ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨…
ବ୍ରହ୍ମପୁର: କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ନବୀନ…
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଆମେରିକା, ବ୍ରିଟେନ ପରି ଦେଶରେ ଶହଶହ ଲୋକଙ୍କ ଜୀବନ ନେଇଗଲା କରୋନା। ଭାରତରେ ମଧ୍ୟ କରୋନା ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଅନେକ ପରିବାର ଉଜାଡି ଦେଇଛି। ଅନେକ ବାପା-ମା’ଙ୍କ…
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି…
ଭୁବନେଶ୍ୱର: ରାଜ୍ୟରେ ମହାମାରୀର ପ୍ରକୋପ କମି କମି ଆସୁଛି। ଦୈନିକ ସଂକ୍ରମଣ ତାଲିକାକୁ ଦେଖିଲେ ଏହା ସହଜରେ ଅନୁମାନ କରିହୁଏ। ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬ ରୋଗୀ। ସେମାନଙ୍କ ମଧ୍ୟରୁ ୩୩୩୨…
ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନ ନାହିଁ। କରୋନାର ଦ୍ୱିତୀୟ ଲହର ଘାତକ ସାଜିଛି। ଫୁସ୍ଫୁସ୍କୁ ସଂକ୍ରମିତ ହୋଇ ଏହାକୁ ନଷ୍ଟ କରି ଦେଉଛି। ଏପରିକି ଚିକିତ୍ସା ପାଇଁ ସମୟ ମିଳୁନି ରୋଗୀଙ୍କୁ। ଫଳରେ ଚାଲିଯାଉଛି…
ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣରେ ଘଟୁଛି ଦ୍ରୁତ ଅବନତି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି…
ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । କରୋନାରେ ଆକ୍ରାନ୍ତ ହୋଇ ଦେବାଶିଷ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ…
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଚିକିତ୍ସା ଲାଗି ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି। ଏ ନେଇ…
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଏହା ଆହୁରି କମିଯିବ ବୋଲି ଟ୍ରେଣ୍ଡ ଦର୍ଶାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର…
ଭୁବନେଶ୍ୱର: ହୁ ହୁ ହୋଇ ବଢିଚାଲିଛି ତୈଳ ଦର। ତୈଳଦର ବୃଦ୍ଧିର ସିଧାସଳଖ ପ୍ରଭାବ ପଡୁଛି ପ୍ରଭାବ ସାଧାରଣ ଲୋକଙ୍କ ଉପରେ। କରୋନା ସମୟରେ ଲୋକେ କାମ ପାଉ ନ ଥିବାବେଳେ ଦରଦାମ ବୃଦ୍ଧି ଜୀବନଯାତ୍ରାକୁ ବ୍ୟାହତ କରିଛି। ମାଲକାନଗିରି ପରେ…
ନୂଆଦିଲ୍ଲୀ: ପାଖେଇ ଆସୁଛି ଟୋକିଓ ଅଲିମ୍ପିକ୍ସ । କରୋନା ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର କେତେ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ ଅଲିମ୍ପିକ୍ସରେ ସେ ନେଇ ଆରମ୍ଭ…