ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ…
ନୂଆଦିଲ୍ଲୀ: ପଞ୍ଜାବ ନାଶନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କାର ଘୋଟାଲା କରି ଦେଶରୁ ଫେରାର ହୋଇଯାଇଥିବା ମେହୁଲ ଚୋକ୍ସୀଙ୍କ ଜାମିନ ଆବେଦନକୁ ଡୋମିନିକା କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ତେବେ ଏନେଇ ଉପର କୋର୍ଟରେ ଆବେଦନ କରାଯିବ…
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡ଼େରା ନୀତି ସମ୍ପନ୍ନ ହେବ। ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି…
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ମେ’ ୩୧ ତାରିଖରେ ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍ ୧ ତାରିଖ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଜୁନ୍ ୨ ତାରିଖ ୪୨ ଜଣ…
ଭୁବନେଶ୍ୱର: ରାଜ୍ୟରେ ଆଜି ବି ୮ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରୁ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୮,୮୩୯ ରୋଗୀ।…
ନୂଆଦିଲ୍ଲୀ: ପିଲାଙ୍କ ଠାରେ ଆରମ୍ଭ ହୋଇଛି କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପାଟନା ଏମ୍ସରେ ପିଲାମାନଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ସୂଚନା ମିଳିଛି । ଏଥିରେ ୨ରୁ ୧୮ ବର୍ଷର ପିଲାମାନେ…
ମୁମ୍ବାଇ: ପ୍ରେମ ପାଇଁ ମଣିଷ ସବୁକିଛି ତ୍ୟାଗ କରିପାରେ। ଘର, ପରିବାର..ଏପରିକି ନିଜ ଜୀବନ ବି । ସେଇ ପ୍ରେମ ବି ମଣିଷକୁ କରିପାରେ ବର୍ବର, ରାକ୍ଷସ..। ପ୍ରେମରେ ପାଗଳ ମଣିଷଟିଏ ବି ନେଇ ପାରେ ଜୀବନ। ଯାହା ଦେଖିବାକୁ ମିଳିଛି…
ନୂଆଦିଲ୍ଲୀ: ଘାତକ ହେଉଛି କୋଭିଡ୍ର ଦ୍ୱିତୀୟ ଲହର । କୋଭିଡର ଏଇ ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ତା’ର କବ୍ଜାକୁ ନେଇଗଲାଣି। ବିଶେଷକରି କରୋନାର ଶିକାର ହେଉଛନ୍ତି କରୋନା ସମ୍ମୁଖ ଯୋଦ୍ଧା । କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜ…
ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ବିବାହ ବେଦୀରେ କଥା ଦେଇଥିଲେ,ହାତ ଧରି ଚାଲିବେ। ଏକାଠି ଜିଇଁବେ…ଏକାଠି ମରିବେ…। ଆଉ କଥା ବି ରଖିଲେ। ପତ୍ନୀଙ୍କ ମୃତଦେହ ଧରି ଘରକୁ ଫେରୁଥିଲେ, ଅଧାବାଟରେ ଆଖି ବୁଜିଦେଲେ ସ୍ୱାମୀ। ଏମିତି ଏକ ଦୁଃଖଦ ଘଟଣା…
ନୂଆଦିଲ୍ଲୀ: ଲକଡାଉନ ବେଳେ ସ୍କୁଲ ବନ୍ଦ । ପିଲାମାନେ ଘରେ ପାଠ ପଢ଼ୁଛନ୍ତି । ଅନ୍ଲାଇନ ପାଠପଢ଼ା ଉପରେ ବହୁ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ହେଲେ ସେମାନଙ୍କ ମାନସିକ ଅବସ୍ଥା ବୁଝୁଛି କିଏ? ଖେଳିବା ବୁଲିବା ବୟସରେ ଘରେ ବସି ଅତ୍ୟଧିକ…
ଭୋପାଳ: କରୋନାର ଦ୍ୱିତୀୟ ଲହର ସାଜିଛି ମାରାତ୍ମକ । ଉଜାଡି ଦେଇଛି କେତେ ପରିବାର। କାହା ମଥାରୁ ସିନ୍ଦୂର ପୋଛି ନେଇଛି ତ କାହାକୁ ଅନାଥ କରି ନେଇଛି। କିଏ ନିଜର ଭାଇକୁ ହରାଇଛି ତ କିଏ ନିଜର ସ୍ୱାମୀକୁ। ଆଉ…
ସୋର(ନିରଞ୍ଜନ ବେହେରା): ଗୁଳିଫୁଟାଇ ସୁନାବେପାରୀଙ୍କ ଘରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା । ପରିବାର ଲୋକେ, ଗ୍ରାମବାସୀ ସମସ୍ତେ ଦେଖୁଥିଲେ ହେଁ କିଛି କରିପାରି ନ ଥିଲେ। ବନ୍ଧୁକମୁନରେ ଭୟଭୀତ କରି ସର୍ବସ୍ୱ ଲୁଟିନେଇଥିଲେ। ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଗୁଳି କରିଥିଲେ।…
ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ହଜାଇ ଦେଇଛି। ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ…