ଭୁବନେଶ୍ୱର: ରାଜଧାନୀରେ କମୁନି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ତାଲିକାର ସବୁଠାରୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲା ଭିତରେ ସବୁଠାରୁ ଅଧିକ ରୋଗୀ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। ଏ ନେଇ ରାଜାଧାନୀରେ ଟିକାକରଣକୁ ଜୋରଦାର କରାଯାଇଛି। ଆଜିଠୁ ରାଜଧାନୀରେ…
ବାରିପଦା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେଉଁଠି ବେଡ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ। କୋଭିଡ ୱାର୍ଡରେ ଥରେ ପରଜନଙ୍କୁ ଥରେ ଭର୍ତ୍ତି କରିଦେଲେ ଆଉ ଦେଖିବା ସମ୍ଭବ ହୋଇ ନ…
ସମ୍ବଲପୁର: ହାତୀର ଖାଦ୍ୟ, ବାସ ସବୁ ଛଡେଇ ନେଉଛି ମଣିଷ। ସେଥିପାଇଁ ଜଙ୍ଗଲ ଛାଡି ହାତୀ କେତେବେଳେ ଗାଁ ଭିତରେ ତ କେତେବେଳେ ସହର ଭିତରେ ପଶୁଛି। ମୁହାଁମୁହିଁ ହେଉଛନ୍ତି ହାତୀ଼-ମଣିଷ। କେତେବେଳ ହାତୀ ମଣିଷର ବାସ ଉଜାଡି ଦେଉଛି ତ…
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ଖେଳାଇଥିବାବେଳେ ଏବେ ଏହାର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମେ’ ମାସରେ କରୋନା ସଂକ୍ରମଣ ପିକ୍ରେ ଥିଲା। ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବାବେଳେ…
ସମ୍ବଲପୁର: କରୋନା ପରେ ଏବେ ଆତଙ୍କିତ କରି ରଖିଛି ବ୍ଲାକ ଫଙ୍ଗସ୍ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍ସନ୍, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ…
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧିରେ ଧିରେ କମୁଥିବା ଦେଖିବାକୁ ମିଳୁଛି। ହେଲେ ମୃତ୍ୟୁସଂଖ୍ୟ ସ୍ଥିର ରହିଛି । ଦୈନିକ ମୃତ୍ୟୁ ହାର ୩ ହଜାର ତଳକୁ ଖସୁନି। କରୋନାରୁ ବର୍ତ୍ତିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଅଯାଉଥିବାବଳେ…
ଭୁବନେଶ୍ୱର: ଦେଶରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ…
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ସାମାନ୍ୟ କମିଥିଲେ ହେଁ ଚିନ୍ତା କମିନି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାରରୁ ହ୍ରାସ ପାଇ ୮ ହଜାର ଭିତରେ ସୀମିତି ଥିଲା। ଗତକାଲି ଏହାର ସଂଖ୍ୟା ବୃଦ୍ଧି…
ନୂଆଦିଲ୍ଲୀ: ଦେଶରେ କରୋନା ନମୂନା ପରୀକ୍ଷା ପାଇଁ ସ୍ୱାବ ନେବା ଆବଶ୍ୟକ ନାହିଁ । କେବଳ କୁଳି ପାଣିରେ ହିଁ ହୋଇପାରିବ କରୋନା ପରୀକ୍ଷା । ନାଗପୁରର ନାଶନାଲ ଇନଭେଷ୍ଟମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିମାନେ କାଉନସିଲ RT-PCR ପରୀକ୍ଷାର ନୂଆ…
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ଆସ୍ତେ ଅସ୍ତେ କମୁ୍ଥିବା ଲକ୍ଷ୍ୟ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟ…
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ଏ ପର୍ଯନ୍ତ ଭୟ ଛାଡ଼ିନି, ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି ଡେଙ୍ଗୁ, ମାଲେରିଆ, ଚିକୁନଗୁନିଆ ପରି ସଂକ୍ରାମକ ରୋଗ । ବତ୍ତମାନ ସୁଦ୍ଧା ଦିଲ୍ଲୀରେ ଡେଙ୍ଗୁରେ ୨୫ ମାମଲା ରେକର୍ଡ କରାଯାଇଛି । ସେହିପରି…
ନୂଆଦିଲ୍ଲୀ: ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ ସ୍ପୁଟନିକ- ଭି । ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଏହି ଟିକା ଉପଲବଧ ହେବ…
ନୂଆଦିଲ୍ଲୀ: କରୋନା ଭାଇରସ୍ର ଉତ୍ପତ୍ତିକୁ ନେଇ ପୁଣି ଏବେ ସାରା ବିଶ୍ୱରେ ଚାଲିଛି ଚର୍ଚ୍ଚା । କରୋନା ଭାଇରସର ଉତ୍ପତ୍ତି ଚୀନର ଉହାନ ଲାବ୍ରେ ହୋଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଏପରି ଅଭିଯୋଗ ଆଣିଥିଲେ ।…
ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭାକ୍ସନେସନ ନେଇ ଜବାବ ଦେଇଛନ୍ତି । ସେ କହିଛନ୍ତି,ଡିସେମ୍ବର ସୁଦ୍ଧା ଦେଶରେ କରୋନା ଭାକ୍ସନେସନ କାମ ଶେଷ କରାଯିବ । ସେ କହିଛନ୍ତି, ଭାକ୍ସିନ ଉପରେ ଗତ ସପ୍ତାହରେ…
ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଏବଂ ଅନ୍ୟତମ ସର୍ବବୃହତ ଫାର୍ମା କଂପାନି ଡକ୍ଟର ରେଡିସ୍ ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (2DG)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା…