Advertisment

ଏମିତି ଝିଅକୁ ଶହେ ସଲାମ, ନିଜ ଜନ୍ମଦାତାଙ୍କୁ ଦେଲେ ନୂଆ ଜୀବନ

ଆମ ପରିବାର ଗୁଡ଼ିକରେ ଝିଅଙ୍କ ଗୁରୁତ୍ୱ କମ୍। କିନ୍ତୁ ଉଚିତ୍ ସମୟରେ ଝିଅମାନେ ହିଁ ବାପା ମାଆଙ୍କର ଯତ୍ନ ନେଇଥାନ୍ତି। ସେମିତି ଜଣେ ଝିଅ ହେଲେ ୨୨ ବର୍ଷୀୟା ସଲୋନୀ।

author-image
Otv Khabar Bureau
ଅଦ୍ୟତନ ହୋଇଛି

ଆମ ପରିବାର ଗୁଡ଼ିକରେ ଝିଅଙ୍କ ଗୁରୁତ୍ୱ କମ୍। କିନ୍ତୁ ଉଚିତ୍ ସମୟରେ ଝିଅମାନେ ହିଁ ବାପା ମାଆଙ୍କର ଯତ୍ନ ନେଇଥାନ୍ତି। ସେମିତି ଜଣେ ଝିଅ ହେଲେ ୨୨ ବର୍ଷୀୟା ସଲୋନୀ। ନିଜ ଜୀବନକୁ ବାଜି ଲଗେଇ ସେ ନିଜ ବାପାଙ୍କ ପାଇଁ ଯାହା କରିଛନ୍ତି ତାହା ହୁଏତ କୌଣସି ପୁଅ କରିନଥାନ୍ତା। ଏମିତି ଝିଅକୁ ଶହେ ସଲାମ।

Advertisment
Kalahandi Dharmagarh Special Story
Advertisment
Advertisment