• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Centenarian Teacher Padma Shri Nanda Prusty Tests Positive For Covid-19
ପଦ୍ମଶ୍ରୀ ନନ୍ଦ କିଶୋରଙ୍କୁ କରୋନା

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ। ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। 

OBC Suffering Due To Negligence In Odisha, Alleges BJP OBC Morcha
'ସଂରକ୍ଷଣ ବ୍ୟବସ୍ଥାରେ ଓଡ଼ିଶାରେ ଓବିସି ବର୍ଗଙ୍କୁ ଅବହେଳା'

ଓଡ଼ିଶାରେ ପଛୁଆ ବର୍ଗ ଅବହେଳିତ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ଦିଆଯାଉନି ସଂରକ୍ଷଣ । ମଣ୍ଡଳ କମିଶନ ସୁପାରିସ ଅନୁସାରେ ସଂରକ୍ଷଣ ଦେବାକୁ ଦାବି । ବିଜେପି ଓଡ଼ିଶା ଓବିସି ମୋର୍ଚ୍ଚାର ଦାବି ।

Cyclone Threat To Odisha | Farmers In Gajapati Sell Paddy To Andhra At Low Prices
ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ...

ଆସୁଥିବା ବର୍ଷାକୁ ନେଇ ଚାଷୀ ଅମଳକୁ ନେଇ ଚିନ୍ତାରେ ରହିଥିବା ବେଳେ ଏବେ ସଂରକ୍ଷଣ ପାଇଁ ସ୍ଥାନକୁ ନେଇ ଚିନ୍ତା ପ୍ରକଟ କରିଛି । ଏମିତି ସ୍ଥିତିରେ ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ...

Daily Horoscope, 30 NOV 2021
Daily Horoscope, 30 NOV 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୩୦ ତାରିଖ, ମଙ୍ଗଳବାର, ବିଛା ୧୫ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ହସ୍ତାନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର, ମକର ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର, ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ଆଜି ଉତ୍ପନା ଏକାଦଶୀ ।ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ...

Cyclone Threat To Odisha : Farmers In Distress Over Protection Of Crops
ପାଗ ପରିବର୍ତ୍ତନକୁ ଦେଖି ଚିନ୍ତାରେ ଚାଷୀ ...କେଉଁଠି ରଖିବେ ଅମଳ ଧାନ

କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ । ଏ ସମ୍ପର୍କରେ ଲିମିକା ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତନିଧି ସୂର୍ଯ୍ୟ...

Bhagyarekha | Know Your Horoscope For Today 30 November 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ ...

ଆଜି ୨୦୨୧ ମସିହା, ନଭେମ୍ବର ମାସ, ୩୦ ତାରିଖ, ମଙ୍ଗଳବାର, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Cyclone Threat To Odisha - OUAT Sounds Alert For Farmers, Issues Advisory
ଦକ୍ଷିଣ ଓଡିଶା ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ଚାଷୀଙ୍କୁ ଘାରିଛି ବର୍ଷା ଭୟ । ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଏହାରି ମଧ୍ୟରେ ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ସୁଖୀଇବାରେ ଲାଗିପଡିଛନ୍ତି

Gopalpur MLA Pradeep Panigrahi Appears For ED Questioning
ମୁଁ ଓଡିଆ ପୁଅ , ଶେଷ ଯାଏଁ ଲଢିବି

ଦୀର୍ଘ ୯ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। EDରୁ ଫେରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି ।

Pregnant Woman Walks 7 KMs to Reach Hospital While in Labor In Malkangiri
କେବେ ଦୂର ହେବ ଜନନୀ ଯନ୍ତ୍ରଣା ?

କମୁନି ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା କାରଣରୁ ଆମ୍ୱୁଲାନ୍ସ ପାଖକୁ ରୋଗୀ ନୁହେଁ ରୋଗୀ ଆମ୍ୱୁଲାନ୍ସ ପାଖକୁ ଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାଗାବେଡା ଗାଁରେ ।

Special Story | Locals Relish Famous Aloodam Of Odisha’s Jaleswar
ଥରେ ଯିଏ ଖାଇଛି ଦେଉଳା ଆଳୁକଷା, ଯିଏ ଜାଣିଛି ମଜା

ଓଡ଼ିଆ ଲୋକ ଭାରି ଖାଇବା ପ୍ରିୟ। ଖାଇବା ଓ ଖୋଇବାରେ ବେଶ ମଜା ପାଆନ୍ତି। ଯେମିତିକି ବାଲେଶ୍ୱର ଭୋଗରାଇ ଅଂଚଳର ଆଳୁକଷା। ଥରେ ଖାଇଲେ ବାରମ୍ୱାର ମନ କହିବ ଖାଇବାକୁ...

Omicron Patients Show Extreme Tiredness, No Major Oxygen Drop
୬ ଦିନରେ ୧୫ ଦେଶକୁ ବ୍ୟାପିଲାଣି ଓମିକ୍ରନ୍

ସାରା ବିଶ୍ୱରେ ଓମିକ୍ରନ୍ ଭୟ । ୧୫ଟି ରାଷ୍ଟ୍ରରେ କାୟା ବିସ୍ତାର ପରେ ଭାରତରେ ବି ଚିନ୍ତା ବଢାଇଛି କରୋନାର ନୂଆ ରୂପ । ୬ ଦିନରେ ୧୫ ଦେଶକୁ ବ୍ୟାପିଲାଣି ।

Angry Over Son, Father Gives His Property Worth Rs 3 Crore To District Magistrate
ଟଙ୍କା ପାଇଁ ନାଟ କଲା ପୁଅ, ଜିଲ୍ଲାପାଳଙ୍କୁ ୨ କୋଟି ଟଙ୍କାର ସମ୍ପତ୍ତି ଦେଇଦେଲେ ବାପା...

