ଆଇପିଏଲ୍ ବେଟିଂ ବେଳେ ଚଢ଼ାଉ କରି ୩ ବୁକିଙ୍କୁ ଗିରଫ କରିବା ସହ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ୍
ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି.. ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ..
ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ ।
ଆଜି ନୂଆଦିଲ୍ଳୀର କଂଗ୍ରେସ ମୁଖ୍ୟାଳୟରେ ସିଡବ୍ଲୁସି ବୈଠକ ହେବ.. ବୈଠରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ..
କରୋନା କଟକଣା ଭିତରେ ନିରାଡ଼ମ୍ବର ଭାବେ ମେଲାଣି ନେଉଛନ୍ତି ମାଆ ଜଗଦଜନନୀ.. କଟକରେ କଣ ସବୁ ବ୍ୟବସ୍ଥା ହେଇଛି ଦେଖନ୍ତୁ..
ପିଇବା ପାଣି ପାଇଁ ରାସ୍ତାକୁ ଆସିଲେ ଲୋକେ..ହାଣ୍ଡି, ଗରା ରଖି ପ୍ରତିବାଦ କଲେ, ରାସ୍ତା ଅବରୋଧ କରି ସରକାରଙ୍କ ନିକଟରେ ଦାବି ବି ରଖିଲେ
ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..
ତାଲିବାନ୍ର ନୂଆ ନିର୍ଦ୍ଦେଶାଦେଶ । ଏଣିକି ସର୍ବସାଧାରଣରେ ଲୋକଙ୍କ ହତ୍ୟା କରି ରାସ୍ତା ମଝିରେ ଟଙ୍ଗା ହେବନାହିଁ । ତାଲିବାନ୍ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଏହି ନିର୍ଦ୍ଦେଶାଦେଶ ଦେଇଛି ।
ପୁଣି ବଢିଲା ତୈଳ ଦର । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କ୍ରମାଗତ ଭାବରେ ଆଜି ତୃତୀୟ ଦିନ ପାଇଁ ତେଲ ଦରକୁ ବୃଦ୍ଧି କରାଯାଇଛି । ଉଭୟ ପେଟ୍ରୋଲ୍ ଓ ଡିଜେଲ ଦରର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।
ବାପା-ମାଆ ଆରପାରିକୁ ଚାଲିଗଲା ପରେ ନିରୁପମା ଏକା ଏକା ହୋଇଯାଇଛନ୍ତି.. ହେଲେ ତାଙ୍କର ମନୋବଳ ଭାଙ୍ଗିନି..
ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି.. ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜି.. ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ..
ଆଫଗାନିସ୍ତାନ କାନ୍ଦାହାରର ମସଜିଦରେ ବିସ୍ଫୋରଣ । ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି.. ଆହୁରି ବର୍ଷିବ
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ..
ସରିଲା ଦଶହରା, ଆଜି ମାଆଙ୍କ ମେଲାଣି.. ବିନା ଆଡ଼ମ୍ବରରେ, ବିନା ବାଜାବାଣରେ ମାଆ ମେଲାଣି ନେବେ.. ସବୁ ଏ କରୋନା ସଂକ୍ରମଣ ପାଇଁ..
ଚତୁର୍ଥ ଥର ଚାମ୍ପିଅନ୍ ହେଲା ଚେନ୍ନାଇ ସୁପର କିଙ୍ଗସ୍। କୋଲକାତା ନାଇଟ୍ ରାଇଡର୍ସ ୨୭ ରନରେ ପରାସ୍ତ