ (Corona R.1 Variant) ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ୍‌ ବହୁତ କମ୍‌ ଲୋକଙ୍କ ଠାରେ ଚିହ୍ନଟ ହୋଇଥିବା ସତ୍ତ୍ୱେ ଏହାର ଭୟ ଏବେ ସମଗ୍ର ବିଶ୍ୱରେ ବଢିଥିବାର...

Horoscope
Daily Horoscope, 26Sept 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୬ ତାରିଖ, ରବିବାର, କନ୍ୟା ୧୦ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.......

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result