• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଆନ୍ଧ୍ର ପରେ ତେଲେଙ୍ଗାନା ଓ ବେଙ୍ଗଲରେ ପଶିଲା ଓମିକ୍ରନ୍

ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍। More
  • Satyendu Shekher Mishra
  • 3 years ago

ରାଜ୍ୟ ସରକାରଙ୍କ ଅଧିକାରୀ ଓ ନିତି ଆୟୋଗ ଟିମ୍ ମଧ୍ୟରେ ମାନସ ମନ୍ଥନ

ରାଜ୍ୟ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ଯେଉଁଥିରେ ଫୋକସ୍‌ରେ ରହିଛି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଯୋଗୁଁ ଓଡ଼ିଶା ନାନା ସମସ୍ୟା ଭୋଗୁଛି । More
  • Chandan Shishu
  • 3 years ago

ଆରମ୍ଭ ହେଲା ଇକୋ ରିଟ୍ରିଟ୍: ଆକାଶଛୁଆଁ ପ୍ୟାକେଜ୍ ରେଟ୍ ଶୁଣି ଛାନିଆ ସାଧାରଣ ପର୍ଯ୍ୟଟକ

ଏଠି ପ୍ରଶ୍ନ ଓଡ଼ିଶାର ପ୍ରକୃତି କୋଳରେ ଆୟୋଜନ ହେଉଥିବା ଇକୋ-ରିଟ୍ରିଟ୍‌ର ମଜା ସାଧାରଣ ଓଡ଼ିଆ ପର୍ଯ୍ୟଟକଟିଏ ଆପଣାଇ ପାରିବ ତ? ତାସହ ବାହାରୁ ଆସୁଥିବା ମଧ୍ୟବିତ୍ତ ଟୁରିଷ୍ଟମାନେ ବି କଣ ଏତେ ଦାମରେ ଇକୋ-ରିଟ୍ରିଟ୍‌ର ମଜା ନେବାକୁ ଇଚ୍ଛା କରିବେ ? More
  • Satyendu Shekher Mishra
  • 3 years ago

ମୁମ୍ବାଇ କ୍ରାଇମ୍ କଣ୍ଟ୍ରୋଲର, ଏବେ ଓଡ଼ିଶାରେ ! ସମ୍ଭାଳି ପାରିବେ ତ ନିର୍ବାଚନ ?

ରାଜସ୍ଥାନ ଜନ୍ମିତ ସୁନୀଲ ବଂଶଲ, ଓଡିଶା କ୍ୟାଡର ଆଇପିଏସ୍ । ଢେଙ୍କାନାଳ ଅତିରିକ୍ତ ଏସ୍‌ପି, ତାଳଚେର ଏସ୍‌ଡିପିଓ, ସମ୍ବଲପୁର ଅତିରିକ୍ତ ଏସ୍‌ପି, ରାଉରକେଲା ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ, ମୟୂରଭଂଜ ଏସ୍‌ପି ଏବଂ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି । More
  • Chandan Shishu
  • 3 years ago

ମଲା ଲୋକ ନେଉଛନ୍ତି ସଫଳତାର ସହିତ କୋଭିଡ ଟିକା !

୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ଶତକଡା ୯୫ ଭାଗ ଏବଂ ଦ୍ୱିତୀୟ ଡୋଜ୍ ଶତକଡା ୬୫ ଭାଗ ଦିଆସରିଛି। ଖୁବ୍ ଶୀଘ୍ର ଏହି ଶତ ପ୍ରତିଶତ ଲୋକେ କରୋନା ଟିକା ନେଇଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। More
  • Chandan Shishu
  • 3 years ago

ମୋ ଶ୍ୱଶୁର ଲଭ୍ ମ୍ୟାରେଜ୍ କରିଥିଲେ କିନ୍ତୁ ଆମ ବେଳକୁ ଶତ୍ରୁ ସାଜିଲେ: ତପସ୍ୱିନୀ

ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ। More
  • Otv Khabar Bureau
  • 3 years ago

