• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Kolkata Night Riders
କୋଲକତା ଜାଲରେ ଫସିଲା ମୁମ୍ବାଇ ଇଣ୍ଡିଆନ୍ସ, ମାତ୍ର ୧୧ ରନରେ ହରାଇଲା ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ !

ନୂଆଦିଲ୍ଲୀ: ଆଇପିଏଲରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏଥର ନିଜ ଦ୍ୱିତୀୟ ମ୍ୟାଚରେ ବି ବଡ଼ ସ୍କୋର କରିବାରେ ବିଫଳ ହୋଇଛି। କୋଲକତା ବିରୋଧରେ ଆଜି ପ୍ରଥମେ ମଇଦାନକୁ ଓହ୍ଲାଇ ମୁମ୍ବାଇ ଦଳ ର୍ନିଦ୍ଧାରିତ ୨୦ ଓଭରରେ ୧୦ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିପାରିଛି।...

Harbhajan Singh
ଏବେ କୋଲକତା ପାଇଁ ଖେଳୁଛନ୍ତି ହରଭଜନ, ହେଲେ ପ୍ରଶଂସା କରୁଛନ୍ତି ମୁମ୍ବାଇର..

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ପଞ୍ଚମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ମ୍ୟାଚରେ ମୁମ୍ବାଇ ଆରସିବି ବିପକ୍ଷରେ ହାରିଥିବା ବେଳେ କେକେଆର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜିର...

pramod-sawant2
ଗୋଆ ବିଜେପି ସରକାରକୁ ଝଟକା, ଏନଡିଏରୁ ଅଲଗା ହେଲା ଜିଏଫପି...

ଗୋଆରେ ବିଜେପିକୁ ଝଟକା। ଏନଡିଏରୁ ଅଲଗା ହେଲା ଜିଏଫପି। ଗୋଆ ଫରୱାର୍ଡ ପାର୍ଟି ପକ୍ଷରୁ ଆସିଲା ବଡ଼ ଅଭିଯୋଗ। ଗୋଆରେ ବିଜେପି ଗୋଆ ବିରୋଧୀ ନୀତି ଆପଣାଉଛି ବୋଲି ଅଭିଯୋଗ କରିଛି ଗୋଆ ଫରୱାର୍ଡ ପାର୍ଟି। ଦଳ ପକ୍ଷରୁ ସିଧାସଳଖ ଅରୋପ ଲଗାଯାଇଛି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ...

ramjan
ରମଜାନ ମାସରେ ଉପବାସ ରହି ଟିକା ନେଇପାରିବେ ତ ? ଫତୱା ଜାରି କଲା ଇଫ୍ତା ଫରଙ୍ଗୀ ମହଲ..

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦାରୁଲ ଇଫ୍ତା ଫରଙ୍ଗୀ ମହଲ ଏକ ଫତୱା ଜାରି କରିଛି। ଏଥିରେ କୁହାଯାଇଛି ଯେ ରୋଜା ସମୟରେ ମଧ୍ୟ କରୋନା ଟିକା ନିଆଯାଇପାରିବ। ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ସପଷ୍ଟ କରାଯାଇଛି ଯେ, କରୋନା ଟିକା ନେବା ଦ୍ୱାରା...

reginaldo Dayer
‘ଜାଲିଆନାବାଲା ବାଗ’ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଡାୟରଙ୍କୁ ଫାଶି ହେବାର ଥିଲା, କିନ୍ତୁ ତାଙ୍କୁ ରକ୍ଷା କଲା କିଏ..?

