• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ECMO
ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀ ମୃତ

SCBରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ। ଇକମୋ ଚିକିତ୍ସା ଆରମ୍ଭ ପରଠୁ ଏହା ଚତୁର୍ଥ ରୋଗୀ ମୃତ୍ୟୁ। ପୂର୍ବରୁ ବଲାଙ୍ଗିର, କେନ୍ଦ୍ରାପଡା,ଭୁବନେଶ୍ୱରରେ ଜଣେ ରୋଗୀଙ୍କର ଇକମୋ ୟୁନିଟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

Corona
ରାଜ୍ୟରେ ଦିନକରେ ୬୪୪ ସଂକ୍ରମିତ ଚିହ୍ନଟ

ଧୀରେ ଧୀରେ ଦ୍ୱିତୀୟ ଲହରୀ ଦୁର୍ବଳ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଆଜି ପୁଣି ରାଜ୍ୟରେ ଦିନକରେ ୬୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟଙ୍କ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 29 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Niranjani Akhada 1
ବିଗୁଡ଼ୁଛି ସ୍ଥିତି, ମହାକୁମ୍ଭରୁ ଓହରିଯିବ ନିରଞ୍ଜନୀ ଆଖଡ଼ା, ଡାକ୍ତର-ପ୍ରଫେସର-ସଂସ୍କୃତ ବିଦ୍ୱାନ ଏଥିରେ ନାଗାସାଧୁ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିରଞ୍ଜନୀ ଆଖଡ଼ା ମହାକୁମ୍ଭରୁ ଓହରି ଯିବା ପାଇଁ ଘୋଷଣା କରିଛି। ଯଦି ଆମେ ସାଧୁଙ୍କ ସଂଖ୍ୟା ବିଷୟରେ କହିବା, ତେବେ ନିରଞ୍ଜନୀ ଆଖଡ଼ା ଦେଶର ସବୁଠାରୁ ବଡ ଏବଂ ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ। ଜୁନା ଆଖଡ଼ା ପରେ ଏହାକୁ ସବୁଠାରୁ ଶକ୍ତିଶାଳି...

hyder
ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ମଙ୍ଗଳାବାଗ ପୋଲିସ, କୋର୍ଟ ଦେଲେ ଅନୁମତି

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ତେଲାଙ୍ଗାନାରୁ ଗିରଫ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମିଶନରେଟ ପୋଲିସ ହାଇଦରକୁ ଓଡ଼ିଶା ଆଣିବା ପରେ ତାକୁ କୋର୍ଟରେ ହାଜର କରଯାଇଛି। ଏହାସହ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ତେବେ...

Kinner
କିନ୍ନରଙ୍କ ପାଖରେ ରହିଛି ଆଧ୍ୟାତ୍ମିକ ଶକ୍ତି, ମୃତ୍ୟୁ ଆସିବା ପୂର୍ବରୁ ସେମାନେ ଆଗୁଆ ଜାଣିପାରନ୍ତି..!

ଘରେ ବିବାହ ବ୍ରତ ଉତ୍ସବ କିମ୍ବା ସନ୍ତାନ ଜନ୍ମ ହେଲେ କିନ୍ନରମାନେ ଆସି ପହଞ୍ଚିଯାଆନ୍ତି। ସେ ତାଙ୍କ ଷ୍ଟାଇଲରେ ଗୀତ ବୋଲନ୍ତି, ନାଚ କରନ୍ତି ଆଉ ଆର୍ଶୀବାଦ ଦେଇ, ବକ୍ସିସ ଧରି ନିଜ ଦୁନିଆକୁ ଫେରିଯାଆନ୍ତି। ଏମିତିକି ଟ୍ରାଫିକ ସିଗନାଲରେ ମଧ୍ୟ କିନ୍ନର ମାନେ କାର କାଚ ବାଡ଼େଇ...

