ରାଜଧାନୀରେ ବଡ଼ ଧରଣର ଚୋରି। ଘରେ ପଶି ୨୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ହେଉଛି ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳର। ଘଟଣା ସ୍ଥଳରୁ ପୂରା ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ୍
ଆମେରିକାରେ ଭାରତୀୟ ସେନା ଓ ଆମେରିକୀୟ ସେନାର ଯବାନ ମାନେ ମିଶି ଫ୍ରେଣ୍ଡସିପ୍ ମ୍ୟାଚ ଖେଳୁଛନ୍ତି। ଫୁଟ୍ ବଲ୍ ଭଲି ବଲ୍ ସାଙ୍ଗକୁ ବରଫ ଫିଙ୍ଗା ଖେଳ ମଧ୍ୟ ହୋଇଛି। ଦେଖନ୍ତୁ ଏହାର କିଛି ଝଲକ୍
୧୯୭୧ ପାକିସ୍ତାନ ବିରୋଧରେ ଭାରତର ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚଳିତବର୍ଷ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।
ବହୁ ଚର୍ଚ୍ଚିତ ରାଜଧାନୀ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ ଶୁଣନ୍ତୁ କଣ କହୁଛନ୍ତି କେସ୍ ଲଢ଼ୁଥିବା ଆଇନଜୀବୀ
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଲା ବିଜେପି।
କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା।
ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର । ରାଉରକେଲାରେ ପେଟ୍ରୋଲ ମୂଲ୍ୟ ୧୦୭ ଟଙ୍କା ୮୮ ପଇସାରେ ପହଞ୍ଚିଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି।
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଛି ଆଜି ମାଲକାନଗିରି ତୈଳ ଦର ସବୁ ରେକର୍ଡ ଟପିଛି।
କେରଳରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି।
ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ।
୭୦ ବର୍ଷରେ ମାଆ ହେଲେ ବୃଦ୍ଧା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଗୁଜରାଟ କଚ୍ଛମୋରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଭାଲୁ ଭାଇ ଓ ପତ୍ନୀ ଜିଲୁ ହେଉଛନ୍ତି ଗାଁର ଏକ ବୃଦ୍ଧ ଦମ୍ପତ୍ତି ।
ପୌରାଣିକ କାହାଣୀର କଥା କହେ ଏହି ପୀଠ। ଯିଏ ଥରେ ଏଠାକୁ ଆସିଛି, ଏହାର ପ୍ରକୃତି ପ୍ରେମରେ ପଡି ଯିବାକୁ ମନ ବଳାଏ ନାହିଁ। ଆମ ଓଡ଼ିଶାରେ ରହିଛି ଏମିତି ଏକ ପର୍ଯ୍ୟଟନସ୍ଥଳୀ..
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଦୁର୍ବୃତ୍ତ। ଦେଖନ୍ତୁ ଖବର
ଆଜିଠାରୁ ଜେଇଇର ବି-ଟେକ୍, ବି-ଆର୍କ, ବି-ପ୍ଲାନ, ବି-କ୍ୟାଟ୍ ଓ ଇଣ୍ଟେଗ୍ରେଟେଡ୍ ଏମ୍ଏସସି ପାଇଁ ୱେବ କାଉନସେଲିଂ ଆରମ୍ଭ ହେବ।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଛି ବିଜେପି । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଘଟଣାରେ କ୍ରାଇମବ୍ରାଞ୍ଚ ମାସେ ଧରି ତଦନ୍ତ କରିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସଲ ଅଭିଯୁକ୍ତଙ୍କୁ ଧରି ପାରିନଥିବାର ବିଜେପି ପକ୍ଷରୁ...
ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା। ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ। ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍। ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ହୋଇଛି।
ଆପଣ ଅନେକ ପିଲା ଦେଖିଥିବେ। ହେଲେ ଏମିତିକା ବିସ୍ମୟ ବାଳକ କେବେ ହେଲେ ଦେଖି ନଥିବେ। ଫଟାଫଟ କହି ଦଉଛି ସବୁ କିଛି।
ବାଂଲାଦେଶର ନୋଆଖଲି ସ୍ଥିତ ଇସ୍କନ ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ । ଶୁକ୍ରବାର ୨ଶହରୁ ଅଧିକ ଦୁର୍ବୃତ୍ତ ଅଚାନକ ମନ୍ଦିରରେ ପଶି ଭଙ୍ଗାରୁଜା କରିଥିଲେ। ଦେଖନ୍ତୁ ଖବର
କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ...