ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
‘କେନ୍ଦୁଝରରୁ ଭୁବନେଶ୍ୱର ଯାଇ ଆଜି ସାରା ରାଜ୍ୟକୁ ସେ ଦୋହଲେଇ ଦେଇଛି। କେନ୍ଦୁଝର ମାଟି ପାଇଁ ସେ ବହୁତ କିଛି କରିବାକୁ ଚାହିଁଛି’।
DRDO ତଥ୍ୟ ଚୋରି ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା। ଅଭିଯୁକ୍ତ ବସନ୍ତକୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା
ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ
କଟକ ଆସୁଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା । କଟକରେ ନିର୍ମିତ ଓଡ଼ିଶା ରାଜ୍ୟ ଆଇନସେବା ଭବନ ଓ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର ନୂତନ କୋଠାକୁ କରିବେ ଉଦଘାଟନ।
ହାତୀକୁ ଘଉଡାଇବାକୁ ଯାଇଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମ୍ କୁ ନିୟୋଜିତ କରାଯାଇଛି ।
ପଞ୍ଚଭୂତରେ ବିଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପାର୍ଥିବ ଶରୀର । ଆଜି ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ବୈତରଣୀ ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି MD।
ଦିନେ କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି ଅରିନ୍ଦମଙ୍କୁ ପଚାରିଥିଲେ ତୁ ଫାଇଲିନ୍, ହୁଡହୁଡ ବେଳେ ଅଣ୍ଟାଏ ପାଣିରେ ପଶି କାହିଁ ରିପୋର୍ଟିଂ କରୁଛୁ। ସେଦିନ ଉତ୍ତରରେ କ’ଣ କହିଥିଲେ ଅରିନ୍ଦମ ଶୁଣନ୍ତୁ। T
ଆପଣଙ୍କ ଫୋନ୍ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ, ଭିଡ଼ିଓ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ନେଉଛି ଚାଇନା। ଯଦି ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ତେବେ, ନିଶ୍ଚିତ ଦେଖନ୍ତୁ ଏହି ଭିଡ଼ିଓ...
୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ହେଲେ IAS ଟପ୍ପର। ଜାଗ୍ରତି ଅୱସ୍ତି ଦ୍ୱିତୀୟ ଓ ଅଙ୍କିତା ଜୈନ ୩ୟ ସ୍ଥାନ ହାସଲ କରିଛନ୍ତି। IASTopper SuvamKumar
ସମ୍ଭାବ୍ୟ ବାତ୍ୟାକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରେସମିଟ୍। ଶୁଣନ୍ତୁ ସେ କଣ କହୁଛନ୍ତି।
୨୧ବର୍ଷର ଝିଅ ମିତାଲୀ। ଏଇ ବୟସରେ ଯିଏ ଫୁଲିଟିଏ ପରି ଫୁଟି ଉଠିବା କଥା, ସ୍ୱପ୍ନରେ ଭାସିବୁଲିବା କଥା ସେଇ ବୟସରେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜର ଶୈଶବ, କୈଶୋର ଓ ଯୁବାବସ୍ଥାକୁ ହରେଇବାକୁ ବସିଲାଣି।
ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍। ଯାହାର ମଡେଲ ଦେଖିବାକୁ ଖୁବ ସୁନ୍ଦର। ଏଥିରେ ନିଜେ ଯିବା ସହିତ ମାଲ ପରିବହନ ଓ ଜରୁରୀକାଳୀନ ସେବା ଯୋଗାଇ ହେବ। ତେବେ ଏହି ଫ୍ଲାଇଙ୍ଗ କାର ଲଞ୍ଚ ହେବାର ତାରିଖ ଜାଣି...
କିଏ କହେ ସିଏ ଓଡ଼ିଶା ସାମ୍ବାଦିକ ଜଗତର ଝଡ଼, ଆଉ କିଏ କହେ ଡେୟାର ଡେଭିଲ୍। ତାଙ୍କ ରିପୋର୍ଟିଂ ସୁନ୍ଦର ଏବଂ ମାର୍ଜିତ। ସିଏ ସୃଷ୍ଟି କରିଥିଲେ ଦୁଃସାହସିକ ସାମ୍ବାଦିକତାର ଏକ ନୂଆ ଦିଗ।
ପାର୍ବଣର ଗହଳିପୂର୍ଣ୍ଣ ସ୍ଥାନରେ ହୋଇପାରେ ଆତଙ୍କୀ ହମଲା । ଭାରତର ଉତ୍ସବର ମାହୋଲରେ ବିଷ ମିଶାଇବା ତଥା ଆକ୍ରମଣ କରିବା ପାଇଁ ଆତଙ୍କୀ ସଂଗଠନମାନେ ଜୋରସୋରରେ ପ୍ରସ୍ତୁତ କରୁଛନ୍ତି । ଯାହା ଦ୍ୱାରା ଭାରତର ଶାନ୍ତିରେ ଅସ୍ଥିରତା ଦେଖାଯିବ । ଏନେଇ ଗୁପ୍ତଚର ଏଜେନ୍ସି ମାନେ ଆଇଏସ୍ଆଇ ମାଧ୍ୟମରେ...
ମିଶିକି ଲୁଟିବା, ମିଶିକି ଖାଇବା....ଏହି ଗୀତଟି ଗାଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଛୋଟ ବାଳକ ଅଲ୍ଲୀ ହାଇଦର । ଛୋଟ ପିଲାଟି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଗାଇଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପ୍ରତି ଥିବା ନିଜ କ୍ରୋଧକୁ ଦର୍ଶାଇଛି ।...
ଦେଶରେ କମୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ଦେଶରେ ୨୯,୬୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩୬,୨୪,୦୦୦ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୬୫୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା।...
ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାର WHO ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୂଷଣ ରୋକିବା ପାଇଁ WHO ନୂଆ ଗାଇଡ୍ଲାଇନ୍ ଜାରି କରିଛି ଏବଂ ଏହାକୁ ମାନିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛି।
୨୦ ବର୍ଷ ହେଲେ ଝିଅମାନଙ୍କୁ ବିବାହ କରିବାକୁ ପଡିବ । ଏଭଳି ନୂଆ ନିୟମ ଜାରି କରି ମହିଳାମାନଙ୍କ ଆତ୍ମସମ୍ମାନକୁ ପୁଣି ତଳେ ପକାଇଛି ତାଲିବାନ୍ । କେବଳ ଏତିକି ନୁହେଁ ୧୮ ବର୍ଷର ଝିଅମାନଙ୍କୁ ବିବାହ ପରେ ହିଁ ବିଶ୍ୱବିଦ୍ୟାଳୟରେ ପଢିବାକୁ ଅନୁମତି ମିଳିବ । ବିବାହ...