• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Powerful Tornado Wreaks Havoc In US, Death Toll Mounts To 80
ଛିନଭିନ୍ ଆମେରିକାର କେଣ୍ଟୁକି

ଆମେରିକା ଛାତିରେ ତାଣ୍ଡବ କରିଛି ଟର୍ଣ୍ଣାଡୋ । ଭୟଙ୍କର ଟର୍ଣ୍ଣାଡ଼ୋରେ ଛିନଭିନ୍ ଆମେରିକାର କେଣ୍ଟୁକି । ଦେଖନ୍ତୁ ଏହାର ଭୟଙ୍କର ରୂପ ।

Iron-Ore Laden Truck Falls Off Bridge In Kamakhyanagar, Driver Dies
ଚକା ଫାଟି ବ୍ରାହ୍ମଣୀକୁ ଖସିଲା ଟ୍ରକ...

କାମାକ୍ଷାନଗର ନଦୀକୁ ଖସିଲା ଆଇରନବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ ।ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା

Taste Of Odisha | Recipe Of Kalija Karata Besara
କରାଟ,କଲିଜାରେ ସ୍ପେସାଲ ଆଇଟମ୍, ଘରେ ବନାନ୍ତୁ ଖାଆନ୍ତୁ

ଚୁଲିରେ କାଠ ଜାଳି କରନ୍ତୁ ସ୍ପୋସାଲ ଆଇଟମ୍ । କରାଟ ଓ କଲିଜାକୁ ବେସରରେ ଫେଣ୍ଟି ପୋଡନ୍ତୁ । ଏଇମିତି କରନ୍ତୁ ରୋଷେଇ । ଖାଇଲେ ପାଟିରୁ ଛାଡିବନି । ରବିବାରରେ ଘରେ ବି ତିଆରି କରିପାରିବେ । ପିକନିକ୍ ଯାଉଥିଲେ ତ ଏହାର ମଜା ନେବା ଭଲ...

News Fuse | Congress Press Conference On Mamita Murder Case, Din In Odisha Assembly
ସବୁ ଖବର ତାରା ବାହିନୀପତିଙ୍କ ପାଖରେ, କିଏ କଣ...

କଂଗ୍ରେସରେ ଚଉକି ଗଣାଚାଲିଛି । ଯାହା ହେଲେ ବି ବିଳମ୍ୱ । ଜୁନିୟରଙ୍କୁ ସ୍କୋପ୍ ମିଳିବ କି ? ସବୁ ଜାଣିଛନ୍ତି ତାରା ବାବୁ । ଠିକ୍ ସମୟରେ ଗର୍ଜନ କରିବେ ।

Construct Road
ଗାଁରୁ ନଥିଲା ଭଲ ରାସ୍ତା, ସରକାରକୁ ଦେଖାଇଦେଲେ ଲୋକ

ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ ।

Odia Jawan Rana Pratap
ଭାଣେଜୀକୁ କଥା ଦେଇ ଠକି ଦେଇ ଚାଲିଗଲେ ରାଣାପ୍ରତାପ ...

କଥା ଦେଇଥିଲେ ଜାନୁଆରୀରେ ଆସିବେ, ଆଉ ମୋତେ ବୁଲେଇ ନେବେ , ମୋ ସହ ମଜା କରିବେ କିନ୍ତୁ ସେ କଥା ରଖିଲେନି । କୋହଭରା କଣ୍ଠରେ ଏମିତି କହୁଛି ସହିଦ ରାଣାପ୍ରତାପ ଦାସଙ୍କ ଭାଣେଜୀ..

Ambulance Driver
ମହତପଣିଆରେ ଟପିଗଲେ ଆମ୍ୱୁଲାନ୍ସ ଡ୍ରାଇଭର୍, ଫେରାଇଲେ ଟଙ୍କା, ସୁନା ଥିବା ବ୍ୟାଗ

108 ଆମ୍ୱୁଲାନ୍ସର ଜଣେ ଡ୍ରାଇଭର ଶୁଭକାନ୍ତ । ତାଙ୍କ ପାଖରେ ରହିଛି ମଣିଷପଣିଆ । ସେ ଘାଟି ରାସ୍ତାରେ ପାଇଥିଲେ ଗୋଟିଏ ବ୍ୟାଗ, ଯେଉଁଥିରେ ଥିଲା ଟଙ୍କା, ସୁନା ଓ କିଛି ଜରୁରୀ କାଗଜପତ୍ର । ସେ ଖୋଜି ଖୋଜି ଜଣେ ମହିଳାଙ୍କୁ ଫେରାଇଦେଲେ ବ୍ୟାଗ । ସାରା...

Yuvraj's Birthday
ଭାରତ ଇତିହାସର ଭେଟେରାନ୍ ଅଲରାଉଣ୍ତର ଯୁବରାଜ ସିଂହଙ୍କ ୪୦ତମ ଜନ୍ମଦିବସ

୨୦୧୧ ଓ ୨୦୦୭ ର ୱାଲ୍ଡକପ୍ ବିଜୟର ମୁଖ୍ୟ ନାୟକ ତଥା ଭେଟେରାନ ଅଲରାଉଣ୍ତର ଯୁବରାଜ ସିଂହଙ୍କ ଆଜି ୪୦ ତମ ଜନ୍ମଦିବସ । ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡାବିତଙ୍କ ମଧ୍ୟରେ ଯୁବରାଜ ବେଶ ପରିଚିତ । ଗତ ଦଶନ୍ଧି ମଧ୍ୟରେ ସେ ଅନେକ ରେକର୍ଡ ହାସଲ କରିଛନ୍ତି ।...

twitter hacked
ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ । ଆଜି ପାହାନ୍ତିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା। ଏଥିରେ ବିଟକଏନ ସଂପର୍କରେ ଏକ ଲିଙ୍କ ସେୟାର କରାଯାଇଥିଲା।

loot
ମଲା ଲୋକ ଜୀବିତ କେବଳ ଜମି ପାଇଁ, ରୋଚକ ଖବର

ମଲା ଲୋକର ବି ଅଛି ଜମି ଲୋଭ । ଭୂତ ବି ବିକିପାରେ ଜମି । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ମଲା ଲୋକର ହୋଇଛି ନୂଆ ଆଧାର କାର୍ଡ । ସରକାରୀ କାର୍ଯ୍ୟାଳୟରେ ବିକା ହୋଇଛି ଭୂସମ୍ପତ୍ତି ।

Omicron
ଓମିକ୍ରନ୍ ଚିହ୍ନଟ ପାଇଁ କିଟ୍

ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ଭାରିଏଣ୍ଟ...ଏଥିପାଇଁ କିଟ୍ ତିଆରି କଲା ICMR

Omicron
ଆଇସିଏମ୍‌ଆର୍‌ର ନୂଆ ସଫଳତା: ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ପଜିଟିଭ୍

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।

Daily Horoscope
Daily Horoscope,12 Dec 2021 ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୨ ତାରିଖ, ରବିବାର, ବିଛା ୨୭ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ଚନ୍ଦ୍ର । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା...

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 12 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

MAKING NEWS | BIKALA TV | ଶାଶୁ ବୋହୂ କଳି .. ଉଡିଲା ତାଟିଆ ଥାଳି
MAKING NEWS | BIKALA TV | ଶାଶୁ ବୋହୂ କଳି .. ଉଡିଲା ତାଟିଆ ଥାଳି

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Odisha Police Offers Guard Of Honor To JWC Rana Pratap
ରାଣ ପ୍ରତାପଙ୍କ ପାଇଁ ସାରା ଗାଁ ସ୍ତବ୍ଧ,ଗାଁରେ ଦିଆ ଗଲା ଗାର୍ଡଅଫ୍ ଅନର

ସାରା ଗାଁ ଆଜି ଝୁରୁଛି ରାଣା ପ୍ରତାପଙ୍କୁ। ଜନ୍ମ ମାଟିରେ ସହିଦ୍ ରାଣା ପ୍ରତାପଙ୍କୁ ଦିଆ ଗଲା ଗାର୍ଡଅଫ୍ ଅନର୍। ସାରା ଦେଶ ଦେଲା ଅଶ୍ରୁଳ ବିଦାୟ...

Cyber Fraudster Tries To Defraud Crime Branch ADG
କ୍ରାଇମ୍‌ବ୍ରାଞ୍ଚ୍‌ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା

OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀ ପାସ୍କେଲ୍‌କୁ ଦିଲ୍ଲୀ ପୋଲିସ୍‌ ଗତ ମାସରେ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ଘଟଣାରେ ଫେରାର ଥିବା...

Narasingha Mishra Blasts Police For Beating Congress Workers During Protest
ପଶୁ ଭଳିଆ ପିଟିଲେ, ଏ କେତେ ଯୁକ୍ତିଯୁକ୍ତ??

ପଶୁ ଭଳିଆ ପିଟିଲେ, ଏ କେତେ ଯୁକ୍ତିଯୁକ୍ତ?? ଆଗେ ପୋଲିସ ଆକ୍ରମଣ କଲା, ଏମିତିକି କଂଗ୍ରେସ ଭବନରେ ପସି ପିଟିଲେ : ନରସିଂହ ମିଶ୍ର

Police Torture On Congress Workers Extremely
କିଛି ଆଇନ କାନୁନ ମାନୁନାହିଁ ଏ ଶାସକ ଦଳ

କିଛି ଆଇନ କାନୁନ ମାନୁନାହିଁ ଏ ଶାସକ ଦଳ : ଗାଇଗୋରୁ ପରି ବାଡ଼େଇଲେ, ରାଜ୍ୟ ସରକାର ପୂରା ଦୁର୍ନୀତିରେ ବୁଡ଼ିକି ରହିଛି : ସନ୍ତୋଷ ସିଂ ସାଲୁଜା

Twin City Commissioner Soumendra Priyadarshi Pays His Last Respect To Odia Jawan Rana Pratap Das
ଓଡ଼ିଶା ନୁହେଁ ବରଂ ପୂରା ଦେଶ ତାଙ୍କ ବୀରତ୍ୱର କଥାକୁ ମନେ ରଖିବ

ଓଡ଼ିଶା ନୁହେଁ ବରଂ ପୂରା ଦେଶ ତାଙ୍କ ବୀରତ୍ୱର କଥାକୁ ମନେ ରଖିବ: ଏମିତି ଯବାନ ପୂରା ଦେଶ ପାଇଁ ଗର୍ବ : ପୋଲିସ କମିଶନର