କୋଟିଆ ଅଞ୍ଚଳରେ ତେଲୁଗୁ ଫଳକ ଲଗାଉଛି ଆନ୍ଧ୍ର ସରକାର। ଆଗରୁ ଏହି ଅଞ୍ଚଳର ଗାଁରେ ଓଡ଼ିଆ ଫଳକ ଲଗାଯାଇଥିଲା। ଏବେ ଆନ୍ଧ୍ର ଲଗାଉଛି ତେଲୁଗୁ ଫଳକ। ଓଡିଶା ସରକାରଙ୍କ ବାରମ୍ବାର ବାରଣ ସତ୍ତ୍ୱେ ଏପରି ଘଟଣା ଘଟାଉଛି ଆନ୍ଧ୍ରପ୍ରଦେଶ।
ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।
ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।
କଳାହାଣ୍ଡିର ପଟାୟତ ସାହୁ ଏବେ ଦେଶ ବିଦେଶରେ ଏକ ପରିଚିତ ନାଁ। କାରଣ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ତାଙ୍କ ଔଷଧୀୟ ଉଦ୍ୟାନର ଭୁରୀ ଭୁରୀ ପ୍ରଶଂସା। ପ୍ରାୟ ୧ ଏକର ୨୦ ଡିସିମିଲର ଜାଗାରେ କରିଛନ୍ତି ଔଷଧୀୟ ବଗିଚା।
ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଇ-ଯାନ ଆଡକୁ ଆକର୍ଷିତ ହେଉଛନ୍ତି ଲୋକେ। ତେବେ ଦାମ ଅଧିକ ହୋଇଥିବାରୁ କିଛି ଲୋକ ଏହା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏସବୁ ସମସ୍ୟାକୁ ଦେଖି ସରକାର ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଇଲେକ୍ଟ୍ରିକ୍ ଯାନ କିଣିଲେ ସବସିଡି ମିଳିବ ବୋଲି...
ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି। ପ୍ରାୟ ଦୁଇ-ତୃତୀୟାଂଶ ସ୍ୱିସ୍ ଭୋଟରଙ୍କ...
କଟକ SCBରୁ ଡିସ୍ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।
ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଛି । ପ୍ରିୟବ୍ରତଙ୍କ ପରେ ଅସିତ ତ୍ରିପାଠୀ ହୋଇଛନ୍ତି ଭୁବନେଶ୍ୱର କ୍ଲବ ସଭାପତି...
କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା...
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ଭିଡିଓ କନ୍ଫରେନ୍ସିଂରେ ଜରିଆରେ ଏହାର ଶୁଭାରମ୍ଭ ହୋଇଛି । ଏହି ଯୋଜନା...
ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ...
ପ୍ରାୟ ଦେଢ ବର୍ଷର ଦୀର୍ଘ ଅପେକ୍ଷା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ଖୁସି ଖବର ଆସିଥିବା ଦେଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ସହିତ ଅନେକ ବଡ ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି କ୍ରମରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ” ...
ମାଲକାନଗିରି ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ବ୍ରିଜ୍ ଉପରେ ୨ଫୁଟରୁ ଅଧିକ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ଗୁଲାବ୍ ଗଲାପରେ ସ୍ଥିତି ବିଗିଡିବାରେ ଲାଗିଛି। ସରକାରଙ୍କ ତରଫରୁ ଏନେଇ ସଚେତନତା ଜାରି କରାଯାଇଛି।
'ଦାରିଦ୍ରରେ ଓଡ଼ିଶା ନମ୍ବର ୧। ଜାନକୀ ପଟ୍ଟନାୟକ ୫ମକୁ ନେଇଯାଇଥିଲେ, ଆମେ ପୁଣି ଖସି ଆସିଲେ ବିହାର ତଳକୁ। ନାରୀ ନିର୍ଯାତନାରେ ଭାରତ ଆଗରେ। ଏସବୁକୁ ନେଇ ଆମେ ଆନ୍ଦୋଳନ ଆନ୍ଦୋଳନ କରିଛି କଂଗ୍ରେସ୍।
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍ରେ ପହଞ୍ଚିବେ କର୍ମଚାରୀ। ଯଦି ଏହି ନିୟମକୁ କର୍ମଚାରୀମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ...
ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ...
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ...
ଦାଢି କାଟିଲେ ଦଣ୍ଡାଦେଶ । ଆଫ୍ଗାନରେ ଏପରି ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ୍ । ଧିରେ ଧିରେ ତାଲିବାନ୍ ଏବେ ନିଜ ଅସଲ ଚେହେରା ଦେଖାଇବାରେ ଲାଗିଲାଣି । ଆଫଗାନିସ୍ତାନ ଜବରଦଖଲ ପରେ ତାଲିବାନ ଏବେ କୋଡିଏ ବର୍ଷ ପୁରୁଣା ନିୟମ ଲାଗୁ କରିଛି ।...