ସାରା ବିଶ୍ୱରେ ସବୁଠୁ ଭୟଙ୍କର ନରସଂହାର ମଧ୍ୟରୁ ଜାଲିଆନାବାଲା ବାଗ ହତ୍ୟାକାଣ୍ଡ ଅନ୍ୟତମ। ଏହି ଘଟଣା ପରେ ପୁରା ଦେଶରେ କ୍ରୋଧ ଓ ପ୍ରତିଶୋଧର ବହ୍ନି ଦେଖିଥିବା ମିଳିଥିଲା। ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ। ଏହି କାଣ୍ଡ ଭିଆଇଥିବା ବ୍ରିଟିଶ ସରକାରର ମୁଣ୍ଡ ସାରା ବିଶ୍ୱରେ ତଳକୁ ହୋଇଯାଇଥିଲା।...

myanmar-sixteen_nine
ରକ୍ତର ହୋଲି ଖେଳୁଛି ସୁରକ୍ଷା ବାହିନୀ, ଗୋଟିଏ ଦିନରେ ୮୨ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା...

ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଥମିବାର ନାଁ ଧରୁନି । ଏବେ ବି ଚାଲିଛି ରକ୍ତର ହୋଲି। ସାମରିକ ଶକ୍ତି ଓ ଦେଶର ଜନତାଙ୍କ ମଧ୍ୟରେ ଚାଲିଛି ଜୋରଦାର ଯୁଦ୍ଧ। ଶନିବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ପାଖାପାଖି ୮୨ ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଗୁଳି କରି...

prithvi-sh Prachi Singh
ପୃଥ୍ୱୀ ଶ’ଙ୍କ ଧୁଆଁଧାର ଅର୍ଦ୍ଧଶତକ ଇନିଂସ ଦେଖିଲେ ଗର୍ଲଫ୍ରେଣ୍ଡ ପ୍ରାଚୀ, ସୋସିଆଲ ମିଡିଆରେ ରଖିଲେ ନିଜର ପ୍ରତିକ୍ରିୟା...

ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଫୃଥ୍ୱୀ ଶ’ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ଚମତ୍କାର ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ମ୍ୟାଚରେ ସେ ଧୁଆଁଧାର ଅର୍ଦ୍ଧଶତକ ମାରି ସମସ୍ତଙ୍କ ମନ କିଣିଛନ୍ତି।

corona-new
ଶେଷ ହେବାକୁ ବସିଲାଣି କରୋନା ଟିକା, ମୁଣ୍ଡରେ ହାତ ଦେଇ ବସିଛନ୍ତି ସରକାର...

ଜୟପୁର: ରାଜସ୍ଥାନର ଅନେକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କରୋନା ଟିକା ଶେଷ ହୋଇସାରିଛି କିମ୍ବା ଶେଷ ହେବାକୁ ଯାଉଛି। ଏଥିପାଇଁ ଗେହଲଟ୍ ସରକାର ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚାପ ପକାଉଛନ୍ତି। ଏଥିସହ ରାଜ୍ୟରେ ଟିକା କମ୍ ଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ...

Gagan pandit Barun Pandit Arrested
ଜଣେ କିନ୍ନରଙ୍କୁ ହତ୍ୟା ପାଇଁ ୫୫ ଲକ୍ଷର ସୁପାରୀ ! ଦିଲ୍ଲୀ ପୋଲିସ କଲା ଖୁଲାସା...

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା। ଦୁଇ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୂର୍ବରୁ ପୋଲିସ ଏହି ହତ୍ୟାକାରୀଙ୍କ ମୁଣ୍ଡରେ ପୁରସ୍କାର ରାଶି ମଧ୍ୟ ରଖିଥିଲା। ଜଣଙ୍କ ପାଇଁ ୧ ଲକ୍ଷ ଏବଂ ଆଉ ଜଣଙ୍କ ପାଇଁ ୫୦ ହଜାର...

Yogi Adityanath
ବିଗୁଡ଼ୁଛି ୟୁପି ସ୍ଥିତି, ୩୦ ଏପ୍ରିଲ ଯାଏଁ ସ୍କୁଲ ବନ୍ଦ କରିଦେଲେ ଯୋଗୀ ସରକାର..

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟ କ୍ଲାସ୍ କରିପାରିବେ...