ସ୍କୁଲରେ ଭାଲୁ ଆତଙ୍କ

ସ୍କୁଲ ପରିସରରେ ବୁଲୁଛନ୍ତି ଭାଲୁ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ସ୍କୁଲ ପରିସରକୁ ଚାଲି ଆସିଥିବା ଜଣାପଡିଛି । ରାତି ୯ଟା ପରେ ବିଦ୍ୟାଳୟ ପରିସରକୁ ସବୁଦିନ ଭାଲୁ ପଶୁଛନ୍ତି ।  ବିଦ୍ୟାଳୟ ପରିସରରେ ଭାଲୁ ଦଳବଦ୍ଧ ହୋଇ ଖାଦ୍ୟ ଖୋଜି ବୁଲୁଛନ୍ତି  ସ୍କୁଲଟି ଏକ ଆବାସିକ ବିଦ୍ୟାଳୟ ହୋଇଥିବାବେଳେ ଏଠାରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ମଧ୍ୟ ପଢୁଛନ୍ତି । ହେଲେ ସ୍କୁଲର ଛାତ୍ରଛାତ୍ରୀମାନେ ଭାଲୁ ଭୟରେ ଆତଙ୍କିତ ହୋଇଛନ୍ତି । ବନ ବିଭାଗକୁ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେବାପରେ ଭାଲୁକୁ ଘଉଡ଼ାଇବାକୁ ପ୍ରୟାସ କରାଯାଇଛି । 

  • Otv Khabar Bureau
  • 3 years ago

ଲେଉଟିଲା ମାଓ ଗଡର ସହିଦ୍ ସ୍ତମ୍ଭ

ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ଭୁଶୁଡ଼ୁଛି ମାଓ ଦୁର୍ଗ ଡିଆର୍ଜି ଯବାନମାନେ ଦନ୍ତେଓ୍ୱାଡ଼ା ଜିଲ୍ଲାର ଗଣ୍ଡେରାସ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପରେ ମାଓବାଦୀଙ୍କ ବିରାଟକାୟ ସହିଦ ସ୍ତମ୍ଭକୁ ଭାଙ୍ଗି ନଷ୍ଟ କରିଛନ୍ତି । ମାଓ ସଂଗଠନର ଡିଭିଜନାଲ କମିଟି ମେମ୍ବର ବିନୋଦ ଓ ଏସିଏମ୍ ରାଙ୍କର ସଦସ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ ମାଓବାଦୀଙ୍କ ପକ୍ଷରୁ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସହିଦ ସ୍ତମ୍ଭ ନିର୍ମାଣ କରାଯାଇଥିଲା । ତେବେ କିଛିଦିନ ହେବ ମାଓ ବିରୋଧୀ ଅପରେସନ ମାଧ୍ୟମରେ ସୁରକ୍ଷାକର୍ମୀ ଗଣ୍ଡେରାସ ଅଞ୍ଚଳକୁ ଅକ୍ତିଆର କରିଥିଲେ ଏବେ ଲୋକେ ଏହି ଅଞ୍ଚଳରେ ସୁରକ୍ଷିତ ରହିଛନ୍ତି । 

  • Otv Khabar Bureau
  • 3 years ago

ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା

ପଞ୍ଚାୟତ ନିର୍ବାଚନ ନେଇ ଖୁବ ଶୀଘ୍ର ସର୍ବଦଳୀୟ ବୈଠକ ବସିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ । ସର୍ବଦଳୀୟ ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ହୋଇପାରେ । ଗତ ଡିସେମ୍ବର ୪ ତାରିଖରେ ଜିଲ୍ଲାସ୍ତରରେ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା  ୨୦୧୭ରେ ୨ କୋଟି ୬୧ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ଏଥର ୨ କୋଟି ୬୩ ଲକ୍ଷରୁ ଅଧିକ ଭୋଟର୍ ଥିବା ଜଣାପଡ଼ିଛି । ଏଥର ଭୋଟରଙ୍କ ସଂଖ୍ୟା ବଢ଼ିଛି, କିନ୍ତୁ କମିଟି ଓ୍ୱାର୍ଡ ସଂଖ୍ୟା  ଏଥର ୯୧ ହଜାର ୯୧୩ ଓ୍ୱାର୍ଡରେ ଭୋଟ ହେବ ।

  • Otv Khabar Bureau
  • 3 years ago

ଡରାଇଲାଣି ଓମିକ୍ରନ ! ସୀମାନ୍ତ ଜିଲ୍ଲା ଉପରେ ଫୋକସ୍

ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । More

  • Rajalaxmi Sahoo
  • 3 years ago

ଟ୍ୱିନ୍‌ସିଟିରେ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା, ଆଉ ୩ ନୂଆ ଥାନା ଖୋଲିବାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏହାସହ କମିଶନରେଟ୍ ପୋଲିସ ଅଞ୍ଚଳରେ ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି। More