Lovebirds Found Dead
ମା’ ଚାପୁଡ଼ାରୁ ବଞ୍ଚିବାକୁ ଯାଇ ଟାୟାର ଭିତରେ ଲୁଚିଥିଲା ଆଶା, ଚଢ଼ିଗଲା ଜେସିବି

ବାଲେଶ୍ୱର: ମୃତ୍ୟୁ ଏମିତି ବି ଆସେ। ମା’ର ମାଡ଼ରୁ ବଞ୍ଚିବା ପାଇଁ ଲୁଚିଥିଲା କୁନି ଝିଅ। ହେଲେ ମା’ର ମାଡ଼ରୁ ତ ବଞ୍ଚିଗଲା କିନ୍ତୁ ସବୁଦିନ ପାଇଁ ଚାଲିଗଲା । କୁହାଯାଏ ମା’ ମାନେ ପିଲାକୁ ଆକଟ କରନ୍ତି। ପିଲାମାଙ୍କର ଠିକ ସମୟରେ ଖାଇବା-ଶୋଇବା-ଗାଧୋଇବା ଆଦିକୁ ଗୁରୁତ୍ୱ ଦିଅନ୍ତି।...

Maxwell Kohli
ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ବାଙ୍ଗଲୋର ଖୁସ; ପ୍ରଶଂସାରେ ପୋତିଲେ କ୍ୟାଟିଚ୍ କିନ୍ତୁ କୋହଲି କହିଲେ ଇନିଂସ ଭିନ୍ନ ଥିଲା..

ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଦଳର ମୁଖ୍ୟ କୋଚ୍ ସାଇମନ୍ କ୍ୟାଟିଚଙ୍କୁ ଲାଗୁଛି ଯେ, ଗ୍ଲେନ ମ୍ୟାକ୍ସୱେଲ ଦଳ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବେ। କାରଣ କ୍ୟାଟିଚ୍ ଅନୁଭବ କରୁଛନ୍ତି ଯେ ଗ୍ଲେନ୍ ମ୍ୟାକ୍ସୱେଲ ଆଇପିଏଲ୍ ପ୍ରଥମ ମ୍ୟାଚରୁ ବ୍ୟାଟିଂରେ ଜବରଦସ୍ତ କମାଲ କରୁଛନ୍ତି। ସେ ଭଲ...

umar khalid
ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତଥା JNU ଛାତ୍ର ଉମର ଖାଲିଦଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗୁରୁବାର ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର କଡ଼କଡ଼ଡ୍ଡୁମା କୋର୍ଟ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟ ଖାଲିଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ ସର୍ତ୍ତ...

biden
ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ-ପାକିସ୍ତାନ ଉପରେ ନିର୍ଭର କରେ: ବାଇଡେନ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ, ପାକିସ୍ତାନ, ଋଷ, ଚୀନ୍ ଏବଂ ତୁର୍କୀ ଉପରେ ନିର୍ଭର କରେ। ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ପାଇଁ ଏହି ଦେଶମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ଦେଶମାନେ...

Sputnik v
ଭାରତ ସହ ଋଷର ବଡ଼ ଡିଲ ! ମାଗଣାରେ ଦେବ ‘ସ୍ପୁଟନିକ ଭି’ ଟିକା ପ୍ରସ୍ତୁତ କରିବାର ଫର୍ମୁଲା

ଗୋଟିଏ ପଟେ ଆମେରିକାର ସିଭିଲ ସୋସାଇଟି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ଦାବି କରିଛି ଯେ, ଏକ ‘ଗ୍ଲୋବାଲ ଟିକା ଉତ୍ପାଦନ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଉ। ଯେଉଁଥିରେ ଟିକା ସମ୍ବନ୍ଧୀୟ ଟେକ୍ନୋଲୋଜିକୁ ସମସ୍ତଙ୍କ ସହ ସେୟାର କରିହେବ। ଖାଲି ସେତିକି ନୁହେଁ  କମ୍ପାନୀ ଏବଂ ସରକାରଙ୍କୁ ଏଥିପାଇଁ ଆର୍ଥିକ...

secretariate odisha
ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସଚିବଙ୍କୁ ଦାୟିତ୍ୱ ଦେଲେ ସରକାର

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସଚିବମାନେ ଜିଲ୍ଲାରେ କରୋନା ସଂକ୍ରମଣକୁ...