ବୁଢା ବୟସରେ ଟଙ୍କା ପାଇଁ ହଇରାଣ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ଜିଲ୍ଲାପାଳଙ୍କ ନାଁରେ ୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବାପା। ଆଉ ତା’ପରେ...

Now, Reliance Jio Raises Prepaid Tariffs By Around 20%
ଜୋରଦାର ଝଟକା ଦେଲା ଜିଓ, ମହଙ୍ଗା ହେଲା ରିଚାର୍ଜ ପ୍ଲାନ୍

ଝଟକା ଦେଲା ଜିଓ। ସବୁ ପ୍ଲାନ ହେଲା ମହଙ୍ଗା। ୧୨୯ ପ୍ଲାନ ହେଲା ୧୫୫। ଆଉ ୨୩୯୯ ପ୍ଲାନ ହେଲା ୨୮୭୯ ଟଙ୍କା। ଏହା ସହ...

How Did Omicron, The New Covid-19 Variant Get His Name
ଓମିକ୍ରନ ନାଁ କାହିଁକି ଦିଆଗଲା ?

କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି । ଏହାର ନାଁ ଓମିକ୍ରନ୍ ନାଁ କାହିଁକି ଦିଆଗଲା ? ତେବେ ଆସନ୍ତୁ ଜାଣିବା ଓମିକ୍ରନର ନାମକରଣ ପଛର ରହସ୍ୟ ।

Having Girl Friend Is Illegal In Pakistan
ଗାର୍ଲଫ୍ରେଣ୍ଡ ରଖିଲେ ଏଣିକି ଯିବାକୁ ପଡ଼ିବ ଜେଲ, ଆସିଲା ନୂଆ ଆଇନ...

ଯୁବପୀଢିଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏଣିକି ଗାର୍ଲଫ୍ରେଣ୍ଡ ରଖିଥିଲେ ଯିବାକୁ ପଡ଼ିପାରେ ଜେଲ୍‌। ସରକାର ଆଣିଲେ ଏମିତି ନୂଆ ଆଇନ। ଜାଣନ୍ତୁ, କ’ଣ କହୁଛି ଆଇନ..

Special Story | Will The Earth Get Destroyed In 2022
୨୦୨୨ ଭବିଷ୍ୟବାଣୀ, ପରମାଣୁ ବୋମା ବିସ୍ଫୋରଣରେ ବଦଳିପାରେ ବିଶ୍ୱର ଚିତ୍ର!

ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ। ଏହା ସହ ପରମାଣୁ ବୋମା ବିସ୍ଫୋରଣରେ ବଦଳି ଯାଇପାରେ ବିଶ୍ୱର ରୂପ। ଏମିତି ଭବିଷ୍ୟବାଣୀ କରିଛନ୍ତି...

Man Scuffles With Media During Vigilance Raid On Constable\'s House In Berhampur
କନଷ୍ଟେବଲଙ୍କ ଘରେ ରେଡ୍, ବାଟ ଓଗାଳିଲେ ପୁଅ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି..

Jajpur Police Bust Turtle Smuggling Racket - 43 Turtles Rescused, 1 Arrested
ଚାଲିଥିଲା କଇଁଛ ଚୋରା ଚାଲାଣ, ଧରିପକେଇଲା....

କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।

Watch - House Collapses Into River At Visakhapatnam
ଆଖି ଆଗରେ ଭାସିଗଲା କୋଠା

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଆନ୍ଧ୍ରପ୍ରଦେଶ.. ଲଗାଣ ବର୍ଷାରେ କଡପ୍ପା ଜିଲ୍ଲାର ରେଲଓ୍ୱେକୋଡୁର ସହରର ନରସରାମପେଟାର ଗୁଞ୍ଜାନେରୁ କେନାଲ ନିକଟରେ କେମିତ ଏକ ଘର ଭାସିଯାଉଛି ଦେଖନ୍ତୁ..ଗତ କିଛି ଦିନ ହେଲା ଏଠାରେ ପ୍ରବଳ ବର୍ଷୁଛି.. ୨ ଦିନ ହେଲା ପାଣି ଘେରରେ ରହିବା ପରେ ଶେଷରେ କେନାଲ ଭିତରକୁ...

Thieves Steal Valuables From Rampur Shiva Temple In Binika
ଶିବଙ୍କ ନାଗ ନେଇ ଛୁ..

ଭଗବାନଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ.. ଅଧରାତିରେ ଶିବ ମନ୍ଦିରରେ ପଶି ନାଗ ମୂର୍ତ୍ତିକୁ କାଟି ନେଇ ଚମ୍ପଟ ମାରିଛନ୍ତି.. ଲଗାତର ମନ୍ଦିରରୁ ଚୋରି ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କ ଟେର୍ ପାଉନି..