ଯୋଧପୁର: ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ସଜା କାଟୁଥିବା ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ବୁଧବାର ରାତିରେ ତାଙ୍କ ମହାତ୍ମାଗାନ୍ଧି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲ୍ରେ କରୋନା ସଂକ୍ରମଣ ବ୍ୟାପିବାର ୩ ଦିନ ପରେ ସେ ସଂକ୍ରମିତ…
ନୂଆଦିଲ୍ଲୀ-ଜଣେ ମହିଳା ଏକକାଳୀନ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାଏ । ବିଶେଷ କ୍ଷେତ୍ରରେ ଯମଜ ସନ୍ତାନ ଜନ୍ମ ଦେବାର ଦେଖା ଯାଇଛି । ୩ ବା ୪ ସନ୍ତାନ ଜନ୍ମ ଦେବା ଅତ୍ୟନ୍ତ ବିରଳ ଘଟଣା । ହେଲେ ଏକକାଳୀନ ଜଣେ…
ନୂଆଦିଲ୍ଲୀ: ଦେଶରେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି…
ନୂଆଦିଲ୍ଲୀ: ଦେଶରେ ୨ୟ ଦିନ ପାଇଁ ପୁଣି ବଢିଛି ତୈଳ ଦର । ପ୍ର୍ରାୟ ୬୬ ଦିନ ଧରି ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ଦର ୧୫ ପଇସା ଏବଂ ଡିଜେଲ ଦର ୧୬ ପଇସା ବଢଥିଲା । ଆଜି…
ବ୍ରାସିଲିୟା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ହେଲେ ବ୍ରାଜିଲ୍ରେ ଗର୍ଭବତୀଙ୍କ ପାଇଁ ଏହି ଭାଇରସ ଯେମିତି ଯମଦୂତ ପରି ଛିଡ଼ା ହୋଇଛି । ବ୍ରାଜିଲ୍ରେ ଗର୍ଭବତୀ ତଥା ପସୂତିଙ୍କ ମୃତ୍ୟୁ ଦେଶରେ ଆତଙ୍କ ଖେଳାଇ ଦେଇଛି ।…
ୱାଶିଂଟନ: ସବୁଠାରୁ ଧନୀ ରାଷ୍ଟ୍ର ଆମେରିକା । ସାରା ପୃଥିବୀରେ ତା’ର ଦବଦବା ତଥାପି କରୋନା କବ୍ଜାରୁ ବାହାରି ପାରିନି । ଦେଶରେ ହାହାକାର ସୃଷ୍ଟି କରିଦେଇଛି କରୋନା । ବିଶ୍ୱର ସର୍ବାଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଯାହାବି ହେଉ,…
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢି ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି କମିବାର ନାଁ ଧରୁନି । ଏପରି ସ୍ଥିତିରେ ପରିସ୍ଥିତିର ମୁକାବିଲା କରିବା…
ନୂଆଦିଲ୍ଲୀ-ଏପ୍ରିଲ ପରେ ଏବେ ଜେଇଇ ମେନ୍ ମେ-୨୦୨୧ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି । ନାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଏ ସମ୍ପର୍କରେ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସମ୍ପର୍କରେ ସୂଚନା…
ନୂଆଦିଲ୍ଲୀ-କେନ୍ଦ୍ର ସରକାର କୋଭିଡ ଡ୍ୟୁଟିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ନିଜ ଜୀବନକୁ ଖାତିର ନ କରି କୋଭିଡ ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିଥିବା ଏହି କର୍ମଚାରୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ…
ମଣ୍ଡି: ମହାମାରୀ କରୋନା ସବୁକିଛି ବଦଳେଇ ଦେଲା । ଜୀବନଶୈଳୀ, ପାରିବାରିକ ସମ୍ପର୍କ… ଏପରିକି ସଂସ୍କୃତି, ରୀତି ନୀତି ମଧ୍ୟ ବାଦ ଯାଇନି କରୋନା କବଜାରୁ । ବିବାହ ଶୈଳୀରେ ବି ପରିବର୍ତ୍ତନ ଆସିଛି । କେଉଁଠି ବର କନ୍ୟାକୁ ବାଡି…
ନ୍ୟୁୟର୍କ: ମାଇକ୍ରୋସପ୍ଟର କୋ-ଫାଉଣ୍ଡର ବିଲ୍ ଗେଟସଙ୍କ ପାରିବାରିକ ଜୀବନରେ ଫାଟ । ବିବାହର ୨୭ ବର୍ଷ ପରେ ବିଲ୍ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ । ଏ ନେଇ ଦୁହେଁ ଘୋଷଣା କରିଛନ୍ତି…
କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ସୋମବାର ସୁଦ୍ଧା ଦେଶର କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ଛୁଇଁଛି
ମହାରାଷ୍ଟ୍ରରେ ଅଦିନିଆ ବର୍ଷା ବିପର୍ଯ୍ୟୟ ଆଣି ଦେଇଛି । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ପବନ ବହିବା ସହ ପ୍ରବଳ ବର୍ଷା ବି ରାଜ୍ୟରେ ଲାଗି ରହିଛି । ଏହି ଅଦିନିଆ ବର୍ଷାରେ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି
ଚାମରାଜନଗର: କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ପଡୋଶୀ ଜିଲ୍ଲା ମୈଶୁରରୁ ଅକ୍ସଜେନ…
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ…
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ବେହାଲ ହୋଇ ଯାଇଛି। ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏପଟେ ସ୍ଥିତି ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। କେଉଁଠି ବେଡ୍ ନାହିଁ…
ଅଣ୍ଟାନନରୀବୋ: ସାରା ପୃଥିବୀ ଏବେ କରୋନା ଭାଇରସର ମୃତ୍ୟୁ ଫାସରେ ପଡି ଛଟପଟ ହେଉଛି । ହେଲେ ଏଠି କରୋନାର ଭୟ ନାହିଁ । ଭୟ ଏଠି ଭୋକର। ଏଠି ଅନାହାର ଯମଦୂତ ପରି ଛିଡ଼ା ହୋଇଛି। ଖାଦ୍ୟ ମୁଠାଏ ପାଇବା…