ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ଲହର ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ହେଲେ ୩ୟ ଲହର ଆଶଙ୍କା ଆଜିଠୁ ଲୋକଙ୍କୁ ଭୟଭୀତ କରାଇଲାଣି। କାରଣ ୩ୟ ଲହରର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବ। ଆଉ ପିଲାମାନଙ୍କ ପାଇଁ…
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ ପ୍ରଭାବ। ଗତକାଲି ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬,୧୧୮ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ…
ନୂଆଦିଲ୍ଲୀ: ଭାରତକୁ ଆସିବେ ତ ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ? ତାଙ୍କୁ ଆଣ୍ଟିଗୁଆକୁ ପଠାଯିବ ନା ଭାରତକୁ ଅଣାଯିବ ସେ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ମେହୁଲଙ୍କ ଜାମିନ ଶୁଣାଣିକୁ ଜୁଲାଇ ଯାଏଁ ସ୍ଥଗିତ ରଖିଛନ୍ତି…
ନୀଳଗିରି: ମଦ୍ୟପ ସ୍ୱାମୀର ଅତ୍ୟାଚାର ଆଉ କେତେ ସହିଥାନ୍ତା ? ଯେତେବେଳେ ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇଲା ସହିବାର ସବୁ ବନ୍ଧ ଭାଙ୍ଗିଗଲା। ବିରୋଧ ଗଲା, ତଥାପି ଶୁଣି ନ ଥିଲା ପିଶାଚ ବାପା। ଶେଷରେ ଚରମ ପଦକ୍ଷେପ…
ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି। କିପରି ପିଲାଙ୍କ ପରୀକ୍ଷା ଫଳାଫଳର ମୂଲ୍ୟାୟନ କରାଯିବ ସେ ନେଇ ତର୍ଜମା କରିବ ଏହି କମିଟି। କମିଟି ମତ ରଖିବା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ…
ଭୁବନେଶ୍ୱର: ଶବକୁ ମିଳୁନି ଜାଗା । ଶ୍ମଶାନ ହେଉ ବା କବରସ୍ଥାନ୍, ସବୁଠି ଏବେ ଶବକୁ ସମାଧି ପାଇଁ ଜାଗାର ଅଭାବ । ଏଭଳି ଅଭିଯୋଗ ଆଣିଛି ଭୁବନେଶ୍ୱରରେ ରହୁଥିବା ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ। ସତ୍ୟନଗରରେ ଥିବା ଏକମାତ୍ର କବର ସ୍ଥାନରେ…
ଯାଜପୁର(ଗୁଲାମ ଗସ୍): ସେ ଘରର ଚାରି କାନ୍ଥ ଭିତରେ ଓଢଣା ଦେଇ ବୋହୂଟିଏ ସାଜି ସବୁ ଦାୟିତ୍ୱ ତୁଲାଇ ପାରନ୍ତି। ସେ ବାହାରକୁ ଯାଇ ପୁରୁଷଙ୍କ ପରି ଦୁଃସାଧ୍ୟ କାମ ବି କରିପାରନ୍ତି। ସେ ଘୋଡ଼ା ଚଢ଼ନ୍ତି, ବୁଲେଟ୍…ଟ୍ରାକ୍ଟର…ଟ୍ରକ୍ ଲୋଡେଡ ଟ୍ରଲର …
ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୭, ୩୯୫କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷେ ରାଜ୍ୟରୁ ୨୪ ଘଣ୍ଟାରେ ୪୦…