ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୫ ତାରିଖ, ଶନିବାର, କନ୍ୟା ୯ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ଦ୍ୱିଜାନକ୍ଷତ୍ର।ମେଷରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଇସ୍ଲାମିକ୍ ସହଯୋଗୀ ସଂଗଠନ OIC ବାରମ୍ବାର ଜାତିସଂଘରେ ଏହାକୁ ବିରୋଧ କରୁଛି । ତେବେ ଭାରତ ପକ୍ଷରୁ OICକୁ ମୁହଁତୋଡ଼ ଜବାବ ମିଳିଛି ଜାତିସଂଘରେ । ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଭାରତ...
ଗୁଗୁଲ ଏବଂ ଆପଲ୍ ଏକାସାଙ୍ଗରେ ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଦ୍ୱାରା ଉପଭୋକ୍ତାମାନେ ଏହି ଆପ୍ସ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ। ସୂଚନା ଅନୁଯାୟୀ, ଉପଭୋକ୍ତାଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ୮,୧୩,୦୦୦ ରୁ ଅଧିକ...
ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର।
ହାତରେ ଆଉ ମାତ୍ର କେଇଟା ଦିନ ବାକି। ବଦଳିବାକୁ ଯାଉଛି ଟଙ୍କା ପଇସା ସଂପର୍କୀତ ନିୟମ। ଏଣିକି ଆପଣଙ୍କୁ ନ ଜଣାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କେହି ନେଇ ପାରିବେ ନାହିଁ। ଜାଣନ୍ତୁ, କ’ଣ ସେହି ନିୟମ?
ଦିଲ୍ଲୀର ରେସ୍ତୋରାଁରେ ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ I ଦିଲ୍ଲୀ ପୋଲିସକୁ ମାମଲାର ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ତଲବ କରିଛନ୍ତି
ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଲେ ମୋଦି। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା।କୋଭିଡ୍ ବେଳେ ଆମେରିକାର ସହାୟତା ପାଇଁ ଜଣାଇଲେ କୃତଜ୍ଞତା
କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ। ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ।
ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି।
ବାପା, ମା, ବଡ଼ଭାଇ। ଡକାଡକି ହୋଇ ତିନି ହେଁ ଚାଲିଗଲେ। ଏବେ ଏକା ଏକା ବଞ୍ଚୁଛନ୍ତି କୋରାପୁଟର ଦୁଇ ଭାଇ ଭଉଣୀ ସୁରେଶ ଆଉ ପ୍ରିୟଙ୍କା। ଘରଦ୍ୱାର ନାହିଁ।
ନିର୍ମାଣ ହେଲା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ କାର୍ । ଚେନ୍ନାଇ ସ୍ଥିତ ଏକ ଭାରତୀୟ ଷ୍ଟାର୍ଟ ଅପ୍ ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ନିର୍ମାଣ କରିଛି । ଏହାକୁ ନେଇ ନାଗରିକ ବିମାନ ମନ୍ତ୍ରୀ ବିଶ୍ୱରେ ଖୁସି ବ୍ୟକ୍ତ କରିଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।
କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ। ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ।
ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର...
କଟକର ବେଆଇନ୍ ପାଉଁରୁଟି କାରଖାନା ଉପରେ ଚଢାଉ। କଟକ ଶିଖରପୁର ସ୍ଥିତ ପାଉଁରୁଟି କାରଖାନାରେ ସିଏମସି ଅଧିକାରୀଙ୍କ ତନାଘନା। ବିନା ଅନୁମତି ଓ କାଗଜପତ୍ର ନଥାଇ କାରଖାନା ଚଳାଉଥିବାର ଅଭିଯୋଗ ଆସିଛି। ନିମ୍ନ ମାନର ପାଉଁରୁଟି ତିଆରି କରୁଥିବା ଅଭିଯୋଗରେ ସିଏମସି ଚଢାଉ କରିଛି।
ଭାରତୀୟ ସେନା ଏସସିଓର(SCO) ଷଷ୍ଠ ସଂସ୍କରଣର ଉଦଘାଟନୀ ସମାରୋହରେ ଭାଗ ନେଇଛି। ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଏନେଇ ଋଷିଆ ଆସଛନ୍ତି। ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ବିପିନ ରାୱତଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ତାଙ୍କର ଏହି ଗସ୍ତ ସମୟରେ ସେ ଋଷିଆରେ ଚାଲିଥିବା SCO ଶାନ୍ତି ମିଶନ...
ଗତକାଲି ରାଜ୍ୟରେ ୪ ଲକ୍ଷ ୫ ହଜାର କୋଭିଡ ଟୀକାକରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୬୭% ଲୋକେ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି ଏବଂ ୭୨% ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୩ ମାସ ବ୍ୟବଧାନ ଯୋଗୁଁ ଲୋକେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଭୁଲି ଯାଇଛନ୍ତି।
କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ...
ଆମେରିକାରେ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଫାଇଜର କମ୍ପାନୀର ବୁଷ୍ଟର ଡୋଜ୍ ବୟସ୍କଙ୍କୁ ଦିଆଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୬୫ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ନେବା ପାଇଁ ଆମେରିକାର ଫୁଡ୍ ଏବଂ ଡ୍ରଗ୍ର ମୁଖ୍ୟ ସୁଚନା ଦେଇଛନ୍ତି।