୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି : ପଂଚାୟତ ନିର୍ବାଚନ ଦଳ ପାଇଁ ସେମି ଫାଇନାଲ ମ୍ୟାଚ୍ ସଦୃଶ୍ୟ
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ନାରୀ ସଶକ୍ତିକରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଅଲରାଉଣ୍ତର ଶାର୍ଦ୍ଦୁଲ ଠାକୁର । ଗତକାଲି ଶାର୍ଦ୍ଦୁଲ ନିଜ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।
ବହୁଦିନର ଅପେକ୍ଷା ପରେ ରିଲିଜ୍ ହେଲା ଫିଲ୍ମ ‘83’ ର ଟ୍ରେଲର। ଫିଲ୍ମରେ ବଲିଉଡର ସେନସେସନ୍ ଦମ୍ପତି ରଣବୀର ଓ ଦୀପିକା ଦମଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଦେଶପ୍ରେମରେ ପରିପୂର୍ଣ୍ଣ ।
ପ୍ରବଳରୁ ଅତି ପ୍ରବଳ ବର୍ଷିବ.. ଆଣ୍ଡାମାନ ସାଗରରେ ଲଘୁଚାପ ଅଧିକ ଘନୀଭୂତ ହେଉଛି.. ଫଳରେ ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ବାତ୍ୟା... ଶୁଣନ୍ତୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କଣ ସୂଚନା ଦେଉଛନ୍ତି
ଆସୁଛି ବାତ୍ୟା। ୪ ତାରିଖ ସକାଳେ ଉପକୂଳରେ ପହଞ୍ଚିବ ବାତ୍ୟା। ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଆଇଏମଡି ଡିଜି ଏହି ସୂଚନା ଦେଇଛନ୍ତି।
ଦମ୍ପତିଙ୍କ ନିଆରା ବାହାଘର କାର୍ଡ । ଆସାମର ଜଣେ ଓକିଲ ନିଜ ବିବାହର ଏକ ନିଆରା କାର୍ଡ ଛପାଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଲୋକମାନେ କାର୍ଡକୁ ପଢିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ।
ବାତ୍ୟା ଭୟରେ ଚଳଚଞ୍ଚଳ ଚାଷୀଭାଇ । ଆଗନ୍ତୁକ ବର୍ଷାକୁ ନେଇ ଶୀଘ୍ର ଧାନ କାଟିଦେଉଛନ୍ତି ଚାଷୀ । ବାଲେଶ୍ୱରରୁ ଏ ସଂପର୍କରେ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବାଲେଶ୍ୱର ବ୍ୟୁରୋ ଚିପ୍ ରଶ୍ମୀ ରଞ୍ଜନ ଦାସ ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡି। ଧକ୍କା ପରେ ସଂପୂର୍ଣ୍ଣ ଜଳିଗଲା ବାଇକ୍ । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର ।
ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I
ସିବିଆଇ ତଦନ୍ତ ନିର୍ଦେଶ ଦିଅ, ନହେଲେ ଇଛାମୃତ୍ୟୁ ଲାଗି ଅନୁମତି ଦିଅ । ଏମିତି ନେହୁରା ହୋଇଛନ୍ତି ନିଜ ସମ୍ପର୍କୀୟଙ୍କୁ ହରାଇଥିବା ରାଜ୍ୟର ୨୧ ପରିବାରର ସଦସ୍ୟ । ଦେଖନ୍ତୁ ପୁରା ଖବର ।
୯ ଦିନରେ ତପସ୍ୱିନୀଙ୍କ ଲଢ଼େଇ। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୯ ଦିନ ହେଲା ଧାରଣାରେ ବସି ରହିଛନ୍ତି ତପସ୍ୱିନୀଙ୍କ ଦାସ । ଗତକାଲି କୋର୍ଟ ରାୟ ପ୍ରକାଶ କରିନଥିବା ବେଳେ ଆଜି ରାୟ ପ୍ରକାଶ ପାଇପାରେ। ଶୀତ କାକରରେ ତପସ୍ୱିନୀ ଆଜିକୁ ୯ ଦିନ...
ବୁର୍ଲା ଭୀମସାରରେ ବଢ଼ୁଛି କରୋନା ସଂକ୍ରମଣ। ଆଉ ୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ଦିନକୁ ଦିନ ବ୍ୟାଙ୍କରେ ସୁଧ ହାର କମିବାରେ ଲାଗିଛି। ଯାହାକୁ ଦେଖି ହତାଶ ସଂଚୟକାରୀ। ଏବେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଇଠି ଲଗାନ୍ତୁ ଅର୍ଥ, ପାଆନ୍ତୁ ଭଲ ରିଟର୍ଣ୍ଣ...
ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ରେଡ୍ ଟିମ୍ ଏବଂ ବ୍ଲୁ ଟିମ୍ ଭାବରେ ଦୁଇ ଭାଗ ହୋଇ ଆତଙ୍କବାଦୀ ସର୍ଚ୍ଚ ଅପରେସନର ମକଡ୍ରିଲ କରାଯାଉଛି । ଆତଙ୍କୀ ଛଦ୍ମବେଶରେ ରେଡ୍ ଟିମ୍ ଜଳପଥରୁ ସ୍ଥଳପଥକୁ ଅନୁପ୍ରବେଶ...
ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ...
ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଡିସେମ୍ବର ୨ରୁ ରାଜ୍ୟରେ ଛେଚିବ ବର୍ଷା । ୩ ଓ ୪ରେ ଗଜପତି, ପୁରୀ, ଗଂଜାମକୁ ସତର୍କତା ଜାରି । ଛାନିଆ ଚାଷୀ, ଓୟୁଏଟି ଦେଲା ଫସଲ ସୁରକ୍ଷା ପରାମର୍ଶ ।
ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ। ସମରାଭ୍ୟାସରେ ୧୮ ଟି ସଂସ୍ଥା ସାମିଲ। ୨୬/୧୧ ମୁମ୍ବାଇ ଆକ୍ରମଣ ପରଠାରୁ ସାରା ଦେଶର ଉପକୂଳିଆ ଅଞ୍ଚଳରେ ଏହି ମକଡ୍ରିଲ କରାଯାଉଛି। #SagarKabcha #OTV #OdIsha #OTVNews
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ଶୀଘ୍ର ଶେଷ ପାଇଁ ରେଳ ମନ୍ତ୍ରଣାଳୟ ଦେଉଛି ପ୍ରାଥମିକତା । ବାରୁଆଁ ପାହାଡ଼ରେ ୮୪୦ ମିଟର ଟନେଲର କାମ ଶେଷ । ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ।
ଶିଶୁଙ୍କ ଛାୟା ବିଧାନସଭା ଭୁବନେଶ୍ୱରର ପୁରୁଣା ବିଧାନସଭାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।