ପାକିସ୍ତାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ଚୋର କହି ବିଚ୍ ରାସ୍ତାରେ ନଗ୍ନ ଅବସ୍ଥାରେ...
ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର...
ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ। କଟକର ଏକ ଘରୋଇ ହସ୍ପିଟାଲରେ ଚାଲିଛି ମିହିର ଦାସଙ୍କ ଚିକିତ୍ସା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିହିର ଦାସ।
ଚକ ଖଡିରେ ନନ୍ଦ ସାରଙ୍କ ପ୍ରତମୂର୍ତ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ଗ୍ରାମର ଶିଳ୍ପୀ ଗୋପାଲ ସାମଲ ଚାଟଶାଳୀ ଗୁରୁ ନନ୍ଦ ସାରଙ୍କ ସ୍ମୃତିରେ ଚକଖଡିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ଏଇ ଶତାୟୁ ଶିକ୍ଷକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଭାରତରେ ଦିଆଯିବ କରୋନାର ବୁଷ୍ଟର ଡୋଜ । ଆଜି ବସୁଛି ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ... ଭାରତର ପ୍ରଥମ ଟିକା ଉତ୍ପାଦନକାରୀ କଂପାନି ଭାବେ କୋଭିସିଲଡ ବୁଷ୍ଟର ଡୋଜକୁ ଅନୁମୋଦନ ପାଇଁ ଆବେଦନ କରିଛି ସିରମ୍ଉ ଇନଷ୍ଟିଚ୍ୟୁଟ ।
ଆଜି ପଞ୍ଚଭୂତରେ ବିଲୀନ ହେବେ CDS ଜେନେରାଲ ବିପିନ ରାଓ୍ୱତ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହେବ ସିଡିଏସଙ୍କ ଶେଷକୃତ୍ୟ ।
ସମୁଦ୍ର କୂଳକୁ ଚାଲିଆସିଲା ବିଶାଳକାୟ ତିମି । ଏତେ ବଡ ତିମି ମାଛକୁ ଦେଖିବାକୁ ପାଇଁ ଲୋକଙ୍କର ଜମିଛି ଭିଡ ।
ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ବନ୍ଦ । ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସସ୍ପେଣ୍ଡ ଅବଧି ବଢ଼ିଲା। ଏହି ବନ୍ଦ ନିଷ୍ପତ୍ତି ନେଲା DGCA ।
ସଇଁତଳା ବରଗାଁରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ୬ ବର୍ଷ ପରେ କେସ୍ ରିଓପନ କରି ପୋଲିସର ତଦନ୍ତ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ସ୍କେଚ୍ ଜାରି ।
ଆଜିଠୁ କମିପାରେ ବର୍ଷାର ପରିମାଣ । ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଢିପାରେ ଶୀତ । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।
ଆଜି ୨୦୨୧ ମସିହା, ଡିସେମ୍ବର ୧୦ ତାରିଖ ଶୁକ୍ରବାର, ବିଛା ୨୫ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କି ଭିଡ଼ରେ ନାରଣ। ଏଠି ବୋଧ ହୁଏ ବାଲିଯାତ୍ରା ଚାଲିଛି। ନ ହେଲେ କିଛି ମେଳା ହଉଛି। ନାହିଁରେ, ନାରଣ ତୋ କଥା ସଂପୂର୍ଣ୍ଣ ଭୁଲ୍। ଏଠି ଚାକିରି ପାଇଁ ଚାଲିଛି ପେଲାଠେଲା...