DHONI- Rishav
ହାର୍‌ ମାନିଲେ ଗୁରୁ ମହେନ୍ଦ୍ର ସିଂହ ଧୋନି, ଦମଦାର ବ୍ୟାଟିଂ ସହ ଏକ ପାଖିଆ ମ୍ୟାଚ୍ ଜିତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଗୁରୁ-ଚେଲା ଲଢ଼େଇରେ ବାଜି ମାରିଲେ ଚେଲ୍ଲା। ଆଇପିଏଲ୍‌ ଚଳିତ ସିଜିନ୍‌ରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି। ଚେନ୍ନାଇକୁ ୭ ୱିକେଟ୍‌ରେ ହରାଇଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ଏହି ବିଜୟର ମୁଖ୍ୟ ଆକର୍ଷଣ ଥିଲେ ଶିଖର ଧୱନ ଓ ପୃଥ୍ୱୀ...

water
ଟଙ୍କାକରେ ଚାଉଳ, ହେଲେ ପାଣି ୬୦ ! ୪ ବର୍ଷ ହେଲାଣି ଏମିତି ପାଣି କିଣି ଚଳୁଛନ୍ତି ୩୦ରୁ ଅଧିକ ଗାଁ

ଟଙ୍କାକରେ ଚାଉଳ ମିଳୁଛି। ହେଲେ ପାଣି ୬୦ ଟଙ୍କା। ସପ୍ତାହକର ପାଣି ବ୍ୟବହାର ପାଇଁ ଦେବାକୁ ପଡ଼ୁଛି ୫୦ରୁ ୬୦ ଟଙ୍କା। ଏଭଳି ଦୟନୀୟ ସ୍ଥିତି ଉପୁଜୁଛି ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଟଙ୍ଗି ବ୍ଲକର ତିନୋଟି ପଞ୍ଚାୟତରେ। ଏଠାରେ ଲୋକଙ୍କୁ ଟଙ୍କାକରେ ଚାଉଳ କିଲେ ଖୁବ୍ ସହଜରେ ମିଳିଯାଉଛି।...

Dhoni
ଆରମ୍ଭରୁ ଧୋନି ଫ୍ଲପ୍ ! ଦିଲ୍ଲୀ ପାଇଁ ଲୋଡ଼ା ୧୮୯ ରନ୍, ଧାୱନଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ୧୮୮ ରନରେ ସୀମତ ରହିଲା ଚେନ୍ନାଇ ସୁପର କିଙ୍ଗ୍ସ। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୯ ରନର ବିଜୟ ଳକ୍ଷ୍ୟ। ମୋଟ ୭ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୮୮ ରନ କରିବାରେ ସଫଳ ହୋଇଛି। ଆଇପିଏଲର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ ଶନିବାର...

Dhoni- Rishav
ପ୍ରଥମ ମ୍ୟାଚରେ ଗୁରୁ ଧୋନିଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବେ ପନ୍ଥ, ମ୍ୟାଚ୍ ପୂର୍ବରୁ ଧୋନିଙ୍କୁ ନେଇ କହିଲେ...

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ୍ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇଟିଂ ହେବ । ଏହି ମ୍ୟାଚ ଅଧିକ ରୋମାଞ୍ଚକର ହେବ ବୋଲି କ୍ରୀଡ଼ାବିତ ମାନେ ଆଶଙ୍କା କରିଛନ୍ତି। କାରଣ ଏହି ମ୍ୟାଚରେ ଧୋନି ଏବଂ ରିସଭ ପନ୍ଥ ସାମ୍ନା ସାମ୍ନି...

mamata Banerjee
କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ କଟୁ ମନ୍ତବ୍ୟ ଦେଇ ପୁଣି ଅଡ଼ୁଆରେ ମମତା...

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜୋରଦାର ଥିବା ବେଳେ ଏବେ ପୁଣି ମମତାଙ୍କ ପାଇଁ ବଢ଼ିଲା ଅଡ଼ୁଆ ପରିସ୍ଥିତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମମତାଙ୍କୁ ପୁଣି ଜାରି ହେଲା ଆଉ ଏକ ନୋଟିସ୍। ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରୀ ସୁରକ୍ଷାବଳ ବିରୋଧରେ ମମତା ବାନାର୍ଜୀ ଭୁଲ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ...

Narendra Modi Karimul Haq
ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧: ବିମାନରୁ ଓହ୍ଲାଇବା ମାତ୍ରେ କରିମୁଲ ହକଙ୍କୁ ଆଲିଙ୍ଗନ କରିପକାଇଲେ ମୋଦି ! ସେ କିଏ ?

ସିଲିଗୁଡ଼ି: ପଶ୍ଚିମବଙ୍ଗ ନିର୍ବାଚନ ​​ପ୍ରଚାର ପାଇଁ ସିଲିଗୁଡ଼ିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଗଡୋଗ୍ରା ବିମାନବନ୍ଦରରେ ଓହ୍ଲାଇଥିଲେ । ବିମାନରୁ ଓହ୍ଲାଇବା ମାତ୍ରେ ହିଁ ସେ ଜଣେ ବ୍ୟକ୍ତିଙ୍କୁ ଦେଖି ଆଲିଙ୍ଗନ କରି ପକାଇଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ବ୍ୟକ୍ତି...

mumbai Indians Virat Kohli
ପରମ୍ପରା ବଜାୟ ରଖିଲା ମୁମ୍ବାଇ, ପ୍ରଥମ ମ୍ୟାଚରେ ବାଙ୍ଗଲୋର ଆଗରେ ଚିତପଟାଙ୍ଗ୍

ପୁଣି ପ୍ରଥମ ମ୍ୟାଚରେ ପରାଜୟ ସ୍ୱୀକାର କଲା ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ତେବେ ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୯ଟି ୱିକେଟ...

Maxwell_Kohli_0
ବାଙ୍ଗଲୋର ଆଗରେ ୧୬୦ ରନର ଲକ୍ଷ୍ୟ, କୋହଲି-ମ୍ୟାକ୍ସୱେଲ ଜବରଦସ୍ତ ଫର୍ମରେ

ଶୁକ୍ରବାର ଆରମ୍ଭ ହୋଇଯାଇଛି ଆଇପିଏଲ ମହାକୁମ୍ଭ। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୫୯ ରନ୍ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ ଲିନ୍ ସର୍ବାଧିକ...

EMAR MUTT
ପୁଣି ଏମାର ମଠରୁ ବାହାରିଲା ମୂଲ୍ୟବାନ ସାମଗ୍ରୀ

ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ରୂପା ଇଟା ପରେ ଏବେ ଉଦ୍ଧାର ହେଲା ବହୁ ପୁରାତ ବ୍ରୋଞ୍ଚ ପ୍ରତିମୂର୍ତ୍ତୀ। ଗାଈ ବାଛୁରୀଙ୍କ ବହୁମୂଲ୍ୟ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ବହୁ ପୁରାତନ ୧୬ଟି ଖଣ୍ଡା, ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଏହାସହ ତାରକସୀ କାମ ସହ ରୂପାର ଫୁଲଦାନୀ,...

mumbai Indians Virat Kohli
୮ ବର୍ଷ ହେଲା ପରାଜୟ ସ୍ୱୀକାର କରୁଛି ମୁମ୍ବାଇ ! ଏଥର ପ୍ରଥମ ମ୍ୟାଚରେ ଭାଙ୍ଗିବ କି ପରମ୍ପରା ?

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ବହୁ ପ୍ରତିକ୍ଷାର ଅନ୍ତଃ ଘଟିଛି। ଏବେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ ଆଇପିଏଲ-୨୦୨୧। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗତ ବର୍ଷ ନଭେମ୍ବରରେ ୟୁଏଇ ଗ୍ରାଉଣ୍ଡରେ ଆଇପିଏଲର ୧୩ ତମ ସଂସ୍କରଣ ଆୟୋଜନ ହୋଇଥିଲା।...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result