ଦୁଇ ପ୍ରେମପକ୍ଷୀଙ୍କର ମନ ମିଶିଛି ଚୋରଣୀରେ । ପରସ୍ପରକୁ ଅତିରୁ ଅତି ଭଲ ପାଉଛନ୍ତି । ଏଇ ଭଲ ପାଇବାକୁ ଗୀତରେ ତୋଳି ଧରିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଓ ସ୍ୱୟଂ ପାଢୀ । ଗୀତଟି ଏତେ ହୃଦୟସ୍ପର୍ଶୀ ହୋଇଛି ଯେ, ସମସ୍ତଙ୍କ ମନକୁ ଛୁଇଁବ ।
Published: Otv Khabar Bureau
Last updated: 14 December 2021, 12:27 PM IST
ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?