• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

corona
ଆଜି ୧୧ ହଜାର ଟପିଲା କରୋନା ସଂକ୍ରମଣ, ପୁଣି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ  ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ…

cremetion
ନିଆଁ ଲାଗିବା ପୂର୍ବରୁ ଜୁଇରେ ଉଠି ବସିଲେ କରୋନା ଆକ୍ରାନ୍ତ ମହିଳା

ପୁଣେ: କରୋନା ମହାମାରୀର କରାଳ ଗ୍ରାସରେ ହଜି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅନିଶ୍ଚିତ ହୋଇପଡ଼ିଛି ଭବିଷ୍ୟତ। କରୋନା ସାମ୍ନାରେ ଯେମିତି ଅସହାୟ ଏଠି ମଣିଷ। ଲାଗୁଛି, ଯେମିତି ବର୍ତ୍ତିବାର ବାଟ ନାହିଁ।  ଶିଶୁଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠି ସମସ୍ତଙ୍କୁ…

child
ଶିଶୁଙ୍କ ପାଇଁ ବିପଦ ସାଜିଲାଣି କରୋନା; ଉତ୍ତରାଖଣ୍ଡରେ ୧୦ ଦିନରେ ୧୦୦୦ ସଂକ୍ରମିତ

ଡେରାଡୁନ୍‌: ଦେଶରେ କରୋନା ସଂକ୍ରମଣ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଦୈନିକ କରୋନା ମୃତ୍ୟୁ ଯଦିଓ ୪ ହଜାର ଉପରେ ରହିଛି ତେବେ ଆଜି ଦୀର୍ଘଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ କରୋନାକୁ…

israeli-airstrikes
ଗାଜା ସିଟି ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌; ୧୦ ଶିଶୁଙ୍କ ସମେତ ୪୨ ମୃତ

ଗାଜା ସିଟି: ଇସ୍ରାଏଲ ପକ୍ଷରୁ ରବିବାର ଗାଜା ସିଟି ଉପରେ କରାଯାଇଥିବା ଆକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ରବିବାର ଇଜ୍ରାଏଲ ପକ୍ଷରୁ ହାଇଥିବା ଏୟାର ଷ୍ଟ୍ରାଇକ୍‌ରେ ଗାଜାସିଟିର ତିନୋଟି ବଡ ବଡ କୋଠା ଧ୍ୱଂସ ହେବା ପରେ ଅତି…

corona
୨୪ ଘଣ୍ଟାରେ ଆଖି ବୁଜିଲେ ୨୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ କମି ୧୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ରାଜ୍ୟରୁ ୨୨ ଜଣ କରୋନା ରୋଗୀ ଆଖି ବୁଜିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

corona test
ଆଜି ଦୈନିକ ସଂକ୍ରମଣ ୧୦ ହଜାର ଉପରେ; ଶୀର୍ଷରେ କଟକ

ଭୁବନେଶ୍ୱର:ରାଜ୍ୟରେ ଆଜି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ…

sahid jamil
କରୋନା ବିଶେଷଜ୍ଞ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଲେ ବରିଷ୍ଠ ଭାଇରୋଲଜିଷ୍ଟ ଶାହିଦ ଜମିଲ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଭାଇରୋଲଜିଷ୍ଟ (ବିଷାଣୁ ବିଜ୍ଞାନୀ) ଶାହିଦ ଜମିଲ କେରୋନା ବୈଜ୍ଞାନିକ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଇଛନ୍ତି। ଏହି ଫୋରମ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟ ବିଷୟରେ ଜାଣିବା ଓ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ନେଇ ଗଠିତ…

covid drdo
ଆସନ୍ତା ସପ୍ତାହରେ DRDO ଯୋଗାଇବ କରୋନା ଔଷଧ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହରୁ ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ବଜାରରେ ଉପଲବ୍ଧ ହେବ ଏବଂ ରୋଗୀଙ୍କଠାରେ ପ୍ରୟୋଗ କରାଯିବ । ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ୨ଡିଜି ଔଷଧକୁ…

black fungus
ନଏଡାରେ ପହଁଚିଲା ବ୍ଲାକ ଫଙ୍ଗସ୍; ୧୦ ରୋଗୀ ଚିହ୍ନଟ, ୨ ମୃତ

ଗୌତମ ନଗର: କୋଭିଡ଼ ୧୯ ସଂକ୍ରମଣରେ ପୀଡିତ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। କାନପୁର ଏବଂ ଲକ୍ଷ୍ନୌରେ ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଗୌତମ ନଗରରେ ପ୍ରବେଶ କରିଛି ଏହି…