Yanomami tribe
ଅନ୍ତିମ ସଂସ୍କାରର ଅଜବ ପରମ୍ପରା, ମୃତ୍ୟୁ ପରେ ମୃତଦେହକୁ ହସି ହସି ଖାଇଯାଆନ୍ତି..

aljazeeraନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ସୁରାକ ବି ପାଇନାହାନ୍ତି। ସେହିଭଳି ମଣିଷ ଜାତିରେ ଏମିତି ବି କିଛି ପ୍ରଜାତି ଅଛନ୍ତି, ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ଜାଣିନାହାନ୍ତି। କେବଳ ସେମାନଙ୍କୁ ନୁହେଁ, ସେମାନଙ୍କର ରୀତିନୀତି, ପରମ୍ପରା ଏବଂ...

pipili-stop
ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ, ସିଇଓଙ୍କୁ ଚିଠି ଲେଖିଲେ ପୁରୀ ଏଡିଏମ୍

ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି...

Virat Kohli n Babr Azam
ବିରାଟଙ୍କୁ ଝଟକା ! ପାକିସ୍ତାନୀ ବ୍ୟାଟ୍ସମ୍ୟାନ ନେଲେ କୋହଲିଙ୍କ ସ୍ଥାନ..

ବିରାଟଙ୍କୁ ଝଟକା। ଏକ ନମ୍ବର ରାଙ୍କରୁ ଖସିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଦୀର୍ଘ ୧୨୫୮ ଦିନ ହେବ ଏକ ନମ୍ବର ରାଙ୍କରେ ରହି ଆସୁଥିବା ବିରାଟ ତାହା ହରାଇ ବସିଛନ୍ତି। ବିରାଟଙ୍କ ସ୍ଥାନରେ ଏବେ ପାକିସ୍ତାନ କ୍ରିକେଟ ଦଳର ଦୁର୍ଦଶ ବ୍ୟାଟ୍ସମ୍ୟାନ ବାବର ଆଜମ...

students..
ବିନା ପରୀକ୍ଷାରେ ପାସ୍ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ..

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କାରଣରୁ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଆସୁଥିଲା। ଏନେଇ ଏପ୍ରିଲ ୧୪ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ସିବିଏସଇର...

corona-in-nation
ରାଜସ୍ଥାନରେ ହସ୍ପିଟାଲରୁ ୩୨୦ ଡୋଜ୍ କରୋନା ଟିକା ଚୋରି ! ରାଜ୍ୟରେ ଆଲୋଡ଼ନ..

ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏମିତିକି ସଂକ୍ରମଣ ଯେତିକି ବଢ଼ୁଛି ମୃତ୍ୟୁ ହାର ମଧ୍ୟ ସେହି ଅନୁପାରେ ବଢ଼ିଚାଲିଛି। ତେବେ ପୁରା ରାଜ୍ୟରେ ଏଭଳି ପରିସ୍ଥିତି ରହିଥିବା ବେଳେ ଜୟପୁରରୁ ଆସିଲା ଏକ ନୂଆ ଅଭିଯୋଗ। ଏଠାରେ କରୋନା ଟିକା ଚୋରି ହୋଇଥିବା ନେଇ ଏକ...

Sambit Patra
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ସମ୍ବିତ ଆଣ୍ଡ କୋ, କହିଲେ ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ଲୋଡ଼ା

ପିପିଲି: ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହୋଲ ସେତିକି ଉଷ୍କତା ଧରୁଛି। ଦଳଗୁଡ଼ିକ ମଧ୍ୟ ସେତିକି ତତ୍ପର ହେଉଛନ୍ତି। ୧୭ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଅର୍ଥାତ ଗୁରୁବାର ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ବିଜେଡି-ବିଜେପି...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result