  • Rajalaxmi Sahoo
  • 3 years ago

ସୁନୀଲ ବଂଶଲ ନୂଆ ଡିଜିପି

ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ। More

  • Otv Khabar Bureau
  • 3 years ago

ଡିଜିଟାଲ ସାହିତ୍ୟ ମଞ୍ଚ ପ୍ରତିଲିପି ପକ୍ଷରୁ ଜୟଶ୍ରୀ ସାହୁ ସମ୍ମାନିତ

ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି । ସେ ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ । More

  • Pallipuspa Samal
  • 3 years ago

 ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା

ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ତେବେ ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା । More

  • Rajalaxmi Sahoo
  • 3 years ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜୀବନ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। କେଉଁଠି ବାଇକ୍‌କୁ ଅଟୋ ଧକ୍କା ଦେଇଥିବା ବେଳେ ଆଉ କେଉଁଠି ରାସ୍ତା ପାର୍‌ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତ ଆଉ କେଉଁଠି ଟ୍ରକ୍‌ ଧକ୍କାରେ ଜୀବନ ଚାଲି ଯାଇଛି।  More

  • Rajalaxmi Sahoo
  • 3 years ago

ପର୍ଦ୍ଦାଫାସ ହେବ କି ଚିତ୍ତ ମୃତ୍ୟୁ ରହସ୍ୟ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍‌

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା। More

  • Rajalaxmi Sahoo
  • 3 years ago

Daily Horoscope,15 Dec 2021: ଏହି ରାଶିର ବ୍ୟକ୍ତି ଆଜି ସାବଧାନ ହୋଇ ରୁହନ୍ତୁ...

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୫ ତାରିଖ, ବୁଧବାର, ବିଛା ୩୦ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

  • Otv Khabar Bureau
  • 3 years ago

ପଂଚଭୂତରେ ବିଲୀନ ହେଲେ ଓଟିଭି ରାୟଗଡା ପ୍ରତିନିଧି ମନୋଜ ପାତ୍ର

ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । More

  • Rajalaxmi Sahoo
  • 3 years ago

ସୁପ୍ରସିଦ୍ଧ ଗୀତ ‘ରଙ୍ଗବତୀ’ ଗୀତର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସୁପ୍ରସିଦ୍ଧ ସଙ୍ଗୀତ ‘ରଙ୍ଗବତୀ’ ଗୀତର ସ୍ରଷ୍ଟା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। More

  • Pramod Behera
  • 3 years ago

ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ହେଲା ଗଛ ଉପରେ ରହିଛି ଯୁବକ

ଗୋଟିଏ ଦିନ ହେଇଗଲା ସେମିତି ଗଛ ଉପରେ ବସି ରହିଛନ୍ତି ଯୁବକ। ଯେତେ ବୁଝାବୁଝା କଲେ, ଯେତେ କଅଁଳେଇ କହିଲେ ବି ସେ ତଳକୁ ଆସୁନି। ଖାଇବା ଆଉ ପାଣି ଯାଚିଲେ ବି ନଉନି। ଯିଏ ଯାଉଛି ତାକୁ ମାରିବାକୁ କହୁଛି। More

  • Chandan Shishu
  • 3 years ago

ବିହାରର ଭଗୀରଥ: ନିଜ ଉଦ୍ୟମରେ ଗାଁକୁ ଆଣିଛନ୍ତି ବର୍ଷାଜଳ

୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା।  More

  • Chandan Shishu
  • 3 years ago

ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ନିୟମ

ଆଟ୍ ରିସ୍କ ଦେଶରୁ ଆସୁଥିବା ନାଗରିକ କିମ୍ବା ଏହି ଦେଶରେ ୧୪ ଦିନ ଅଧିକ ସମୟ ରହି ଫେରୁଥିବା ଯାତ୍ରୀମାନେ RTPCR ପ୍ରି ବୁକିଂ କରିବେ। More

  • Chandan Shishu
  • 3 years ago

ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଅ: ସିପି

କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି More

  • Chandan Shishu
  • 3 years ago

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୁଣି ଛୁଟି ଆବେଦନ କଲେ ସୁମିତ୍

ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି।  More