Ldy-polic
ଅଚିହ୍ନା ଶବକୁ କାନ୍ଧ ଦେଲେ; ବିପଦର ବନ୍ଧୁ ସାଜିଲେ ମହିଳା ପୋଲିସ ଅଫିସର

ବିଶାଖାପାଟଣା(ଯଶୋବନ୍ତ ପାଢୀ):  ସେ ତାଙ୍କର ବନ୍ଧୁବାନ୍ଧବ ବା ସମ୍ପର୍କୀୟ ନୁହଁନ୍ତି। ଅଚିହ୍ନା..ଅଜଣା ଜଣେ ବୃଦ୍ଧ।  ତଥାପି ତାଙ୍କ ମନ ସମ୍ଭାଳି ନ ଥିଲା। କେହି କାନ୍ଧ ନ ଦେବାରୁ ନିଜେ ମହିଳା ପୋଲିସ ଅଫିସର ନିଜ କାନ୍ଧ ଦେଇଥିଲେ। ଖାଲି କାନ୍ଧ…

oxizen
୪ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା; ଦିଲ୍ଲୀରେ ବି କମିଲା ଦୈନିକ ସଂକ୍ରମଣ ହାର

ନୂଆଦିଲ୍ଲୀ- କରୋନାର ଦୈନକ ସଂକ୍ରମଣରୁ ଆଜି ସାମାନ୍ୟ ଆଶ୍ଵସ୍ତି ମିଳୁଛି । ମେ’ ମାସରେ ଦୈନିକ ସଂକ୍ରମଣ ଆଜି ସବୁଠାରୁ କମ୍‌ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଶନିବାର ୩ ଲକ୍ଷ ୨୬ ହଜାର…

child
ଗୁଜରାଟରେ ଶିଶୁଙ୍କୁ କରୋନା ଭୟ; ୪୩ ଦିନରେ ୭୬ ହଜାର ସଂକ୍ରମିତ

ମୁମ୍ବାଇ:ଦେଶରେ କରୋନାର ଦ୍ଵିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପକାଇଛି ମହାରାଷ୍ଟ୍ରରେ । କୁହାଯାଉଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ବେଶି ବିପଦ ନେଇ ଆସିବ । ହେଲେ ମହାରାଷ୍ଟ୍ରରେ ଦ୍ଵିତୀୟ ଲହର ବି ପିଲାମାନଙ୍କୁ ଛାଡ଼ିନି । ରାଜ୍ୟରେ…

covid ptient
ଆନ୍ଧ୍ର-ତେଲେଙ୍ଗାନା ସୀମାରେ ଛଟପଟ ହେଉଥିଲେ କୋଭିଡ ରୋଗୀ, ପୋଲିସ ପହଞ୍ଚାଇଲା ଅକ୍ସିଜେନ

ହାଇଦ୍ରାବାଦ: ଦେଶରେ କରୋନା ମହାମାରୀର କରାଳ ଗ୍ରାସରେ ସମସ୍ତେ ଥରହର । ସବୁ କୋଣରୁ ଆସୁଛି ହୃଦୟ ବିଦାରକ ଘଟଣା । ଏଥିସହିତ ଦେଖିବାକୁ ମିଳୁଛି ଅନେକ ମାନବକ ସମ୍ବେଦନଶୀଳ ଉଦାହରଣ । ଏମିତି ଏକ ଖବର ଆସିଛି ତେଲେଙ୍ଗାନା-ଆନ୍ଧ୍ର ସୀମାରୁ…

