ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ସାଉଥମ୍ପଟନ୍ରେ ପହଞ୍ଚିଲା ଟିମ୍ ଇଣ୍ଡିଆ। ପୁରୁଷ ଟିମ୍ ସହ ମହିଳା କ୍ରିକେଟ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ଉଭୟ ଦଳକୁ ସାଉଥମ୍ପଟନ୍ର ଆଜେସ ବୋଲ୍ ଷ୍ଟାଡିୟମ୍ ପରିସରରେ…
ଭୁବନେଶ୍ୱର: ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି। ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି। କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।…
ନୁଆଦିଲ୍ଲୀ: ଦେଶ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଆଜି ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୭୧୩ ଜଣଙ୍କ ଜୀବନ…
ଭୁବନେଶ୍ୱର: ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ CBSE ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯବା ପରେ CISCE ପକ୍ଷରୁ ମଧ୍ୟ ଦ୍ୱାଦଶ ପରୀକ୍ଷା ବାତିଲ…
ଭୁବନେଶ୍ୱର: ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି ଭୁବନେଶ୍ୱର। କରୋନା ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଉପରେ ଥିବାବେଳେ ଅର୍ଦ୍ଧାଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସଂକ୍ରମଣ ରୋକିବା…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ଘଟିଛି ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ । ଗତକାଲି…
ଭୁବନେଶ୍ୱର: ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକଙ୍କୁ ମିଳିଲା ଆଶ୍ୱସ୍ତି । ଘରୋଇ ସ୍କୁଲ ୧୫ ପ୍ରତିଶତ ଫି ଛାଡ଼ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। କରୋନା ବେଳେ ଘରୋଇ ସ୍କୁଲ ଫି…
ନୂଆଦିଲ୍ଲୀ: ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ କରୋନା ଟେଷ୍ଟ କିଟ୍-କୋଭିସେଲଫ୍। କିଟ୍ ପ୍ରସ୍ତୁତକାରୀ ସଂସ୍ଥା MY LAB ଗତକାଲି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି। ICMRର ଅନୁମତି ମିଳିବା ପରେ ଏହାର ବଜାରରେ ପ୍ରବେଶ ନେଇ ସୂଚନା ମିଳିଥିଲା।…
ଭୁବନେଶ୍ୱର: ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮ ।…
ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଆସୁଛି ଆଉ ଏକ ସ୍ୱଦେଶୀ…
ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ…
ନୂଆଦିଲ୍ଲୀ: ପଞ୍ଜାବ ନାଶନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର ହୋଇଯାଇଥିବା ମେହୁଲ ଚୋକ୍ସୀଙ୍କ ଜାମିନ ଆବେଦନକୁ ଡୋମିନିକା କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏନେଇ ଉପର କୋର୍ଟରେ ଆବେଦନ କରାଯିବ…