କେମିତି ହେଲା CDSଙ୍କ ବିମାନ ଦୁର୍ଘଟଣା? ସତ ସାମ୍ନାକୁ ଆଣିବ ଉଦ୍ଧାର ହୋଇଥିବା ବ୍ଲାକ୍ବକ୍ସ, ଜାଣନ୍ତୁ କେମିତି ଏହି ବକ୍ସ କହିବ ଦୁର୍ଘଟଣା ପଛରେ ଥିବା କାରଣ
ମଫସଲ ନୁହଁ ସହରରେ ବି ହେଉଛି ଘୋଟାଲା। ପଂଚାୟତ ନୁହେଁ ମହାନଗରରେ ହେଉଛି କେଳେଙ୍କାରୀ। ଯେମିତି କଟକରେ। ମଧୁବାବୁ ପେନସନ ଯୋଜନାରେ ହେଉଥିବା ଅନିୟମିତତାର ଅସଲ ଚିତ୍ର ପଦାକୁ ଆସିଛି..
ଦେଖିବାକୁ ବେଶ ସାଧାସିଧା। ହେଲେ ଅଭିନୟ ଦମଦାର୍। ଯିଏ ଦେଖିଛି ସିଏ ଜାଣିଛି। ଝିଅ ଆମର ନୂଆ ବୋହୂ ମେଗା ସିରିଏଲରେ ଶିବ ଭୂମିକାରେ ଆସୁଥିବା ଅଭିନେତା ଅଭିଜିତଙ୍କ ସହ ଆଜିର ସୁଟିଂ ସେଟରେ...
ଯୁଦ୍ଧରେ ଧୁରନ୍ଦର ଥିଲେ, ଶତ୍ରୁଙ୍କୁ କଡ଼ା ଜବାବ୍ ଦେବାରେ ମାହିର ଥିଲେ। ଆକ୍ରମଣ କରିବା ଶୈଳୀ ବେଶ୍ ନିଆରା ଥିଲା....ମୈଦାନକୁ ଓହ୍ଲାଉଥିଲେ, ଶତ୍ରୁଙ୍କ ଆକ୍ରମଣକୁ ସାମ୍ନା କରୁଥିଲେ। ହେଲେ ଆଜି...
ସେ ଥିଲେ ମିଶନ ମ୍ୟାନ୍...ନା ଶୁଣିଲେ ଥରୁଥିଲା ଶତ୍ରୁର ଛାତି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ପଣ କରିଥିଲେ...ଦେଶର ସୁରକ୍ଷାକୁ ନେଇ ଅନେକ ସ୍ୱପ୍ନ ବି ଦେଖୁଥିଲେ....ଜାଣନ୍ତୁ କେଉଁ କେଉଁ ଅପରେସନ୍ରେ ସାମିଲ ଥିଲେ ରାୱତ...
ମଣିଷ ଏତେ ସରଳ ହେବା ଉଚିତ ନୁହେଁ। ବେଳେ ବେଳେ ଆପଣଙ୍କର ସରଳତାର ସୁଯୋଗ ନେଇଥାନ୍ତି ସାଇବର ଠକ। ଗିଫ୍ଟ ଦେବାକୁ କହି ନିଅନ୍ତି ଏମିତି ଅନେକ ଟଙ୍କା...
ନେତାଜୀ ସୁଭାଷ ବୋଷଙ୍କଠାରୁ ସିଡିଏସ ବିପିନ ରାୱତଙ୍କ ପର୍ଯ୍ୟନ୍ତ ଦେଶର ଏହି ଚିହ୍ନା ମୁହଁ ଶୂନ୍ୟରେ ଆଖି ବୁଜିଥିଲେ। ପ୍ରମୁଖ ବିମାନ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲେ ଏମାନେ। ଜାଣନ୍ତୁ, କେବେ, କିଏ, କେଉଁଠି ଆକାଶରେ ସବୁ ଦିନ ପାଇଁ ଆଖି ବୁଜିଥିଲେ।
ବିବାହ ବନ୍ଧନରେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବଲିଉଡରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଯୋଡ଼ି ପରସ୍ପରର ହାତ ଧରିଛନ୍ତି । ଗତକାଲି ରାଜସ୍ଥାନର ଐତିହାସିକ ସୱାଇ ମାଧୋପୁର ଦୁର୍ଗରେ ରାଜକୀୟ ଢଙ୍ଗରେ ବିବାହ ବାହାଘର ହୋଇଥିଲା ।