corona death
ଭାରତରେ କରୋନା ତାଣ୍ଡବ; ୧୪ ଦିନରେ ୫୦ ହଜାରରୁ ଅଧିକ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: କରାଳ ମହାମାରୀ ଭାରତରେ ଯେମିତି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ଶ୍ମଶାନରେ ଲିଭୁନି ଜୁଇ । ଉଜାଡି ଦେଲାଣି ଲକ୍ଷ ଲକ୍ଷ ପରିବାର । ମୃତ୍ୟୁ ସଂଖ୍ୟାରେ ଯେମିତି ଲଗାମ ଲାଗିପାରୁନି । ଗତ କିଛି ଦିନ ହେବ…

rawat
କରୋନା ଭାଇରସ ଏକ ଜୀବ..ତା’ର ବି ବଞ୍ଚିବାର ଅଧିକାର ଅଛି- ଏମିତି ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତର ସ୍ଥିତିକୁ ନେଇ ବିଶ୍ୱ ଚିନ୍ତିତ । ଏଠି କରୋନାକୁ କିପରି ନିୟନ୍ତ୍ରଣ କରାଯିବ, କେମିତି ଚିକିତ୍ସା ଉପକରଣ ମିଳିବ ସେ ନେଇ ସମସ୍ତେ ବ୍ୟଗ୍ର, ବ୍ୟସ୍ତ…

mask
ଏଣିକି ଶିଶୁଙ୍କ ପାଇଁ ବି ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ: ମାଡି ଆସୁଛି କରୋନାର ଦ୍ଵିତୀୟ ଲହର । ପ୍ରଥମ ଲହର ବୟସ୍କମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ୨ୟ ଲହର ଯୁବଗୋଷ୍ଠୀଙ୍କ ପାଇଁ ଘାତକ ସାଜିଛି  । ତୃତୀୟ ଲହର ପାଇଁ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି  । ବିଶେଷକରି…

covid
ଆଜି ବି ଆଖି ବୁଜିଲେ ୪ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ହାର ୪ ଲକ୍ଷରୁ ଖସି ଏବେ ୩ ଲକ୍ଷରେ ସ୍ଥିର ରହିଛି । ଏହାବ୍ୟତୀତ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି, ନୂଆ ସଂକ୍ରମିଙ୍କ ତୁଳନାରେ  ସୁସ୍ଥ…

vaccine
ଭାରତୀୟ ଭାରିଏଣ୍ଟ ଉପରେ ଭାକ୍ସିନ କାମ କରୁଛି କି ନାହିଁ କହିହେବନି- WHO

ନୂଆଦିଲ୍ଲୀ-ଭାରତରୁ ଠାବ ହୋଇଥିବା କୋଭିଡ ଭାରିଏଣ୍ଟ ଘାତକ ଏବଂ ଅଧିକ ସଂକ୍ରାମକ । କରୋନା ସ୍ଥିତିର ସମୀକ୍ଷା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏହା କୁହାଯାଇଛି । WHO ପକ୍ଷରୁ ଏକଥା ବି କୁହାଯାଇଛି ଯେ, ଏପରି ସ୍ଥିତିରେ…

covaccine
ଅଧିକ ଭ୍ୟାକସିନ ଉତ୍ପାଦନ ଲାଗି ଅନ୍ୟ କମ୍ପାନୀଙ୍କୁ ଆମନ୍ତ୍ରଣ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଭାବ ଦିନକୁ ଦିନ ସ୍ଥିତିକୁ ଗୁରୁତର କରୁଛି । କିଛି ରାଜ୍ୟରେ ଏହାର ପ୍ରଭାବ କମୁଥିବା ବେଳେ ଓଡିଶା ପରି ଅନେକ ରାଜ୍ୟରେ ଏହା ନିୟନ୍ତ୍ରଣ ବାହାରେ । ଏପଟେ ଦେଶରେ ଭ୍ୟାକସିନର ଘୋର ଅଭାବ ।…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।