ଏ କେମିତିକା ପ୍ରଧାନମନ୍ତ୍ରୀ କେଜାଣି। ଚିହ୍ନୁ ନାହାନ୍ତି ଭୋକିଲାଙ୍କ ପେଟ। ଆଫଗାନକୁ ଯାଉଥିବା ଗହମ ଲୁଟିବାକୁ କରୁଛନ୍ତି ଉଦ୍ୟମ। ସର୍ତ୍ତ ରଖି ରାସ୍ତା ବ୍ୟବହାର କରିବାକୁ ଦେଲେ ଅନୁମତି..
Published: Otv Khabar Bureau
Last updated: 02 December 2021, 08:36 AM IST
କାମ ଚାପରେ ଅଛନ୍ତି କି ଏକାଧିକ ବିଭାଗ ଚାର୍ଜରେ ଥିବା ଆଇଏଏସ୍ I ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ଉନ୍ନୟନ କମିଶନରଙ୍କୁ ଚିଠିକୁ ନେଇ ଚର୍ଚ୍ଚା I କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ଦାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ ।